ସୁଧାମୟୀ (୧ମ ଭାଗ)
ସୁଧାମୟୀ (୧ମ ଭାଗ)
ଭାବିନି କେବେ
ବିଶ୍ଵ ମୋତେ ଚିହ୍ନୁ ବୋଲି
କେବଳ
ତୁମେ ଚିହ୍ନିଲେ ଯଥେଷ୍ଟ ମୋର,
ପ୍ରେମ ସହକାରେ ତୁମ ଅନ୍ତରୁ
ମୋ ନାମ ଯେବେ ଆସିବ ଭାସି
ସାରା ସୃଷ୍ଟିରେ
ମୁଁ ହେବି ଅମର •••
କବି କୁଟୀର
ଦଣ୍ଡାସିଂହା,ବାରକୋଟ
ଦେବଗଡ (ଓଡିଶା)
ମୋ- 09668242720
ଭାବିନି କେବେ
ବିଶ୍ଵ ମୋତେ ଚିହ୍ନୁ ବୋଲି
କେବଳ
ତୁମେ ଚିହ୍ନିଲେ ଯଥେଷ୍ଟ ମୋର,
ପ୍ରେମ ସହକାରେ ତୁମ ଅନ୍ତରୁ
ମୋ ନାମ ଯେବେ ଆସିବ ଭାସି
ସାରା ସୃଷ୍ଟିରେ
ମୁଁ ହେବି ଅମର •••
କବି କୁଟୀର
ଦଣ୍ଡାସିଂହା,ବାରକୋଟ
ଦେବଗଡ (ଓଡିଶା)
ମୋ- 09668242720