ବିଭୂତି ଭୂଷଣ ମହାନ୍ତି, ରେମୁଣା ବାଲେଶ୍ୱର ପେଶା ରେ ଚାକିରୀ,ନିଶା ରେ କବିତା
କୁଆଡେ ଗଲା ସେ ପୁରୁଣା ଦିନଟା ମୋତେ ଦିଅ ହେ କେହି ଫେରେଇ କୁଆଡେ ଗଲା ସେ ପୁରୁଣା ଦିନଟା ମୋତେ ଦିଅ ହେ କେହି ଫେରେଇ
ଦଶହରାରେ ରାବଣପୋଡି ଦଶହରାରେ ରାବଣପୋଡି
ସେ ସମୟ ଆଉ ଏବେ ସେ ସମୟ ଆଉ ଏବେ
ଏକଲାପଣ ଏତେ ବି ଖରାପ ନୁହେଁ ଏକଲାପଣ ଏତେ ବି ଖରାପ ନୁହେଁ
ଏଇ ପ୍ଲିଜ ଚାଲନା ଏଇ ପ୍ଲିଜ ଚାଲନା
ବ୍ୟସ୍ତତାର ନିକିତିରେ ଉପର ତଳ ନୁହଁ ସମାନ୍ତରାଳ ଭାବେ ସମୟକୁ ମାପିବା ଚାଲ ଆଉଥରେ ମୂଳରୁ ବଞ୍ଚିବାକୁ ଲାଗିବା ... ବ୍ୟସ୍ତତାର ନିକିତିରେ ଉପର ତଳ ନୁହଁ ସମାନ୍ତରାଳ ଭାବେ ସମୟକୁ ମାପିବା ଚାଲ ଆଉଥରେ ମୂଳ...
ତୁମେ ତ ଗୋଟେ ଝଲକ ହସିଦେଇ ଚାଲିଯାଅ ମୋ ହୃଦୟରୁ ଦୂରକୁ... ପରେ ବହୁତ ସମୟ ହୃଦୟ ମୋର ଚାରିଆଡେ ଖୋଜିବୁଲେ ... ତୁମେ ତ ଗୋଟେ ଝଲକ ହସିଦେଇ ଚାଲିଯାଅ ମୋ ହୃଦୟରୁ ଦୂରକୁ... ପରେ ବହୁତ ସମୟ ହୃଦୟ ମୋର ...
ଦେଲାନି ସେ ମୋ ମନର ପାଉଣା ବେପାରରେ ଠକିଗଲି ଭଲ ଗରାଖଟେ ନଥିଲା ତ ସିଏ ମନ ବିକିଦେଇ ଦୁଃଖୀ ହେଲି । ଦେଲାନି ସେ ମୋ ମନର ପାଉଣା ବେପାରରେ ଠକିଗଲି ଭଲ ଗରାଖଟେ ନଥିଲା ତ ସିଏ ମନ ବିକିଦେଇ ଦୁଃଖୀ...
ନେଇଗଲ ତୁମେ ବାପା,ମାଆଙ୍କୁ କୋଳର ଛୁଆଟି ଅନାଥ ଆଜି, ନେଇଗଲ ତୁମେ ବାପା,ମାଆଙ୍କୁ କୋଳର ଛୁଆଟି ଅନାଥ ଆଜି,
ମୃତ ମଣିଷ ପ୍ରାୟ ନିରବ ନିସ୍ତବ୍ଧ ଶରୀର ହଠାତ ଜୀବନର ଉପସ୍ଥିତି ଜଣାପଡେ ତୁମେ ତୁମ ହାତରେ ହତ୍ୟାକଲା ମୃତ ମଣିଷ ପ୍ରାୟ ନିରବ ନିସ୍ତବ୍ଧ ଶରୀର ହଠାତ ଜୀବନର ଉପସ୍ଥିତି ଜଣାପଡେ ତୁମେ ତୁମ ହାତର...