Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Inspirational Others

2  

Sunanda Mohanty

Inspirational Others

ସମୟ ବଡ଼ ବଳବାନ

ସମୟ ବଡ଼ ବଳବାନ

1 min
95


ସମୟ ବଡ଼ ବଳବାନ 

ଜାଣିବାକୁ ଘଣ୍ଟା ମୂଲ୍ୟବାନ 

ଘଣ୍ଟା କଣ୍ଟା ମିନିଟ ଚାଲୁଥାଏ

କରି ଟିକ ଟିକ ଟିକ ଟିକ 

ଘଣ୍ଟା ର ପ୍ରକାର ଭେଦ ଥାଉ 

ଯେତେ ଯେଉଁଠି 

ସମୟ ଜାଣିବାକୁ ଅନାଇଥାଉ 

ବୁଢା ଠୁ ପିଲା ପର୍ଯ୍ୟନ୍ତଟି 

କହୁଥାଏ ଆଜି କାମ ଆଜି କର 

ବାକି ନରଖି କେବେଟି 

ସମୟର ଅପଚୟ 

ଦୁଃଖ ଆଣି ଦେବଟି 

କହୁଥାଏ ଘଣ୍ଟା ସମୟ  ।


Rate this content
Log in

Similar oriya poem from Inspirational