STORYMIRROR

Akankshya Panda

Tragedy Classics

3  

Akankshya Panda

Tragedy Classics

ରଥଯାତ୍ରା

ରଥଯାତ୍ରା

1 min
250

କେଜାଣି କେତେପ୍ରତୀକ୍ଷା ର ଅନ୍ତ ହଉଥିଲା ...

ଏଥରକ ମୋ ଡ୍ରେସ୍ ଟି ଯେମିତି ପଡ଼ିଶା ଘରଠାରୁ ଅଧିକ ସୁନ୍ଦର୍ ହେବ ...ବାପାଙ୍କୁ ତାଗିଦ କରି କହିବା...,ଓ 

ଆଇମା ଆଶୀର୍ବାଦ ରେ ଦେଉଥିବା ଦଶଟଙ୍କିଆ ନୋଟ୍ ରେ 

କେଜାଣି କେତେ ଖୁସିର ପସରା ଲୁଚିରହିଥିଲା...


ଏବେ ମାସକ ଆଗରୁ ନୂଆ ଡ୍ରେସ୍ ପାଇଁ ଅଳିବାକୁ ପଡ଼େନି..

online ଭଳିକି ଭଳିକି ଡ୍ରେସ ଆସି ଦୁଆର ମୁହଁରେ ପହଞ୍ଚି ଯାଏ .

ହେଲେ ବାପାଙ୍କ ପସନ୍ଦର ଆଣିଥିବା ଡ୍ରେସ୍ ର ବାସ୍ନା ନ ଥାଏ ...

ଆଜି ସ୍କୁଲ ଖୋଲିବାର ଭୟ ନାହିଁ ....

ତଥାପି କେଜାଣି କାଇଁ...ସେ ଦଶଦିନିଆ ଛୁଟି ଓ ଦଶଟଙ୍କିଆ ନୋଟ୍ ଭଳି ଉନ୍ମାଦନା ସୃଷ୍ଟି କରିପାରେନି..!!


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Akankshya Panda

Similar oriya story from Tragedy