writing is the best way to keep yourself free from negative thoughts
ଖଣ୍ଡେ କାଗଜ ... ସାରା ଜୀବନ ମୋତେ କେବଳ କନ୍ଦେଇ ଚାଲିଛି ! କେବେ ପରୀକ୍ଷାର ଫଳାଫଳ ହେଇ ତ କେବେ ଯୋଗ୍ୟତାର ପ୍ରମାଣପତ... ଖଣ୍ଡେ କାଗଜ ... ସାରା ଜୀବନ ମୋତେ କେବଳ କନ୍ଦେଇ ଚାଲିଛି ! କେବେ ପରୀକ୍ଷାର ଫଳାଫଳ ହେଇ ତ କେ...
ଏକାଏକା ଆଜି ନିଜକୁ ଖୋଜୁଛି ଦୁନିଆର ବଜାରରେ, କେବେ ନିରୋଳାରେ କବିତା ଗଳ୍ପରେ ପୁଣି କେବେ ପ୍ରତୀକ୍ଷାରେ l ଏକାଏକା ଆଜି ନିଜକୁ ଖୋଜୁଛି ଦୁନିଆର ବଜାରରେ, କେବେ ନିରୋଳାରେ କବିତା ଗଳ୍ପରେ ପୁଣି କେବେ...
ବଣ ତଳେ ବସି ଦେଖୁଛି ରଘୁଆ ତାର ସେଇ ପ୍ରିୟ ଝରକୁ ଆଜିବି ଶୁଖିନି ତାର ଧାର ଖାଲି ଯାହା ଟିକେ ଥକି ଯାଇଛି ବଣ ତଳେ ବସି ଦେଖୁଛି ରଘୁଆ ତାର ସେଇ ପ୍ରିୟ ଝରକୁ ଆଜିବି ଶୁଖିନି ତାର ଧାର ଖାଲି ଯାହା ଟିକେ ...
ତୁମେ ଥରେ ଆସନ୍ତ କି ?
ମୋ ଆକୁଳ ପ୍ରତୀକ୍ଷାର ଅନ୍ତ ପୂର୍ବରୁ
ଅନୁରାଗର ଦୀପଟି ଲିଭିବା ଆଗରୁ
ଉଦ୍ଭା... ତୁମେ ଥରେ ଆସନ୍ତ କି ?
ମୋ ଆକୁଳ ପ୍ରତୀକ୍ଷାର ଅନ୍ତ ପୂର୍ବରୁ
ଅନୁରାଗର ଦୀପଟି ଲିଭିବା...

ତୁମେ ଥିଲ ,ଅଛ ,ରହିବ
କେବେବସନ୍ତର ମୃଦୁ ମଳୟରେ
କେବେ ଆଷାଢର ପହିଲି ବର୍ଷାରେ
ବୈଶାଖର ତତଲା ଝାଞ୍ଜି...
ତୁମେ ଥିଲ ,ଅଛ ,ରହିବ
କେବେବସନ୍ତର ମୃଦୁ ମଳୟରେ
କେବେ ଆଷାଢର ପହିଲି ବର୍ଷାରେ <b...
ଭଲ ପିଲାଟିଏ ହୋଇ ପାରିଲିନି କଳି କଜିଆର ଦିନ ମୋ ଗଲା ଭଲ କରି ଟିକେ ପଢି ପାରିଲିନି ଯେବେ ମୋ ପାଖରେ ସମୟ ଥିଲା l ଭଲ ପିଲାଟିଏ ହୋଇ ପାରିଲିନି କଳି କଜିଆର ଦିନ ମୋ ଗଲା ଭଲ କରି ଟିକେ ପଢି ପାରିଲିନି ଯେବେ ମୋ ପା...
ଦେଖା ହେଇଥିଲା ଗଲା ଶ୍ରIବଣରେ
ଏ ଶ୍ରIବଣକୁ ହବ ବର୍ଷେ
ମନେ ପଡିଗଲେ ସେ ଦିନର କଥା
ମେଘ ପରି ମୁଁ ଭାସେ ଦେଖା ହେଇଥିଲା ଗଲା ଶ୍ରIବଣରେ
ଏ ଶ୍ରIବଣକୁ ହବ ବର୍ଷେ
ମନେ ପଡିଗଲେ ସେ ଦିନର କଥା

ଚେହେରା ତୁମର ସଜ ପଦୁଅଁଟେ ନଜର ହଟୁନି କ୍ଷଣ ନିମିଷେ , ଅଙ୍ଗରୁ ଝରଇ ସତେ ଚମ୍ପାବାସ କାମନା ଜଗାଏ ଯୁବ ମାନସେ । ଚେହେରା ତୁମର ସଜ ପଦୁଅଁଟେ ନଜର ହଟୁନି କ୍ଷଣ ନିମିଷେ , ଅଙ୍ଗରୁ ଝରଇ ସତେ ଚମ୍ପାବାସ କାମ...
କିଏ ତୁମେ ଗୋପନ ନାୟିକା ,
କଣ ତୁମ ପରିଚୟ ?
ନିସ୍ତେଜ ଶରୀର, ମୂର୍ଛିତ ଆତ୍ମାକୁ ମଧ୍ୟ
ଦେଲ ଦୋହଲାଇ କିଏ ତୁମେ ଗୋପନ ନାୟିକା ,
କଣ ତୁମ ପରିଚୟ ?
ନିସ୍ତେଜ ଶରୀର, ମୂର୍ଛିତ ଆତ୍ମାକୁ ମଧ୍...
ଅମବାସ୍ୟା ରାତିର ଘନ ଅନ୍ଧାର ଅକସ୍ମାତ ବର୍ଷା ସହ ଶୀତର ମିଳନ... ଏଇ ଦେଖନା..ଥରି ଉଠୁଥିବା ଓଠରେ ଉଷ୍ମତା... ଅମବାସ୍ୟା ରାତିର ଘନ ଅନ୍ଧାର ଅକସ୍ମାତ ବର୍ଷା ସହ ଶୀତର ମିଳନ... ଏଇ ଦେଖନା..ଥରି ଉଠୁଥି...