ଅବୁଝା ଏ ମନ
ଅବୁଝା ଏ ମନ

1 min

89
ଅବୁଝା ଏ ମନ ଜମା ବୁଝେନାହିଁ
ତୋ ବିନା ଏ ସାଥୀ ମନ କିଛି ଭଲ ଲାଗେନାହିଁ
କେମିତି ବୁଝେଇବି ତାକୁ ତୁ କେବେ ଆଉ ଫେରିବୁ ନାହିଁ
ବାଟ ଭାଙ୍ଗି ଚାଲି ତୁ ଯାଇଛୁ ମନର ଏ ବାଟରେ କେବେ ତୁ ଚାଲିବୁ ନାହିଁ
ତଥାପି ତୋ ଫେରିବା ବାଟକୁ ଚାହିଁ ରହିଛି ଏ ମନ ଜମା ବୁଝୁ ନାହିଁ
ତୋ ବିନା ତାକୁ ଏବେ ବଞ୍ଚିବାକୁ ହେବ ଏ କଥାରୁ ସେ
ଦୂରେ ଦୂରେ ରଖେ ନିଜକୁ କାଇଁ ଜଣା ନାହିଁ ।