Audio

Forum

Read

Contests

Language


Write

Sign in
Wohoo!,
Dear user,
ମା’ ବନ୍ଦନା
ମା’ ବନ୍ଦନା
★★★★★

© Ajit Sabat

Inspirational Abstract Others

1 Minutes   6.5K    1


Content Ranking

ସରଗ ଦେ
କି ନରକ ଦେ,
ଭକତି ଦେ
କି ଶକତି ଦେ,
ତୋରି 
ଚରଣେ
ମୁକତି ଦେ ll

ଶରଣ ଦେ, 
କି ମରଣ ଦେ,
ଗତି ଦେ, 
କି ଦୁର୍ଗତି ଦେ,
ତୋରି 
ଚରଣେ ମୁକତି ଦେ ll

ମୁକତି ଶକ୍ତି ଚରଣ

Rate the content


Originality
Flow
Language
Cover design

Comments

Post


Some text some message..