Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational Abstract Others

0.2  

Susil Pani

Inspirational Abstract Others

କଳା ଠାକୁର

କଳା ଠାକୁର

1 min
7.2K


ଆହାକି ସୁନ୍ଦର ହେ କଳା ଠାକୁର ।

       ମୁଗୁନୀ ପଥର ସମ ଶ୍ରୀମୁଖ ତୁମର ।।(୧)

ଆହାକି ସୁନ୍ଦର ହେ ଶଙ୍ଖ ଚକ୍ରଧର ।

      ପତିତପାବନ ତୁମ ଉଡେ ଫରଫର ।।(୨)

ଆହାକି ସୁନ୍ଦର ହେ ଜିାମାତା ବରୁଣଦେବଙ୍କର ।

   ରତ୍ମ ସିଂହାଁସନ ତୁମ କେଡେ ମନୋହର ।।(୩)

ଆହାକି ସୁନ୍ଦର ହେ ଜଗତ ଠାକୁର ।

    ବେନି ଭୂଜ ମେଲାଇଛ ଭକ୍ତଙ୍କ ପାଇଁ ।।( ୪)

ଆହାକି ସୁନ୍ଦର ହେ ଅନାଦି ଠାକୁର ।

ବଳିଆ ଭାଇ ସୁଭଦ୍ରା ଭଗିନୀ ଥିଲେ ତୁମ ସଙ୍ଗର।।(୫)

ଆହାକି ସୁନ୍ଦର ହେ ହଟିଆ ଠାକୁର ।

ରଥଯାତ୍ରା ତୁମ କେଡେ ମନୋମୁଗଦ୍ଧ କର ।।(୬)

ଆହାକି ସୁନ୍ଦର ହେ ପ୍ରାଣ ଭକ୍ତର ।

       ନିଳଗିରୀ ଉପରେ ଗଢା ତୁମ ଶ୍ରୀମନ୍ଦିର ।।(୭)

ଆହାକି ସୁନ୍ଦର ହେ ମନୁଆଁ ଠାକୁର ।

      କଳପବଟେ ତୁମ ବାନ୍ଧିଲେ ଡୋର ।।(୮)

ଆହାକି ସୁନ୍ଦର ହେ ଯଶୋବନ୍ତ ଠାକୁର ।

        ମହାପ୍ରସାଦ ତୁମ କେଡେ ସୁସ୍ବାଦୁକର ।।(୯)

ଆହାକି ସୁନ୍ଦର ହେ ପରମ ଈଶ୍ବର ।

  ତୁମ ପାଦ ପଦ୍ମେ ଥାଉ ମୋର ମନ ନିରନ୍ତର ।।(୧୦)

@ ସୁସିଲ୍ ପାଣି ,ପୁରୀ ।


Rate this content
Log in

Similar oriya poem from Inspirational