STORYMIRROR

Ajit Sabat

Others

1  

Ajit Sabat

Others

କବିର କବିତା

କବିର କବିତା

1 min
2.3K


ଜାଣିନାହିଁ

କାହାକୁ ଦେଇପାରୁଛି ଖୁସି

ଅବା

ଦେଉଛି କାହାକୁ ଦୁଃଖ,

ମୋ କବିତା ପଢି

କେହି କେହି କହନ୍ତି

ଭଲ କବିଟିଏ,

ଆଉ କିଏ କହେ

ମୁଁ ଗୋଟାଏ ମହା ମୁର୍ଖ ll

.... ଅଜିତ ସାବତ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍