Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Shibanand Banchhor  

"Literary Colonel"


ଅଧର୍ମର ଖେଳ

Others

ବୋଧେ ତୁମେ ଶୁଣିନ କି ଜାଣିନ ଯେ ଅଧର୍ମର ଖେଳରେ ଜୟ ଦୁର୍ଯ୍ୟୋଧନର ହୁଏ କି ଯୁଧିଷ୍ଠିରଙ୍କ ରାମଙ୍କ ନା ରାବଣର ସତ୍ୟର ନା ଅସତ୍ୟର ।।



1    3 0

ନିସ୍ତବ୍ଧ ରାତି

Others

ନିସ୍ତବ୍ଧ ରାତିର ଏ ଶାନ୍ତ ପ୍ରହରରେ ନିଛାଟିଆ ଅଙ୍କା ବଙ୍କା ସାହିତ୍ୟର ରାସ୍ତାରେ ଶବ୍ଦମାନଙ୍କ କୋଳାହଳ ମୋ ଶାନ୍ତ ଭିତରଟାକୁ ଅଶାନ୍ତ କରିପକାଉଛି ସତେ କି ନୀରବ ସମୁଦ୍ରରେ



1    8 1

ଅନ୍ଧକାର

Others

ମୁଁ ତ ଡରେ.. ମଣିଷରୂପୀ ରାକ୍ଷସକୁ ବିଶ୍ୱାସଘାତୀ ସର୍ପକୁ ଆଉ ତା ପ୍ରାଣନାଶିନୀ ବିଷକୁ



1    142 21

ମୋ ପ୍ରିୟା ବର୍ଷା

Others

ତୁମେ ବୋଧେ ଜାଣିନ ଯେ ମୁଁ ତୁମକୁ ଭଲପାଏ ବୋଲି କେମିତି ବା ଜାଣିବ ଯେ ମୁଁ ବି ତ କହିନି ମୋ ହୃଦୟର ଅକୁହା କଥା ଗୁଡିକ ।



1    132 4

ମୋ ପ୍ରିୟା ବର୍ଷା

Others

ବର୍ଷା, ଦଗାଦିଆ ବର୍ଷା, ପ୍ରଥମ ବର୍ଷା ,ମୋ ପ୍ରିୟା ବର୍ଷା ସବୁଥିରେ ଖାଲି ବର୍ଷା ,ମୋ ହୃଦୟର ବର୍ଷା



1    438 6

କାହାର୍ ଲାଗି ଲିଖମି୍

Others

ତୁମେ ବନିଥିଲ ମୋର୍ ଶବଦ୍ ର ଭଣ୍ଡାର୍ ସେଥିରୁ ଚୁରାଇ ଆନିଥିବାର୍ କିଛି ଶବଦ୍ ରେ ଗଥି ଚାଲିଥିଲି ମୋର୍ ରଂଗୀନ ସପନ୍ କେ



1    3.0K 7

କାହା ପାଇଁ ଲେଖିବି ??

Others

ଯେଉଁଠି ପ୍ରେମର ମାର୍ବଳରେ ସଜାଇ ଥିଲି ପ୍ରତ୍ୟେକ ଅଂଶକୁ ସେଇଟି ଖାଲି ପ୍ରେମ ହିଁ ପ୍ରେମ ।।



1    6.8K 4

କୁଆଁର ପୁନେଇ

Others

ପ୍ରେମ ଅନଳରେ ଦଗ୍ଧ ସେ ଆଜି ଆକାଶର ଜହ୍ନ ପାଇଁ ହୃଦୟରେ କେତେ ଆଶାର ସମ୍ଭାର ହେବାପାଇଁ ଗୋଟେ କଇଁ ।।



1    6.8K 3

ନିଦ୍ରା

Fantasy

ତୁମ ସହ ଆସିଥାଏ ମୋ ପ୍ରିୟା ମୋ ସ୍ବପ୍ନର ରାଣୀ ମୋ ହୃଦୟର ଦେବୀ ସେଥିପାଇଁ ତ ତୁମେ ମୋର କାମ୍ୟ



1    7.1K 10

ଗୁରୁ

Inspirational

ଦେଶ ଗଠନର ଦାୟିତ୍ୱକୁ ବହି ଚାଲେ ଯେ ବନ୍ଦୁର ପଥେ ଶତ ପ୍ରଣୀପାତ ସେଇ ଗୁରୁପାଦେ ଆଶିଷ ଥାଉ ମୋ ସାଥେ ...



1    6.8K 9

ନୂଆଖାଇ

Others

ମାଁ ସମଲେଇ ପାଦ୍ ତଳେ ମୁଇଁ ମାରୁଛେ ଗୁଟେ ମୁଡିଆ ମାଁ କେ ମୁଇ ଜୁହାର୍ କରି ଖାଉଛେ ଆଜି ନୂଆ ।।



1    7.1K 8

ଚନ୍ଦ୍ରମା

Others

ରହିପାର ଗଗନରେ ତଥାପି, ମୁଁ ଭଲପାଏ ଆଉ ପାଉଥିବି ତୁମେ ହିଁ ମୋ ପ୍ରିୟା ମୋ କଳ୍ପନାର ରାଣୀ ମୋ ହୃଦୟର ଚନ୍ଦ୍ରମା ।।



1    7.0K 4

ପ୍ରକୃତିର କୋହ

Inspirational

ମୋହର ବିହୁନେ ସମଗ୍ର ପୃଥିବୀ ମରୁ ପାଲଟିବ ଦିନେ ମୋହର ଧ୍ବଂସରେ ଜୀବେ ନାଶ ଯିବେ ଆଉ ନ ରହିବେ ଜଣେ ।



1    7.2K 6

ଅଭିଳାଷା

Inspirational

ସେ ଆଜି ବି ଜୀବିତ ଆଉ କହୁଛି-ଚାଲ୍ ସେ ହିମାଳୟର ଶୀର୍ଷକୁ ସବୁ ଝଡ ଝଞାକୁ ଅତିକ୍ରମ କରି ଆଉ ତୋ ଅଭିଳାଷର ପିପାସାକୁ ମେଣ୍ଟାଇ ଦେ ।



1    6.9K 6

ପ୍ରେମ କବିତା

Romance

ଜାଣି ମଧ୍ୟ ମୁଁ ଯେ ଅଜଣା ରୁହଇ ଆମାବାସ୍ୟେ ଚନ୍ଦ୍ର କଥା ତଥାପି ମୁହିଁ ଯେ ନିତି ରାତି ଲେଖେ ମୋହର ପ୍ରେମ କବିତା



1    7.1K 4

ମୁକ୍ତି

Others

ଶିକୁଳିକୁ ଭାଙ୍ଗିବାକୁ ନାହିଁ ମୋ ଶକତି ଅଦମ୍ୟ ଉଦ୍ୟମ ସଦା ତଥାପି ଚାଲିଛି କେତେବେଳେ ଏହା ଯେ ଭାଙ୍ଗିବ ଝଟତି ।



1    1.5K 9

ମୋ ଭାବନା

Others

କାହି ଏ ଭାବନା ଆସୁଛି ମୋ ହୃଦେ ଜାଣି ତ ପାରୁନି ମୁହିଁ ନିରୋଳାରେ ବସି କାହି ବା ଲେଖୁଛି ଏହା ଯେ ତୁମରି ପାଇଁ।



1    7.1K 5

ବିନତି

Others

ମନ୍ଦିରରେ ରହି କିଅବା ଜାଣୁଛ କବାଟ ଖୋଲିଣ ଥରେ ଆସି ଦେଖ । ଟିକକ ବିନତୀ ପ୍ରଭୁ ତୁମ୍ଭ ପାଶେ ଅନ୍ୟାୟ ନିପାତ ଧର୍ମର ସକାଶେ ।



1    6.7K 9

ତୁମେ

Others

ହୃଦୟର ବାସ୍ନା ତୁମେ କାମନା ବି ତୁମେ ଶରୀରର କ୍ଷୁଧା ତୁମେ ତୃଷ୍ଣା ମଧ୍ୟ ତୁମେ ।।



1    7.3K 6

ମୋ ପ୍ରିୟା

Romance

କୋଇଲିଠୁ ସୁମଧୁର ବିଜୁଳିର ବେଗ ମୃଦୁ ମଳୟରୁ ଶାନ୍ତ ଅଟେ ତା ସ୍ବଭାବ ।।



1    1.7K 8

ଅଭୁଲା ସ୍ବପ୍ନ

Others

ଆଉ ଧଡକରି ଉଠି ପଡିଲି ବିଛଣାରୁ ହେଲେ ତୁମେ କାହିଁ ନା ସେ ରୋମାଣ୍ଟିକ ପରିବେଶ ଅଛି ନା ତୁମେ ଆଉ ବୁଝି ପାରିଥିଲି ସେଟା ଗୋଟେ ଅଭୁଲା ସ୍ବପ୍ନ ବୋଲି



1    6.8K 10

ଦଗାଦିଆ ବର୍ଷା

Others

ହେଲେ ଆଜି କଣ କହିବି ସେମାନଙ୍କୁ ମୋ ବର୍ଷା ମୋତେ ଠକିଦେଲା ସେ ମୋ ପ୍ରିୟା ବର୍ଷା ନୁହେଁ ସେ ଦଗାଦିଆ ବର୍ଷା ।।



1    7.2K 12

ବର୍ଷା

Others

ତୁମେ ନିଶ୍ଚିତ ଆସିବ ହୁଏତ ବିଳମ୍ବ ହୋଇପାରେ କିନ୍ତୁ ତୁମେ ମୋତେ ଛାଡି ରହିପାରିବ ନାହିଁ ଆସିବ ନା ,କଥା ଦିଅ ମୋତେ ,ତୁମେ ନିଶ୍ଚୟ ଆସିବ ।।



1    7.0K 8

ମହାନଦୀର କୋହ

Others

ଅମୀୟ ସମାନ ଜଳରେ ମୋହର ଭରି ଦେଇଅଛୁ ବିଷ ସେଇ ବିଷ ତୋର କରିବ ଦିନେ ଯେ ତୋ ଜୀବନ କାଳ ଶେଷ ।।



1    6.9K 9

ଗ୍ରୀଷ୍ମ

Inspirational

ପ୍ରଚଣ୍ଡ ଶିବ ମୂର୍ତ୍ତି ଧରି ଗ୍ରୀଷ୍ମ ଯେ କାଳ ରୂପ ଧରି ।। ଖୋଲିଛି ତୃତୀୟ ନୟନ.....



1    6.8K 9

ପ୍ରଥମବର୍ଷା

Others

ଆଜି ସେ ବର୍ଷାର ପ୍ରଥମ ଛିଟା ତାର ସ୍ପର୍ଶରେ ଆନନ୍ଦିତ କରିଦେଲା ସତେ କି ସେ ସ୍ପର୍ଶଟା ତାର ନୁହେଁ ବୋଧେ ତାହା ତୁମର ସ୍ପର୍ଶ ଥିଲା



1    6.8K 10

ବେଶ୍ୟା

Others

ଆଉ ସେ କ୍ଷୁଧାର୍ତମାନେ ପାଲଟି ଯାଉଛନ୍ତି ନରଭୂକ୍ଷୀ ବ୍ୟାଘ୍ର ମାନୁନାହାଁନ୍ତି ଶିଶୁ କି ବୃଦ୍ଧା ଆଉ ଟେକି ନେଉଛନ୍ତି ନିଜ କ୍ଷୁଧା ନିବାରଣ ପାଇଁ ।।



1    6.9K 8