Bela Bhumi
Literary Colonel
53
Posts
130
Followers
3
Following
POETRY OF BELABHUMI
ତପନ ଦୀକ୍ଷିତ
ପିତା :ଚୈତନ୍ୟ ଦୀକ୍ଷିତ /ମାତା : ତନୁଲତା ଦୀକ୍ଷିତ
କାବ୍ୟିକ ନାମ : ବେଳାଭୂମି
ଜନ୍ମ : 3.6.2064 ନାଶିକେଶ୍ୱର,କାକଟପୁର ପୁରୀ
ଶିକ୍ଷା : ଖିଦିରପୁର ଓଡ଼ିଆ ହାଇ ସ୍କୁଲ (କଲିକତା )1981
ସ୍ନାତକ (ବାଣିଜ୍ୟ)1986 କଲିକତା ବିଶ୍ୱବିଦ୍ୟାଳୟ
ଜୀବନର କିଛି ଅବିସ୍ମରଣୀୟ ମୁହୂର୍ତ :
କାକଟପୁର ବାସିନୀ ସେଇ ମା... Read more
POETRY OF BELABHUMI
ତପନ ଦୀକ୍ଷିତ
ପିତା :ଚୈତନ୍ୟ ଦୀକ୍ଷିତ /ମାତା : ତନୁଲତା ଦୀକ୍ଷିତ
କାବ୍ୟିକ ନାମ : ବେଳାଭୂମି
ଜନ୍ମ : 3.6.2064 ନାଶିକେଶ୍ୱର,କାକଟପୁର ପୁରୀ
ଶିକ୍ଷା : ଖିଦିରପୁର ଓଡ଼ିଆ ହାଇ ସ୍କୁଲ (କଲିକତା )1981
ସ୍ନାତକ (ବାଣିଜ୍ୟ)1986 କଲିକତା ବିଶ୍ୱବିଦ୍ୟାଳୟ
ଜୀବନର କିଛି ଅବିସ୍ମରଣୀୟ ମୁହୂର୍ତ :
କାକଟପୁର ବାସିନୀ ସେଇ ମା ମଙ୍ଗଳାଙ୍କ ଅପାର କରୁଣା ତାରି ଚରଣ ତଳେ ଶିରଲୋଟା ପ୍ରଣତି ଜଣାଇ ଆପଣାମାନଙ୍କ ପାଇଁ ପଦେ ଅଧେ ନିଜ ବିଷୟରେ :
କବିତା ଲେଖିବା ମୋ ର ଏକ ନିଶା ,ପେଷା :ଏକ ଘରୋଇ କମ୍ପାନୀ(''action shoe'')ର ହିସାବ ରକ୍ଷକ 1994.ଠାରୁ ସୁଦୂର ଦମନ ରେ,
ମୋର କାବ୍ୟିକ ଯାତ୍ରା ଛାତ୍ରଜୀବନରୁ , କଲିକତାସ୍ଥିତ ନ୍ୟାସନାଲଲାଇବ୍ରେରୀ ର ଓଡ଼ିଆ ବିଭାଗର ଭାଇ ସାଫଲ୍ୟ ନନ୍ଦୀ
ଏବଂ ପିତୃତୁଲ୍ୟ ଅରୁଣ ମଉସାଙ୍କ ପ୍ରୋତ୍ସାହନ ,ଏବଂ ଆସନ୍ତା କାଲି ପତ୍ରିକା ର କାର୍ଯ୍ୟାଳୟରେ ଡ଼ିସେମ୍ବର 31.ମଧ୍ୟରାତ୍ରୀର କବିତା ଆସର
ବରେଣ୍ୟ କବି ମାନଙ୍କ ସହିତ :ଶ୍ରୀଯୁକ୍ତ ଅମରେଶ ପଟନାୟକ. ଶ୍ରୀଯୁକ୍ତ ସାତକଡ଼ି ହୋତା ,ଶ୍ରୀଯୁକ୍ତ ସୀତାକାନ୍ତ ମହାପାତ୍ର ,ଶ୍ରୀଯୁକ୍ତ ଫନୀ ମହାନ୍ତି
ପ୍ରାବନ୍ଧିକ ତଥା ଗାଳ୍ପିକ ଡ଼ଃ .ବିଜୟ ମହାପାତ୍ର ଏବଂ 'ପଦକ୍ଷେପ' ପତ୍ରିକା ର ସମ୍ପାଦକ ବିଜୟ ବାବୁ ଏକ ଜୀବନର ଅବିସ୍ମରଣୀୟ ମୁହୂର୍ତ
ଏତତ୍ ବ୍ୟତୀତ ପତ୍ରାଳାପ ସେଇ ବରେଣ୍ୟ ବିପ୍ଲବୀ କବି ରବି ସିଂ ଙ୍କ ସହିତ ,ସବୁଜ କବି ସଚି ରାଉତରାୟଙ୍କ ଗହଣରେ ଦୁଇଥର ଜୀବନରେ
ବସିବାର ସୁଯୋଗ ମଧ୍ୟ ପାଇଛି ..ଏଇଠି ରହିଲି ଆପଣମାନଙ୍କର ଅକିଞ୍ଚନ ବେଳାଭୂମି .।।
ଜୟ ଜଗନ୍ନାଥ Read less
Share with friends