ଆଗରେ ରାସ୍ତା
ଆଗରେ ରାସ୍ତା
ସଫଳ ହେବାକୁ ଲୋଡାନାହିଁ କେବେ
ଚାବିକାଠି ମେଳ
ଧୈର୍ଯ୍ୟ ସହସା ମିଶିଲେ ଆଗକୁ
ବଢିବା ନିଶ୍ଚୟ ଥୟ ।
କର୍ମରେ ବନ୍ଧା ସଭିଙ୍କ ଡୋର ।
କେତେ ବନ୍ଧୁ କେତେ ବାନ୍ଧବ ଆସିଲେ
ଭାଷଣ ସରୁନି ଦେଖାଣିଆ ଢଙ୍ଗ
ଆଜିବି ଭାବୁଛି ଅତୀତ ଯେତେକ
ବିଫଳ ମୋହର ବୋଲ ମାନୁନି ।
ଆଗକୁ କି ପଛ ନାହିଁ କେ ବଳ
ଆସିଲି ଚାଲି ପାଦ ମାେ ଅସ୍ଥିର
ଟଳମଳ ଏ ଅସ୍ତିତ୍ୱ
ନିଜସ୍ୱକୁ ଆଜି ହରାଇ ବସିଛି
ସଫଳ ଖୋଜୁଛି ଠିକଣା ମୋର ।