Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manju Rath

Inspirational

3  

Manju Rath

Inspirational

ଅବିସ୍ମରଣୀୟ

ଅବିସ୍ମରଣୀୟ

1 min
204


ପରାଧୀନତା ର ବେଡି 

ଭାରତ ମାତା ର ଲୁହ 

ଭାରତୀୟ ଙ୍କ ଅକଥନୀୟ ଯନ୍ତ୍ରଣା 

ହୃଦୟଙ୍ଗମ କରି ପାରିଥିଲେ 

ସେହି ମହାତ୍ମା 

ସତ୍ୟ ଧର୍ମ ଅହିଂସା ର ପୂଜାରୀ ଥିଲେ 

ଲଢିଥିଲେ ଯୁଦ୍ଧ 

ବ୍ରିଟିଶ ଙ୍କ ଶାସନ ରେ ନିଦ ହଜିଥିଲା 

ଦେଖୁଥିଲେ ନିତି ସ୍ୱାଧୀନ ଭାରତର ସ୍ୱପ୍ନ 

ଅହିଂସା ପଥେ ଥାଇ ଲଢିଥିଲେ ଯୁଦ୍ଧ 

ଲକ୍ଷ ଲକ୍ଷ ଜନ ସମୁଦ୍ରର କୁ ଏକାକାର 

କରି ବିଜୟ ର ଟୀକା ପିନ୍ଧାଇଥିଲେ 

ମହାତ୍ମା ଗାନ୍ଧୀ ଙ୍କ ଜୟ ଜୟକାର 

ର ଧ୍ୱନି ଖୁସି ର ଅଶ୍ରୁ ଭାରତୀୟ ଙ୍କ 

ଅବିସ୍ମରଣୀୟ ମହାନ୍ ଆତ୍ମା ସହ 

ଯୋଡି ହୋଇ ଧୀରେ ଧୀରେ 

ଭାରତମାତା ର ଲୁହ ପୋଛୁଥିଲା ।



Rate this content
Log in

Similar oriya poem from Inspirational