The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ARCHANA DEO

Tragedy

3.2  

ARCHANA DEO

Tragedy

କାହାଣୀ ଚୋରର

କାହାଣୀ ଚୋରର

1 min
440


ମୁଁ ଯେଉଁ ଗଳ୍ପ କହୁଛି ତାହା ଗଳ୍ପ ନୁହେଁ ଜୀବନର ଗୋଟିଏ ଘଟଣା ସମୟ ବେଳେବେଳେ ଆମର ପରୀକ୍ଷା ନେଇ ଥାଏ । ସେହି ଭଳି ମୋ ଜୀବନର ଅନେକ ପରୀକ୍ଷାର ସମାନ କରିଛି। ପିଲାଟା ଦିନରୁ ମୋତେ ସମସ୍ତେ ଚୋର ଆଖ୍ୟା ଦେଇ ମୋ ମାମୁ,ମାଈ ଘରୁ ବାହାର କରିଦେଇଛନ୍ତି। ବାପା ମାଆଙ୍କୁ ତ ଦେଖିନି କିନ୍ତୁ ତାଙ୍କ ଦେଇ ଥିବା ନାମ ଘନୁ ପାଲଟି ଗଲା ଘନୁଆ ଚୋର

ମୋ ପ୍ରତି କରାଯାଇଥିବା ମିଛ ଅଭିଯୋଗ ଆଜି ସତ ପାଲଟି ଯାଇଛି। ଘନୁଆ ତା ଦୁଃଖ ତାକୁ ଧରି ଥିବା ପୋଲିସ ବାବୁଙ୍କୁ ଗୋଟେ ଗୋଟେ କରି ସବୁ କହୁଛି। ବାବୁ ଟିକେ ଘନୁଆ କଥା ଶୁଣି ତାଙ୍କ କଠୋର ହୃଦୟ ତରଳି ଗଲା ଆଖିରେ ଲୁହ ବୋହି ଆସିଲା।

ପ୍ରକୃତରେ ଘନୁଆ ଭଳି ମନୁଷ୍ୟ ନିଜ ଇଚ୍ଛାରେ ଚୋର ହୁଅନ୍ତିନି ପରିସ୍ଥିତି ଓ ଲୋକଙ୍କ ସେହ୍ନ, ଶ୍ରଦ୍ଧା ଅଭାବରୁ

ସେମାନେ ଏହି କାର୍ଯ୍ୟ କରିବା ପାଇଁ ବାଧ୍ୟ ହୁଅନ୍ତି।


Rate this content
Log in

Similar oriya story from Tragedy