STORYMIRROR

jay prakas

Comedy Tragedy

3  

jay prakas

Comedy Tragedy

ଶାରଦୀୟ

ଶାରଦୀୟ

1 min
191

ପୂଜା ପୂଜା ଦିନ ପୂତ ଯୁକ୍ତ ମନ

 ଅନାବିଳ ପ୍ରେମ ଭାବ

ରାଜା ରାହେ ସ୍ୱରି ରାଜା ର ନନ୍ଦିନୀ

 ଜନ୍ମ ଆଜି ଅନୁଭବ ।

 ପ୍ରେମ ତରଙ୍ଗିଣୀ ସେ କନ୍ୟା ରମଣୀ

 ପ୍ରେମର ମଉଡ ମଣି

 ପ୍ରେମ ହେଲେ ଉଭା କୀର୍ତ୍ତି ଦାର ଗର୍ଭ।

 ପ୍ରେମ ନଗରୀର ରାଣୀ ।।

  ବୃଷଭାନୁ ପିତା ବର୍ଷଣର କର୍ତ୍ତା

 ରାଜା ସେ ରାଜାଧିଶ୍ୱର 

 ରାଧା ଜନ୍ମ ହେଲେ ମହି ଚହଟିଲା

 ଶୁକ୍ଳ ପକ୍ଷ ମଧ୍ୟାନ୍ତର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jay prakas

Similar oriya poem from Comedy