Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Prasanta Bhunya

Prsanta Kumr Bhunya is a teacher and facilitator of learning across the globe. He is a director of Prabhu Consultancy (IT) in Toronto, Canada. He also serving seniors with Dementia, Alzheimer's, Parkinson's, etc, at UHN, Toronto and an active volunteer for international Hospital Elder Life Program (HELP) program. Mr. Bhunya is a very talented and versatile writer and poet who has contributed articles, fables, stories, poems, doggerel to the creative world. He writes mostly in his mother tongue Odia, however he writes in Hindi and English too. Two of his English poems on fall season selected for international anthology of poetry and placed in top 20. His poem finds place among 55 english poets of Odisha in the anthology “And the rhythm endures”; edited by Dr. Ramakanta Das and published by Authors Press. He currently editing UTKARSA; an international quarterly of OSA (Odisha Society of Americas). He is a recipient of by Odisha Living Legend Youth Inspiration award for Art, Culture and Lliterature 2014, and the Best Teacher Award in 2008. (His pen name is PRABHU; as he known by his reader across the globe) read more

  Literary Colonel

ପ୍ରଭୁ

Inspirational

ଚାରିଦିନ ମୋର ନଦିନ ତୋର ଫେରିଲି ନକରି ପତ୍ନୀରେ ଛଳ....

1    6.6K 6

ଅଢ଼େଇ ଅକ୍ଷର 1

Fantasy

ତୋ ନୂପୁର ଛିଡ଼ିବାଟା ବଡ଼ କଥା ନୁହେଁ ଲୋ; ତୋ ରାଗି ପାଚି ପଞ୍ଚମରେ

1    6.7K 6

ଅଢ଼େଇ ଅକ୍ଷର

Romance

ଈଷଦ୍ଧାସ୍ୟେ କହିଲି ଚାନ୍ଦରେ; ତୁନିତୁନି ଅନ୍ତରେଣ ବାରତା ପ୍ରିୟାରେ....

1    6.8K 5

କଙ୍କଡ଼ା ଝୋଳ

Others

ଖାଇଥିଲି ଚିଲିକା ଢାବାରେ କର୍କଟଶୃଙ୍ଗଙ୍କୁ ଚୋବେଇ ସୁସୁଡ଼ି ଭୁଞ୍ଜି କର୍କଟକାସ୍ଥି ସାଙ୍ଗରେ।୧।

1    6.7K 4

ଛିଣ୍ଡାଗଣ୍ଡ

Inspirational

ଈଶ୍ୱର ଚକିତ ବ୍ରହ୍ମ ଅପହୃତ ଶୂନ୍ୟ ଏଠି ଅକଳଣା....

1    7.0K 5

ଅବ୍ୟାପ୍ୟବୃତ୍ତି

Abstract

ବଥା ଓ ବେଦନା କାହାକୁ କହିବ ସଭିଏଁ ବାଟୋଇ ସେଇ ଦୁଃଖର, ସଭିଏଁ ଝୁରନ୍ତି, ଖୋଜନ୍ତି, ସୁଖକୁ

1    6.8K 3

ଅନ୍ତଃକରଣ

Inspirational

ମଣିଷ ବୁଝିଲେ ଯୁଗ ବଦଳିବ ବଦଳିବ ଜୀବନ ଧାରା...

1    6.8K 3

॥ ମୁଁ ପ୍ରଜାପତି ॥

Inspirational

କର୍କଶରୁ ହେବି ମନୋହର ଦେଖିଛ’ତ ମୋ ରୂପ, ମୁଁ ସମ୍ବାଳୁଆ

1    7.0K 5

ବସନ୍ତ ରାସ

Inspirational

ଭ୍ରମେ ଚୁମେ ଫୁଲ ଭୃଙ୍ଗୀଧର ଭ୍ରମେ ଭ୍ରମେ ଲମ୍ପଟ ଭ୍ରମର...

1    6.7K 5

ନ୍ୟୁୟର୍କ : ଦି ସିଟି

Others

ପହଞ୍ଚିଲି ଯେବେ ଲିବର୍ଟି ପାର୍କରେ ବରଷା ପାଛୋଟି ନେଲା। ସରସର କରି ତନୁମନ ମୋର ସହର ଦେଖାଇ ଦେଲା॥

1    6.7K 8

ଦିନ ଦିନ ପ୍ରତିଦିନ…!!!

Inspirational

ଛବିଟିଏ ଆଙ୍କ ହସ ଧରି ଓଠେ ଗାଅ ପଦେ ଦୁଇପଦ....

1    6.7K 4

॥ ଶରତ ଭ୍ରମଣ॥

Others

ଅନନ୍ୟ ସୌନ୍ଦର୍ଯ୍ୟ ସୁଖୋପଭୋଗିବି ବୋଲି॥ ସହରର ମଧ୍ୟଭାଗେ ଅପୂର୍ବ ଏ ବନାନୀ। ଭାବି ନଥିଲି ଦେଖିବି ପ୍ରକୃତିର ଏ ବିପଣ...

1    6.9K 6

ଅଦୃଷ୍ଟାର୍ଥ

Inspirational

ଏକ ସୁନ୍ଦର ଗାଁ ଚାଳ ଘରସବୁ ଧାଡ଼ି ସନ୍ଧ୍ୟାର ଦୀପ ଆଉ ସବୁ ପଦ...

1    6.7K 5

॥ ତୋ ॥

Others

ତୋ ଆଖି ପାଟି ଓଠ ତନୁ ମନ ସବୁ ନାଚି ଯା’ନ୍ତି; ନଉଲି ଅପ୍ସରା ହରିଣୀ ପ୍ରାୟେ ଝୁମିଝୁମି;

1    6.9K 2

ରଚୟିତା

Inspirational

ମନ ଥିର କରି ଲେଖିବୁ ଦି’ପଦ ପାଠକ ଜଗିଛି ଭାବେ....

1    7.1K 7

॥ ମୁଖବନ୍ଧ ॥

Inspirational

ଚାଟଶାଳୀ ପାଠ ପୋଥିକୁ ନବୁଝି ଲେଖା ଚାଲିଛି ଅନେକ ॥ କା’ର ଫଳା ସବୁ ଚୁଲୀକୁ ଗଲେଣି ସ ଶ ଷ ଳ ଣ’ର ନାହିଁ ଭେକ॥

1    6.5K 3

ବୋଉ

Inspirational

ଶୂନ୍ୟ ହୁଏ ମନ ପ୍ରାଣ ଆତ୍ମା ଆଉ ଆକାଶ ପୃଥିବୀ...

1    13.1K 9

॥ ଅବଜ୍ଞୋପହତ ॥

Classics

ପିଠି ମୋର ବିଣ୍ଡି ଆଦିମ କାଳରୁ ବାହା ପ୍ରସାରୀ ମୁଁ ଠିଆ । ଖରାରେ ତାତେନା ମୋ ଆଣ୍ଟ ଚମଡ଼ା ଶୀତରେ ଥରେନା ହିଆ॥

1    6.9K 1

ଅକିଞ୍ଚନ

Inspirational

ବହି ଯାଉଅଛି ରକତର ଧାର ସମୟର ସୁଅ ତଳେ....

1    6.4K 5

॥ ଅଢ଼େଇ ଅକ୍ଷର॥

Fantasy

ରଙ୍ଗ ସ୍ୟାହି ଲେଖା ଲମ୍ବା ପ୍ରେମ ପତ୍ର ପଢ଼ିବା ପୂର୍ବରୁ ତମ ରଫ୍‌ଖାତାର ଚଉଠ କାଗଜରେ ତମେ ମୋତେ ‘ଭଲ ପାଅ’ ବୋଲି ଦେଇ...

1    6.8K 8

ଅଧିସ୍ତ୍ରୀ...!!!

Inspirational

ତୁ ନାରୀ ତୁ ଶକ୍ତି ତୁ ସ୍ରଷ୍ଟା ତୁ....

1    6.5K 5

ପ୍ରଚ୍ଛନ୍ନବେଶୀ

Abstract

ଆପଣା ଗୁଣ ଜାଣି ନର ॥ ହେବାକୁ ସମ୍ପନ୍ନ ସୁନ୍ଦର ଲୁଚାଏ ଆପଣାର ଗୋତ୍ର ॥ ରଙ୍ଗାଏ ହୀନ ଯେ ଚରିତ୍ର

1    6.6K 4

ଉପନିଷତ୍‌

Abstract

ଅତି ଯତନର ସୁନାଡୋର ଗଣ୍ଠିରେ ଏବେବି ବନ୍ଧା ହୋଇ ଥୁଆ ତା’ ଉପରେ ଧୂଳି ପରସ୍ତ ପରସ୍ତ

1    6.8K 3

ଚୁପ୍‌

Inspirational

ଅଣ୍ଡାଳି ଚିପୁଡ଼ି ନିଗାଡ଼ି ଫୋପାଡ଼ୁଛି ଶବ୍ଦକୋଷର ନିବୁଜ ପୃଷ୍ଠାକୁ ତା’ପାଇଁ ବାସି ଅଦରକାରୀ ଶବ୍ଦ ସବୁ...

1    6.6K 1

॥ ଖେଳ ॥

Others

ଖେଳରେ ଖେଳରେ ଖେଳ ଖେଳିଗଲେ ଖେଳାଳି ଲୋଡ଼ୁଛି ବେଳ॥ ଖେଳାଳି ଖେଳିଲେ ଖେଳକୁ ଖେଳରେ ଖେଳିବାର ମଜ୍ଜା ଜାଣ।

1    6.6K 3

ଆହୋପୁରୁଷିକା

Inspirational

ଶାସକଦଳରେ ରହିବା ପାଇଁ ତୁମେ ହିଁ ବିରୁଦ୍ଧ କର, ବିରୋଧି ହୁଅ...

1    6.6K 7

॥ ଜୀବନ ଦୀପ ॥

Inspirational

ଜୀବନ ଦୀପରେ ଜ୍ଞାନର ତଇଳ ସମୟ ସଳିତା ସହ, କରମ ଅଗ୍ନିକୁ ସଂଯୋଗ ତହିଁରେ ସୁଖର କିରଣ ପାଅ ।

1    6.3K 5

ଶୈଶିର

Inspirational

ରୂପାଫୁଲ ସତେ ଅବା ଆକାଶୁ ଝରେ କେବେ ନୀହାର କାକର...

1    7.1K 7

॥ ବିନୟାକାଙ୍କ୍ଷିଣୀ ॥

Others

ପତ୍ରଝଡ଼ା ଋତୁ ମେଲାଣି ମାଗୁଛି ଶୀତ ଠିଆ ଏବେ ଦ୍ୱାରେ

1    6.8K 2

ଅହଂ...!!!

Inspirational

ନିର୍ବାଣ ପାଇବା ପୂର୍ବ ମୂହୁର୍ତ୍ତରେ....

1    6.6K 7

॥ ଶିଶୁ ଆସନ୍ତା କାଲିର॥

Abstract

ଅନ୍ଧକାର ଗର୍ଭୂ, ଝଙ୍କୃତ ହେଉ ତୋର ସିଂହନାଦ , କାଠଘୋଡ଼ା, ଝୁମୁକା ଆଉ ଘଣ୍ଟିଖେଳର ବିରାମ ।

1    6.7K 7

ପୁଣିଥରେ

Inspirational

ଆ; ତୋ ଲେଉଟାଣି ପାଦକୁ ଆଣି ଚଲେଇବି ମୋ ପ୍ରେରଣାର ସମୃଦ୍ଧ ରାସ୍ତାରେ,

1    6.8K 3

॥ ପ୍ରତୀକ୍ଷା॥

Abstract

ପ୍ରତୀକ୍ଷା ଜାଣେନା ଜାତି-ଧର୍ମ-ବର୍ଣ୍ଣ; ପ୍ରତୀକ୍ଷା ବୁଝେନା ଜୀବ - ଦେବ; ପ୍ରତୀକ୍ଷାର ପରିଭାଷା ଅତୀବ ଗହନ ।

1    6.6K 4

ଅନାଲମ୍ବନ

Abstract

ଅଠର ଖଣ୍ଡରେ ନସରୁ ଲୋ ଏ ପର୍ବର ମହାଭାରତ

1    6.9K 11

ଆର୍ଷପ୍ରୟୋଗ

Inspirational

ଶୀତଳରୁ ଉଷୁମ ଏବେ କୋଳ ହେଲେ ନାହିଁ ସେଇ ମୁହୂର୍ତ୍ତ ଅମୂଲ....

1    6.5K 3

ଆର୍ଷପ୍ରୟୋଗ

Inspirational

ମନରୁ ହେଜି ତୁ ହୃଦରୁ ଅରଜି ଲେଖୁଅଛୁ ଦୁଇପଦ ହେଲେ ଆଗଧାଡ଼ି ପଣ୍ଡିତ ମାନଙ୍କ ମୁହଁରୁ ନୋହିବ ଶବ୍ଦ

2    6.9K 4

ଐ ହି କ

Inspirational

ତୃଷାର୍ତ୍ତ ହେଲି କି ନହେଲି ସେଇ ମୁନ୍ଦାକ ପିଇବାରେ ହିଁ ତୃପ୍ତ ମୁଁ...

1    13.1K 7

ଅତ୍ୟନ୍ତ ସଂଯୋଗ

Others

ତୁ ମୋ ଆଖିରେ ଲଦି ହୋଇଯାଉ ତୋତେ ସ୍ୱରରେ ଉଠାଇ ନିଏ ମୁଁ

1    6.8K 3

ପ୍ରତ୍ୟଭିଜ୍ଞା

Inspirational

ସ୍ମୃତି କେବେ କଥା ହୁଏ, କବିତା ଆଉ କେବେ ମୋତେ ବାଲୁରା କରେ ଆଉ ବାତୁଳ କେବେ;

1    6.6K 6

ଅହଂ ବ୍ରହ୍ମାସ୍ମି

Inspirational

ବରଷା ଧାରରେ ନବରସର ସ୍ୱାଦ ମନୁଷ୍ୟରେ ଥାପେ ଶିଶୁର ହୁରୁଦ....

1    13.6K 5

ସ୍ୱର୍ଗଦ୍ୱାର

Inspirational

ପୁଳାପୁଳା ସ୍ମୃତିକୁ ସମାଧିସ୍ଥ କରିଥିଲି ଅନ୍ୟ ସବୁ ଉଦାସୀପଣ ସହ କେବେ ନିଶୀଥରେ....

1    13.7K 7

ସବୁ ପାଇଁ ଥାଏ ଶବ୍ଦଟିଏ

Inspirational

ସଙ୍ଖୋଳି ନେବାକୁ ସାରା ସଂସାର ପରକୁ କରିବାକୁ ଆପଣାର....

1    6.8K 5

ଅନୁୟାନ

Inspirational

ଋତୁରଙ୍ଗ ସଙ୍ଗ ସଜନୀ ଏବେ ଲୋ ଜୀବନ ଅମୂଲ ମୂଲ....

1    13.3K 3