କିଛି ମନର କଥା କିଛି ଅକୁହା ଆବେଗର ଭାଷାରେ ମୋ ଜୀବନର ଚିତ୍ରଣ।
ସେ ହୃଦେ ଆଘାତ ଦେଇଗଲ ଏତେ ସବୁ ହୋଇଲା ନିଃଶେଷ ସେ ହୃଦେ ଆଘାତ ଦେଇଗଲ ଏତେ ସବୁ ହୋଇଲା ନିଃଶେଷ
ଛାଇ ଭଳି ସଦା ଅଛ ତୁମେ ପାଶେ ବଞ୍ଚିଛି ତୁମରି ପାଇଁ କେବେ ନିରୋଳାରେ କେବେ ସପନରେ ତୁମ ମ ଛାଇ ଭଳି ସଦା ଅଛ ତୁମେ ପାଶେ ବଞ୍ଚିଛି ତୁମରି ପାଇଁ କେବେ ନିରୋଳାରେ କେବେ ସପନରେ...
ଲକ୍ଷାଧିକ ଭିଡ ନିତି ନୂଆ ମୋଡ ଅଚିହ୍ନା ଅଚିହ୍ନା ଆଖି ଏହା ଧ୍ରୁବ ସତ୍ୟ ତୁମେମୋ' ପ୍ରକାଶ ଅକୁଣ୍ଠ... ଲକ୍ଷାଧିକ ଭିଡ ନିତି ନୂଆ ମୋଡ ଅଚିହ୍ନା ଅଚିହ୍ନା ଆଖି ଏହା ଧ୍ରୁବ ସତ୍ୟ ତୁମେମୋ'...
ଅଲୋଡା ଲାଗୁଛି ଏ ସାଜ ଶୃଙ୍ଗାର ଆତୁରେ ଝୁରେ ନୟନ ଅଲୋଡା ଲାଗୁଛି ଏ ସାଜ ଶୃଙ୍ଗାର ଆତୁରେ ଝୁରେ ନୟନ
ମଧୁ ଯାମିନୀର ବେଦସ୍ତୋତ୍ର ସମ ପବିତ୍ରତା ମନେ ଭରି ମଧୁ ଯାମିନୀର ବେଦସ୍ତୋତ୍ର ସମ ପବିତ୍ରତା ମନେ ଭରି
କୃଷ୍ଣ କବରୀରେ ମଲ୍ଲୀର ଗଜରା ନବ ପଲ୍ଲବରେ ଭରା।। କୃଷ୍ଣ କବରୀରେ ମଲ୍ଲୀର ଗଜରା ନବ ପଲ୍ଲବରେ ଭରା।।
ତୋ ନୀରିହ ହସ ଭାଙ୍ଗିଲା ବିଶ୍ୱାସ ଲୁହ ସାଗରରେ ବୁଡାଇ ମୋତେ ସୁଖରେ ଜୁଆରେ ଭାଙ୍ଗୁ ତୁ ଲହଡ଼ି କଲା କର୍ମ ଶ... ତୋ ନୀରିହ ହସ ଭାଙ୍ଗିଲା ବିଶ୍ୱାସ ଲୁହ ସାଗରରେ ବୁଡାଇ ମୋତେ ସୁଖରେ ଜୁଆରେ ଭାଙ୍ଗୁ ତୁ ...
ଯନ୍ତ୍ରଣାସିକ୍ତ ରେଖାଟିଏ ମୁହିଁ ସାଇତିଛି ଖାଲି ବିଶ୍ୱାସ ମୋର ଯନ୍ତ୍ରଣାସିକ୍ତ ରେଖାଟିଏ ମୁହିଁ ସାଇତିଛି ଖାଲି ବିଶ୍ୱାସ ମୋର
ପ୍ରୀତିରେ ବିଭୋର ଶବ୍ଦ ଗୁଚ୍ଛ ମୋର ଅଳଙ୍କୃତ ତୁମ ନାମେ ପ୍ରୀତିରେ ବିଭୋର ଶବ୍ଦ ଗୁଚ୍ଛ ମୋର ଅଳଙ୍କୃତ ତୁମ ନାମେ
ଭରୁ ଏ ବିଶ୍ୱାସ ମରୁ ମନ ଶୋଷ ତୁମ ସ୍ନିଗ୍ଧ ସ୍ପର୍ଶେ ଦିଅ ଭିଜେଇ ନିଶବ୍ଦ ସ୍ପନ୍ଦନ ମାନ ଅଭିମା ଭରୁ ଏ ବିଶ୍ୱାସ ମରୁ ମନ ଶୋଷ ତୁମ ସ୍ନିଗ୍ଧ ସ୍ପର୍ଶେ ଦିଅ ଭିଜେଇ ନିଶବ୍ଦ ସ୍ପନ୍ଦନ ...