ମୋ ବାପା
ମୋ ବାପା
ମୋ ବାପା ପରି କିଏ ସେ ହେବ
ଦୁଃଖ ପଡିଲେ ଯିଏ ସାହା ହୋଇବ
ମୋ ବାପା ପରି କିଏ ସେ ହେବ
ମୁଣ୍ଡ ଝାଳ ତୁଣ୍ଡେ ମାରି ଯିଏ ମଣିଷ କରିବ
ମୋ ବାପା ପରି କିଏ ସେ ହେବ
ଅଭାବରେ ରହି ଆମକୁ ସବୁ ଆଣି ଦେଉଥିବ
ମୋ ବାପା ପରି କିଏ ସେ ହେବ
ଦାଣ୍ଡରେ ଆମ ପାଖେ ପାଖେ ରହିଥିବ
ମୋ ବାପା ପରି କିଏ ସେ ହେବ
ଆମ ଖୁସି ଦେଖି ଖୁସି ହେଉ ଥିବ
ମୋ ବାପା ପରି କିଏ ସେ ହେବ
ଆମକୁ ଶାସନ କରି ଭଲ ବାଟ ଦେଖାଉଥିବ
ମୋ ବାପା ପରି କିଏ ସେ ହେବ
ଅସମୟରେ ଯିଏ ଆମ ପାଇଁ ପାଖକୁ ଆସିବ
ମୋ ବାପା ପରି କିଏ ସେ ହେବ
ଘର କଥା ସବୁ ବୁଝି ଆମକୁ ସୁଖ ଦେଉଥିବ
ମୋ ବାପା ପରି କିଏ ସେ ହେବ
ଆମ ପାଇଁ ଶାନ୍ତି ଦେଇ ନିଜେ କଷ୍ଟ ସହୁଥିବ