ଅନ୍ତରର ଅପ୍ରକାଶିତ ବାର୍ତ୍ତା,,,,, ଯାହା ମୁଁ ମୋ ଲେଖନୀ ମାଧ୍ୟମ ରେ ନିସୃତ କରିଥାଏ..... । ମୋର ଲେଖା ସମସ୍ତ ଙ୍କ ପାଖରେ ମୁଗ୍ଧକର ହେଉ.....,, ଏହା ମୋ ଇଚ୍ଛା.... ।😊
ଦୀନ ଦୁଃଖି ଲୁହ କ୍ଷୁଧାର୍ଥର କୋହ ବକ୍ଷର ଦରଦ କ୍ଳେଶ ପୁତ୍ର ବିଚ୍ଛେଦରେ ମାତୁଳ ହୃଦୟ ନୟନେ ଦୁଃଖର ବିଷ ଦୀନ ଦୁଃଖି ଲୁହ କ୍ଷୁଧାର୍ଥର କୋହ ବକ୍ଷର ଦରଦ କ୍ଳେଶ ପୁତ୍ର ବିଚ୍ଛେଦରେ ମାତୁଳ ହୃଦୟ...
ଶରଣ ମୁଁ ଚରଣେ ତୁମ ଶରଣ ମୁଁ ଚରଣେ ତୁମ
ରକ୍ତିମ ଅଂଶୁମାଳୀ ରକ୍ତିମ ଅଂଶୁମାଳୀ
**ତାମ୍ରବର୍ଣ୍ଣି ଗୋଲାପ** **ତାମ୍ରବର୍ଣ୍ଣି ଗୋଲାପ**
ଆଦିତେୟ ଆଶୀର୍ବାଦ ବାନ୍ଧବୀ ଆନ କେ ହେବ ଅଶ୍ରୁସିକ୍ତ ନୟନରେ ମୋର ଅଭିପ୍ରାୟ ଦବ ଆଦିତେୟ ଆଶୀର୍ବାଦ ବାନ୍ଧବୀ ଆନ କେ ହେବ ଅଶ୍ରୁସିକ୍ତ ନୟନରେ ମୋର ଅଭିପ୍ରାୟ ଦବ
ଆଜି ଯେବେ ଭାବେ ନିର୍ଜନତା ପୂର୍ଣ୍ଣ ଆକାଶ ତଳେ ଆଜୀବନ ସାଥୀରେ ରହିବାର ପ୍ରତିଶ୍ରୁତି ଦେଇଥିଲା କିଏ ଯେବ... ଆଜି ଯେବେ ଭାବେ ନିର୍ଜନତା ପୂର୍ଣ୍ଣ ଆକାଶ ତଳେ ଆଜୀବନ ସାଥୀରେ ରହିବାର ପ୍ରତିଶ୍ରୁତି ...
ମଞ୍ଜୁଳ ଅମ୍ବର ମର୍ତ୍ତ୍ୟ ମନୋରମ ତୁମ୍ଭ ଆଗମନେ ସବୁ ଉତ୍ତମ , ସଦୃଶ୍ୟ ଭରିଛ ଚିର କାଳକୁ ଦିବସ କାଳ ମଞ୍ଜୁଳ ଅମ୍ବର ମର୍ତ୍ତ୍ୟ ମନୋରମ ତୁମ୍ଭ ଆଗମନେ ସବୁ ଉତ୍ତମ , ସଦୃଶ୍ୟ ଭରିଛ ଚିର କାଳକୁ...
କାନ୍ତାର ରୋଦନ କାନ୍ତାର ରୋଦନ
ମାଆ ଠୁ ଭି ବଳିଗଲା ମାଆ ଠୁ ଭି ବଳିଗଲା
ଚରମ ସୀମାର ଅସୀମ ପ୍ରତୀତ ସୀମାର ଅନ୍ତ ଯେ ନାହିଁ, ଅନନ୍ତ ଯୁଗର ଅନନ୍ତ ଅକ୍ଷୟ କ୍ଷୟ ଅନ୍ତ କିବା ଚରମ ସୀମାର ଅସୀମ ପ୍ରତୀତ ସୀମାର ଅନ୍ତ ଯେ ନାହିଁ, ଅନନ୍ତ ଯୁଗର ଅନନ୍ତ ଅକ୍ଷୟ କ୍...