Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Ananya Sushree Bal

Others

2  

Ananya Sushree Bal

Others

ପରଦା ପଛରେ ଅନେକ କଥା

ପରଦା ପଛରେ ଅନେକ କଥା

1 min
16


ପରଦା ପଛରେ ଅନେକ କଥା

ଲୁଚି ରହିଥାଏ ମନର ଅକୁହା ବ୍ୟଥା

ଓଠେ ମିଛ ହସ ପଛରେ ଲୁଚି ରହିଛି ଅନେକ ଯନ୍ତ୍ରଣା

ଅଟକାଇ ଦିଏ ଯେବେ ବି ଏ ମନ ହୁଏ ବାଟବଣା,

ବାସ୍ତବ ଜୀବନକୁ ଏ ପରଦା ନିଜ ଭିତରେ ଲୁଚାଇ ନିଏ

ଅକୁହା କଷ୍ଟରେ ଆଖି ଲୁହ ଝରି ପଡେ ଯେତେବେଳେ ଏ ପରଦା ସେ ଲୁହକୁ ପିଇଯାଏ।

ପରଦା ଆଡେଇ ଟିକେ ତା ବାସ୍ତବ ଜୀବନକୁ ଦେଖି ନେବାକୁ ନୀରବ ପ୍ରାର୍ଥନା ସେ କରେ,

ନିର୍ଜୀବ ଯେ ସେ କିଛି କହି ସିନା ପାରେନି ହେଲେ ସବୁ କିଛି ବୁଝି ସେ ପାରେ ।


Rate this content
Log in