STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

କାଳିଆର ସ୍ନାନ

କାଳିଆର ସ୍ନାନ

1 min
11



ସୁନା କୂଅ ଜଳେ ସ୍ନାନ କରିବ

        ହେ କଳା ଠାକୁର

ଶ୍ରୀଅଙ୍ଗରେ ମହାସ୍ନାନ ଦେଖିବ

          ଏଇ ସଂସାର


ରତ୍ନ ସିଂହାସନ ଛାଡି ତୁମେ 

       ଆସିବ ସ୍ନାନ ବେଦୀକୁ

ତମେ ତ ଆସିବ ଆଣିବ ସାଥେ

         ଭାଇ ଭଉଣୀକୁ


ଶହେ ଆଠ ଜଳ ସ୍ନାନ କରି 

          ହୋଇବ ତୁମକୁ ଜ୍ୱର


ଜନ୍ମ ଦିନ ଏଇ ପୂର୍ଣ୍ଣିମା ତୁମର

       ସ୍ନାନ ଯାତ୍ରା ହୋଇଲା

 ଗଜାନନ ବେଶ ଆହା କି ସୁନ୍ଦର

        ଭକ୍ତ ପାଇଁ ସେ ତ ହେଲା


ପନ୍ଦର ଦିନ ବିଶ୍ରାମ ନେବ ହେବ 

            ତୁମ ଅଣସର ।।


Rate this content
Log in

Similar oriya poem from Classics