Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

p purabi

Inspirational Children

2.4  

p purabi

Inspirational Children

ଆଗରେ ରାସ୍ତା

ଆଗରେ ରାସ୍ତା

1 min
110



ସଫଳ ହେବାକୁ ଲୋଡାନାହିଁ କେବେ 

ଚାବିକାଠି ମେଳ

ଧୈର୍ଯ୍ୟ ସହସା ମିଶିଲେ ଆଗକୁ

ବଢିବା ନିଶ୍ଚୟ ଥୟ ।

କର୍ମରେ ବନ୍ଧା ସଭିଙ୍କ ଡୋର ।

କେତେ ବନ୍ଧୁ କେତେ ବାନ୍ଧବ ଆସିଲେ

ଭାଷଣ ସରୁନି ଦେଖାଣିଆ ଢଙ୍ଗ

ଆଜିବି ଭାବୁଛି ଅତୀତ ଯେତେକ

ବିଫଳ ମୋହର ବୋଲ ମାନୁନି ।

ଆଗକୁ କି ପଛ ନାହିଁ କେ ବଳ

ଆସିଲି ଚାଲି ପାଦ ମାେ ଅସ୍ଥିର

ଟଳମଳ ଏ ଅସ୍ତିତ୍ୱ

ନିଜସ୍ୱକୁ ଆଜି ହରାଇ ବସିଛି

ସଫଳ ଖୋଜୁଛି ଠିକଣା ମୋର ।



Rate this content
Log in

Similar oriya poem from Inspirational