Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Diptiranjan Behera

Abstract

3.3  

Dr. Diptiranjan Behera

Abstract

ଫେରିଆସ

ଫେରିଆସ

1 min
6.9K


କଥା ଦେଇଥିଲ ହାତ ଧରି ଆମେ 

ଚାଲିବା ଜୀବନ ପଥେ 

ତୁମେ ନାହଁ ଆଜି ଚାଲିଛି ଏକା ମୁଁ 

ସ୍ମୃତି ସବୁନେଇ ସାଥେ ||


ସ୍ମୃତି ତୁମେ ମୋର ସାଧା କାଗଜର 

ଅଲେଖା ପୃଷ୍ଠା ଭଳି 

ସତରେ ପ୍ରିୟା ମୁଁ ତୁମବିନା ଆଜି 

ଦୁଃଖ ରେ ଯାଉଛି ଜଳି ||


ଚିରି ଯାଇଥିବା ପ୍ରତିଟି ପୃଷ୍ଠାକୁ 

ଯେବେ ମୁଁ ସାଉଁଟେ ବସି 

ପ୍ରତିଟି ପୃଷ୍ଠାରେ ଲେଖା ତୁମ ନାଁ 

ପଢୁଛି ଲହୁରେ ହସି ||


Rate this content
Log in

Similar oriya poem from Abstract