STORYMIRROR

alok Kumar

Tragedy

3  

alok Kumar

Tragedy

ଗୁହିରା ଟିକିରା ବ୍ରହ୍ମସ୍ଥଳ ରହସ୍ୟ

ଗୁହିରା ଟିକିରା ବ୍ରହ୍ମସ୍ଥଳ ରହସ୍ୟ

1 min
167

ଗୁହିରା ଟିକିରା ବ୍ରହ୍ମସ୍ଥଳଟି ଅବସ୍ଥିତ ସମ୍ବଲପୁର ସହରର ବୁର୍ଲା ନିକଟବର୍ତ୍ତୀ ମହାନଦୀର ଗର୍ଭରେ !

ଏହି ବ୍ରହ୍ମସ୍ଥଳଟି ଏକଦା 30 ବର୍ଷ ତଳେ ବିଷ୍ଠା ଓ ସରୀସୃପ ପୂର୍ଣ୍ଣ ଅଞ୍ଚକ ହୋଇରହିଥିଲା.! ମା ସମଲେଶ୍ୱରୀ ଜଣେ ବ୍ରାହ୍ମଣ ଡାକ୍ତରଙ୍କୁ ଆଦେଶ ଦେଲେ ଏହି ବ୍ରହ୍ମସ୍ଥଳକୁ ଖୋଜି ଠାବ କରିବା ପାଇଁ! 1993 ମସିହା july 7 ତାରିଖରେ ମା ଙ୍କ ଆଦେଶରେ ଠାବ କରିଲେ ଉକ୍ତ ବ୍ରହ୍ମସ୍ଥଳକୁ କାର୍ଯ୍ୟରତ ବ୍ରାହ୍ମଣ ଡାକ୍ତର ! ଏହି ବ୍ରହ୍ମସ୍ଥଳ ବିଷୟରେ ସନ୍ଥ କବି ଭୀମଭୋଇ ମଧ୍ୟ ଲେଖିଛନ୍ତି, ଓ ଶିଖ ଗୁରୁ ଗୋବିନ୍ଦ ସିଂ ମଧ୍ୟ ସୂଚନା ଦେଇଛନ୍ତି ! ଏ ବ୍ରହ୍ମସ୍ଥଳର ଅଧିଷ୍ଠାତ୍ରୀ ଦେବି ହେଉଛନ୍ତି ମା ସମଲେଇଙ୍କ ଅନନ୍ୟା ଅବତାର ମା ଧବଳ ମୁଖି,! ମା ଧବଳ ମୁଖି ହେଉଛନ୍ତି ସତୀ ଦେବୀଙ୍କ ଦାହ ଶରୀରର ମସ୍ତକର ସଂମୁଖ ଭାଗ ଓ଼ ପଛ ଭାଗ ହେଉଛନ୍ତି ମା ସମଲେଇ! ଆଗାମୀ ଦିନରେ ଏହି ବ୍ରହ୍ମ ସ୍ଥଳରୁ ଭଗବାନ କଳ୍କୀ ଜନ୍ମ ନେଇ ମ୍ଳେଛ ସଂହାର କରିବେ.! ଯୋଉ ବ୍ରାହ୍ମଣ ଡାକ୍ତର ଦେବୀଙ୍କ ଆଜ୍ଞାରେ ଏହି ଗୁପ୍ତ ସ୍ଥଳକୁ ଠାବ କରିଲେ ସେ ଏଠାରେ ଗୁହିରା ବାବା ବା ଗୁରୁଜୀ ନାମରେ ପରିଚିତ !



Rate this content
Log in

Similar oriya story from Tragedy