Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

2  

Geeta Sarangi

Inspirational Others

ଜୀବନ ଗୀତା-୩୦୮

ଜୀବନ ଗୀତା-୩୦୮

1 min
133


ଜୀବନ ଯେବେ ଜାଲରେ ପଡି

ଛଟପଟ ହେଉଥାଏ

ସମୟର ବୁଢୀ ଅସୁରୁଣୀ

ତାକୁ ଜଗି ବସିଥାଏ ॥୦॥

ଜୀବନର ପରାଜୟ

ଶିଖାଇ ଦିଏ ଯାହା

କେଉଁ ପୁସ୍ତକରେ କିଂତୁ

ନଥାଏ ଲେଖା ତାହା

ଭବିଷ୍ୟତ ଗଢିବାରେ ସେତ

ମୂଳଦୁଆ ହୋଇଥାଏ ॥୧॥

ପୁରୁଣା କ୍ଷତ ଉଖାରି

ବୁହାଏ ଯିଏ ଲହୁ

ପୁରୁଣା ଦିନର କଥା

ଭୁଲିବ ସିଏ କାହୁଁ

ଅତୀତରୁ ଶିକ୍ଷା ପାଇ ସିନା

ଭବିଷ୍ୟତ ଗଢିଥାଏ ॥୨॥


Rate this content
Log in

Similar oriya poem from Inspirational