Sisir Panda
Literary Captain
15
Posts
50
Followers
2
Following
ମୋ ସମ୍ପର୍କରେ ଅଳ୍ପ କିଛି ,
ଶିଶିର କୁମାର ପଣ୍ଡା ,
ମୋ ଜୀବନର ପ୍ରଥମ କବିତା (ଆସିଲି ମୁଁ ଶୀତ) ୨୦,୧୧,୧୯୮୮ ରେ
"ସମାଜ" ରେ ପ୍ରକାଶିତ । ତା' ପରଠୁ ପ୍ରାୟ ସବୁ ସମ୍ବାଦପତ୍ର ଓ ଶିଶୁ ପତ୍ରିକାରେ ମୋର ଲେଖା ପ୍ରକାଶ ହୋଇ ଆସୁଛି । ଅଦ୍ୟାବଧି ଏକ ହଜାରରୁ ଅଧିକ ଲେଖା ପ୍ରକାଶିତ ।
"ଭଲଲାଗେ ମୋତେ" ନାମରେ ଗୋଟିଏ ଶିଶୁ ସଂକଳନ
ମୋର ପ୍ରକାଶିତ ।... Read more
ମୋ ସମ୍ପର୍କରେ ଅଳ୍ପ କିଛି ,
ଶିଶିର କୁମାର ପଣ୍ଡା ,
ମୋ ଜୀବନର ପ୍ରଥମ କବିତା (ଆସିଲି ମୁଁ ଶୀତ) ୨୦,୧୧,୧୯୮୮ ରେ
"ସମାଜ" ରେ ପ୍ରକାଶିତ । ତା' ପରଠୁ ପ୍ରାୟ ସବୁ ସମ୍ବାଦପତ୍ର ଓ ଶିଶୁ ପତ୍ରିକାରେ ମୋର ଲେଖା ପ୍ରକାଶ ହୋଇ ଆସୁଛି । ଅଦ୍ୟାବଧି ଏକ ହଜାରରୁ ଅଧିକ ଲେଖା ପ୍ରକାଶିତ ।
"ଭଲଲାଗେ ମୋତେ" ନାମରେ ଗୋଟିଏ ଶିଶୁ ସଂକଳନ
ମୋର ପ୍ରକାଶିତ । ଏହାଛଡ଼ା ଅରବିନ୍ଦ ମୁଦୁଲି ଏବଂ ସୁବାସ ଦାସଙ୍କ କଣ୍ଠରେ ମୋର ଦୁଇଟି ଭଜନ କ୍ୟାସେଟ ପ୍ରକାଶ
ପାଇଛି । ଆକାଶବାଣୀ କଟକ କେନ୍ଦ୍ରର "ଶିଶୁ ସଂସାର "କାର୍ଯ୍ୟକ୍ରମ ରେ ମୋ କବିତା ଏବଂ ଗଳ୍ପ ମଧ୍ୟ ପ୍ରସାରିତ ।ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ମୋତେ ସମ୍ବର୍ଦ୍ଧିତ କରାଯାଇଛି ।
ପିତା-ଚୈତନ୍ୟ ଚରଣ ପଣ୍ଡା
ମାତା-ଅନ୍ନପୂର୍ଣ୍ଣା ପଣ୍ଡା
ଜନ୍ମ-୧୦/୦୫/୧୯୬୭
ସ୍ଥାୟୀ ଠିକଣା- କୁଆଁସ , ମେରଦା କାଟିଆ , ଯାଜପୁର Read less
Share with friends