Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



ବି. ନିରୁପମା   Author of the Year 2018 - Nominee

ମୌଳିକ କାହାଣୀ ଆଉ ମନଛୁଆଁ କବିତା ନିମନ୍ତେ ବି. ନିରୁପମା ଓଡ଼ିଆ ସାହିତ୍ୟ ଜଗତରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ଓଡ଼ିଆ ପତ୍ରପତ୍ରିକାରେ ସେ ନିୟମିତ ତାଙ୍କର ଲେଖନୀ ଚାଳନା ଜାରି ରଖିଛନ୍ତି। ପ୍ରକାଶିତ ପୁସ୍ତକ: ଆଶା (୨୦୦୮) - ଶିଶୁ- କିଶୋର ସଂକଳନ। ମାଣିକଟିଏ (୨୦୧୦)- ଶିଶୁ କବିତା ସଂକଳନ। ବାରଟି କାହାଣୀ (୨୦୧୦)- କିଶୋର ଗଳ୍ପ ସଂକଳନ। ସାବାସ ମିଲକା (୨୦୧୬)- କିଶୋର ଉପଯୋଗୀ ମୌଳିକ ଗଳ୍ପ ସଂକଳନ। କବିତାମାଳା (୨୦୧୮)। ଭକ୍ତି ନୈବେଦ୍ୟ (୨୦୧୮)- ଭାବପୂର୍ଣ ୧୦୪ଟି ଜଣାଣ। ସମ୍ମାନ: ଆଶା, ମାଣିକଟିଏ, ବାରଟି କାହାଣୀ ଓ ସାବାସ ମିଲକା ପୁସ୍ତକଗୁଡିକ ରାଜା ରାମ ମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ଦ୍ଵାରା ଉଚ୍ଚକୋଟୀର ବିବେଚିତ ହୋଇ ଅନୁଦାନପ୍ରାପ୍ତ ପଠାଗାରମାନଙ୍କୁ ଯୋଗାଇ ଦିଆଯାଉଛି। ନିଜ ଅନବଦ୍ୟ ସୃଷ୍ଟି ସମ୍ଭାର ନିମନ୍ତେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ଲେଖିକା ସମ୍ବର୍ଦ୍ଧିତ ହୋଇଛନ୍ତି। read more

  Literary Brigadier

ସଜଫୁଟା କଇଁ ନେଉଛି ତୋଳି

ବିଦ୍ୟାଳୟେ ହେବ ଗଣେଶ ପୂଜା , ସେଥିପାଇଁ କେତେ ଚାଲିଛି ସଜ୍ଜା । ଫୁଲ ପାଇଁ ମୋର ପଡ଼ିଛି ପାଳି , ନେଉଅଛ...

1    252 1

ଠେକୁଆ ଛୁଆ

Children Stories

ତୁଳା ଭଳି ଭାରି ନରମ ଦେହ , ବୁଲୁଥିଲା ଏଠି ତା' ମାଆ ସହ ।

1    162 1

ଛତା କରିଛି ମୁଁ ସାରୁ ପତର

ବେଙ୍ଗ ବେଙ୍ଗୁଲୀଏ ଗାଆନ୍ତି ଗୀତ , ବରଷାଟି ପରା ତାଙ୍କରି ମିତ । ମାରନ୍ତି ଡିଆଁ ,ଆପଣା ଛାଆଁ ଆଗରୁ ସେ ଲୁଚି...

1    147 2

କହ ଏବେ ତୋର ଖବର କିସ !

ତାଙ୍କ ଯତନରେ ବ୍ୟସ୍ତ ତୁ ରହି , ଭଲ ମନ୍ଦ ମୋତେ ପାରିନୁ କହି । ତୋ ଆଖପାଖର ଖବର କହ , ଦେଖା ହେଇନି ତ ଢମଣା ...

1    25 1

ମୋପରେ ପ୍ରସନ୍ନ ହୁଅ

Others

ଲୋଡ଼ାନାହିଁ ମୋର ରାଜସୁଖ ଶିରୀ ଅବା କେଉଁ ସୁପୁରୁଷ , ଜଗତ ଯାକର ସକଳ ଐଶ୍ୱର୍ଯ୍ୟ ତୁମ୍ଭଠୁଁ ଆରମ୍ଭ ଶେଷ ।

1    170 4

ନିଅନ୍ତି ବରଷା ସୁଖ

Others

ପତ୍ର ଗହଳରେ ବୃକ୍ଷ ଲତା ଯେତେ ସବୁଜ ସୁନ୍ଦର ଦିଶେ , କେତେ ଜାତି ଫୁଲ ଫୁଟି ଯାଇ ଖାଲି ମହମହ ଆହା ବାସେ ।

1    208 5

କରେ ନୃତ୍ୟ ପ୍ରଦର୍ଶନ

Others

ଫେରି ଯାଉଅଛି ଦ୍ଵାପର ଯୁଗକୁ ଯମୁନା କୂଳର ତଟେ , ଗୋପାଳୁଣୀଙ୍କର ସଙ୍ଗତରେ ତୁମେ ରଚିଥିଲ ଲୀଳା ଯେତେ ।

1    164 4

ଦାଉ ସାଧୁଅଛ ଏତେ

Others

ବୁଝିକି ଅବୁଝା ହୁଅ ତୁମେ କିଆଁ ପାରେନି ମୁଁ ଜମା ଭାଳି , ଯୋଜନାଟି କିବା କରିଅଛ-ମୋତେ ମାରିବାକୁ ଜାଳି ଜାଳି...

1    267 7

ବିଚଳିତ ହୁଏ ମନ

Classics

ମଧୁର ,ବିରହ,ବିଷାଦ,ମିଳନ ସବୁ ସୁର ଭାଙ୍ଗେ ଧ୍ୟାନ । ସବୁକିଛି ମୋତେ ଲାଗେ କୃଷ୍ଣମୟ ନ ରହେ ବିଷୟ ଜ୍ଞାନ ।

1    250 4

ଦାଉ ସାଧୁଅଛ ଏତେ

Romance

ବୁଝିକି ଅବୁଝା ହୁଅ ତୁମେ କିଆଁ ପାରେନି ମୁଁ ଜମା ଭାଳି , ଯୋଜନାଟି କିବା କରିଅଛ-ମୋତେ ମାରିବାକୁ ଜାଳି ଜାଳି...

1    22 4

ମଥା ନୁଆଇନି କଦା

Inspirational

ଧର୍ମ,ରୀତି,ନୀତି,ସଭ୍ୟତା,ସଂସ୍କୃତି ଉତ୍କର୍ଷ ତାହାର ସଦା , ଡରିଯାଇ କେବେ ବଇରୀ ଆଗେ ସେ ମଥା ନୁଆଇନି କଦା ।

1    74 3

ସମାନ ଯେ ପୁଅ-ଝିଅ

Inspirational

ସତକଥା ଇଏ ଆଜିର ଯୁଗରେ ସମାନ ଯେ ପୁଅ-ଝିଅ , ଭଲଭାବେ ତାକୁ ଗଢ଼ି ତୋଳିଲେ ସେ ହୋଇବ ସବୁରି ପ୍ରିୟ ।

1    33 3

ନିଶ୍ଚୟ ଆସିବେ ସିଏ

Romance Tragedy

କଥା ଛଳେ ମୋତେ ପଚାରି ବୁଝିଲେ ମୋ ପାଖରୁ ସବୁ ତଥ୍ୟ , ସୁଯୋଗ ଉଣ୍ଡି ସେ ପରେ ପଚାରିଲେ ' ତୁ ହେବୁ କି ମନ ମି...

1    255 5

ସକୁଶଳେ ଆସ ଫେରି

Romance Tragedy

ଭରା ଯଉବନ ଢଳି ଆସିଲାଣି ମିଳୁନି ତୁମର ଭେଟ , ଏଡ଼େ ବଡ଼ ଏଇ ଦୁନିଆରେ କେହ୍ନେ ଏକା ମୁଁ ଚାଲିବି ବାଟ !

1    254 5

ଧରାକୁ ମଣିଲି ସରା

Action Drama

ଏ କାଳିନ୍ଦୀ ଜଳେ ନ ପଶିବୁ କେବେ ଥିବାଯାଏ ତୋର ପ୍ରାଣ , ମୋର ବଚନକୁ ଅମାନ୍ୟ କରିଲେ ଭସ୍ମ ହେବୁ ତତକ୍ଷଣ ।'

1    339 7

ଦେଖାହେବେ ପାଶେ ଆସି

Romance

ଆଜି ମନ ତା'ର ହରଷ ଅତି, ମୁରୁଜ ପକାଏ ମଉନାବତୀ ।

1    95 7

ଦେଶସେବା ଲାଗି ପ୍ରେରଣା ଦିଅ

Children Inspirational

ଯେଉଁଠି ରହିଛ ସୁଖରେ ଥାଅ , ଦେଶସେବା ଲାଗି ପ୍ରେରଣା ଦିଅ । ତୁମରି ଦାୟାଦ ଆମେ ତ ସବୁ , ଏଇ ଦେଶ ହିତେ ଜୀବନ...

1    64 7

ପଡ଼ିଗଲି ଦୁଲକରି

Children Stories Action

ମୋ ଭଲ ପାଇଁକି କହିଛି ବୋଉ କରିବିନି ଭୁଲ ଏମିତି ଆଉ ମନା ହୋଇଛି ଯା' ମୋତେ ଲୋଭକରି ଜମା ଖାଇବି ନାହିଁ ମୁଁ ...

1    37 0

ଭରିଦିଅ ଦିବ୍ୟ ସତ୍ତା

Action

ଅମୃତମୟ ଏ ସଂସାର ମଧ୍ୟରେ ମୁଁ ଏକ ପବିତ୍ର ସୃଷ୍ଟି , ଭକ୍ତିଭରେ ପଦେ ଗୁହାରି କରୁଛି ହେ ଗୌତମ ଦିଅ ଦୃଷ୍ଟି ।

1    51 7

କୁହ ବାରେ ପ୍ରାଣସଖା

Romance

କଥା ଅଛି ପରା କେତେ କିଏ ଆହା ତୁମରି ଭାବରେ ପଡ଼ି , ତୁଚ୍ଛ ମଣିଛନ୍ତି ସଂସାର ସୁଖକୁ କରୁଣା ଟିକିଏ ଲୋଡ଼ି.......

1    17 7

ମହୋଦଧି ତୀରେ ଆରତି

Drama Fantasy

ରତ୍ନାକର ରତ୍ନର ଖଣି , ଅଛନ୍ତି ତ ସରବେ ଜାଣି... ମନ୍ଥନ କରିକି ଦେବତା ଦାନବ ଲଭିଥିଲେ ଯାହା ଅଛି କୀରତି...

1    352 23

କର୍ତ୍ତବ୍ୟ କରିବୁ କିଛି

Action Drama

ଯମୁନାର କୂଳେ କଦମ୍ବର ମୂଳେ ଘୂରି ବୁଲୁଥିଲୁ କେତେ , ଗିରି ଗୋବର୍ଦ୍ଧନ ଆଉ ବୃନ୍ଦାବନ ଆପଣାର ଥିଲେ ସତେ ।

1    239 7

ଉଆଁସରେ ଆସ ନାହିଁ

Romance

ପୁନେଇ ରାତିରେ ନୀଳ ସାଗରର ଲହରୀ ମୋହରେ ପଡ଼ି , ମଜିଯାଅ କିବା ଭାବନାରେ ତା'ର କୁମୁଦିନୀ ସଙ୍ଗ ଏଡ଼ି ।

1    44 7

ଦାଉ ସାଧୁଅଛି ଏବେ

Romance

ଗାଲୁଆ ପଣରେ ସାରା ଗୋପପୁରେ କିଏ ହେବ ତା'ର ସରି !

1    89 7

ତୁମେ କହିଦେଲ ତାହା

Romance

ମନା କରିବାକୁ ଉପାୟ ନ ଥିଲା ମନ ଖୋଜୁଥିଲା ଯାହା , ମୁହଁଖୋଲି ମୁହିଁ କହିବା ଆଗରୁ ତୁମେ କହିଦେଲ ତାହା ।

1    213 21

ଖୁଣିବ ବା ମୋତେ କିଏ

Others

ଭାଇଙ୍କର ରଙ୍ଗ ଗୋରା ତକ ତକ ସତେ କି ଲହୁଣୀ ମଖା , ସେଥିପାଇଁ ମାଆ ଏତେ ବେଶ କରେ କାଳେ ପଡ଼ିଯିବି ଫିକା ।

1    37 6

କମୁଛି ଜଳ

Inspirational Others

ଲଗାଇବା ଗଛଲତା ଅଧିକ କିଛି , ମୂଳରେ ସେମାନେ ଜଳ ରଖିବେ ସଞ୍ଚି । ତେବେ ଯାଇ ସମସ୍ତଙ୍କ କଲ୍ୟାଣ ହେବ , ବହୁମୂ...

1    107 8

ଖୁଣିବ ବା ମୋତେ କିଏ !

Drama Fantasy

ହାତେ ସୁନା ଖଡ଼ୁ,ମୁଦ୍ରିକା,ବାହୁଟି କାନରେ କୁଣ୍ଡଳ ସାଜେ , କଟିରେ ମେଖଳା,ପାଦରେ ନୂପୁର ରୁଣୁଝୁଣୁ କରି ବାଜେ...

1    307 26

କରିଛନ୍ତି ବାପା-ଜେଜେ

Children Drama Inspirational

ବଗିଚାରେ ଆମେ ବୁଲାବୁଲି କରି ତୋଳିକି ଖାଇବା ଫଳ , ବାପା କହୁଥିଲେ ଫଳ ଖାଇଲେ ତ ବଢ଼ିବ ଦେହର ବଳ ।

1    327 12

ରହିଛି ପ୍ରତୀକ୍ଷା କରି

Romance Tragedy

ଆଉ କାହା ଭାବେ ବନ୍ଧାପଡ଼ି ତୁମେ ମୋତେ କି ପାସୋରି ଗଲ , କେମିତି ଜାଣିବି ମୁଁ ସେଇ ବାରତା କଥା ଦେଇ ଯାଇଥିଲ ...

1    347 45

ଦୁଇଗୋଟି ଫୁଲ

Action Classics Drama

ପରସ୍ପର ମଧ୍ୟେ ଅନାବିଳ ସ୍ନେହ ରହିଥାଉ ନିରନ୍ତର , ବାକି ଅଭିଳାଷ ପୂରଣ ହେଉ ଯା' ରହିଅଛି ଦୁହିଁଙ୍କର ।।

1    257 47

ଯୁଗ୍ମ କବିତା

Drama Romance

ବିନା କ୍ଳେଶରେ ମୁଁ କରିପାରିବି ଗୋ ପୂର୍ବଭଳି ନିଜ କାର୍ଯ୍ୟ , ତୁମରି ମଧ୍ୟରୁ ଯେ ଦେଉଛ ଦିଅ ସଅଳ ଯେ ପଦରଜ ।

1    381 33

ଯୁଗ୍ମ କବିତା

Classics Drama

ତୁମ ଚରଣର ରେଣୁ ଟିକେ ଆଣି ମୋ ଶିରରେ ଦିଅ ବୋଳି , ସେତିକିରେ ମୁହିଁ ସୁସ୍ଥ ହୋଇଯିବି ଚାହୁଁ ଚାହୁଁ ଆଗଭଳି ।

1    291 34

ଖୋଜୁଛି କାହାର ଛୁଆଁ

Classics Romance

ମୋ ତନୁରେ ଏବେ ଭରା ଯଉବନ ଖୋଜୁଛି କାହାର ଛୁଆଁ , ଯାହା ସାଥେ ଏଇ ମନଟି ମିଶିିବ ବିଶ୍ବେ ରଟିଥିବ ନାଆଁ

1    326 55

ସଅଳ ସଅଳ ଚାଲ

Children Drama

ଗରାଖମାନଙ୍କୁ ମନାଇ ପାରିଲେ କିଣି ନେବେ ଫଳ-ମୂଳ, ପଇସା ଗଣ୍ଡାକ ହାତକୁ ଆସିଲେ ପାଇବି ଶ୍ରମର ଫଳ

1    344 7

ଜମେଇ ଦେବାଟି ଖେଳ

Children

ଛୁଟିଦିନ ଦେଖି ଏଣିକି ଆସି , ଗାଧୋଇବା ଆମେ ଏକାଠି ମିଶି... କରିବାନି କଳିଗୋଳ ; ସଜାଗ ରହିକି ଏଇ ପୋଖରୀରେ ଜମେଇ ଦ...

1    82 0

ଜମେଇ ଦେବାଟି ଖେଳ

Children

ଗାଧୋଇବା ଆମେ ଏକାଠି ମିଶି... କରିବାନି କଳିଗୋଳ ; ସଜାଗ ରହିକି ଏଇ ପୋଖରୀରେ ଜମେଇ ଦେବାଟି ଖେଳ ।।

1    142 9

ସବୁ ଜାନକୀଙ୍କୁ ଜଣା

Classics Drama

ସୁଗ୍ରୀବଙ୍କ ସଙ୍ଗେ ମିତ୍ର ହୋଇଅଛୁ ସୀତା ଠାଵ କରିବାକୁ , ସାହସ ଟିକିଏ ଯୋଗାଇବ ତୁମେ ତାଙ୍କୁ ଧୈର୍ଯ୍ୟ ଧରିବାକୁ ।

1    381 28

ଅହଙ୍କାର କଲ ଭଗ୍ନ

Classics Drama

ମୁଁ ଦେବେନ୍ଦ୍ର ବୋଲି ଥିଲା ଅଭିମାନ କିନ୍ତୁ ତା' ତୁମରି ଦୟା , ଗୋପାଳ ବେଶଟି ବହିଅଛ ନାଥ ସୃଷ୍ଟି ହିତେ କରି ମାୟା ...

1    300 31

ଆରେ ରଙ୍କୁଣୀଧନ

Action Drama

ଶୋଇପଡ଼ ଧନ ଆରାମେ ଜଗି ବସୁଛି ତୋତେ , ଉଠିଲେ ଖାଇବୁ ଦେବିରେ ସର,ଲବଣୀ କେତେ ।।

1    94 8

ଦୁଇଟି କବିତା

Classics Drama

ଭିକ୍ଷା ପାତ୍ର ଧରି ଘୂରି ବୁଲୁଅଛ ଯାତନା ଭୋଗୁଛ ଘୋର , ଚଳ ମୋ ସାଥିରେ ସ୍ୱାଗତ ପାଇଁକି ପ୍ରସ୍ତୁତ ଏ ରାଜପୁର ।।

1    384 17

ବହିବନି ଜମା ରୋଷ

Romance

ବାଟରେ ଘାଟରେ ଗାଧୁଆ ତୁଠରେ କହିବେ ମରମ ବାଣୀ , ତୁମ ମୋ ଭିତରେ ଯେଉଁ ଭାବ ଅଛି ଆନ ଲୋକ ଯିବେ ଜାଣି ।

1    284 26

ଭସ୍ମ ହେବ କୋପାନଳେ

Action Drama

କିଏ ସେ ପାଷଣ୍ଡ ଦେଲା ତାଙ୍କୁ ଦଣ୍ଡ ଝିଙ୍ଗାସି କହିଲା ବାଣୀ , ମୋର ଅପମାନ ନିନ୍ଦା କଥାମାନ ଶୁଣି ହୃଦ ହେଲା ହାଣି ।

1    382 9

ଅକ୍ଷର ଶିଖେଇ ଦେବୁ

Inspirational

କେଉଁଠାରେ ଖେଳ କେଉଁଠାରେ ଗୋଳ ଏଇଥିରେ ବାହାରିଛି , କୋଉଠି କି ସଭା କାହା ଝିଅ ବିଭା ଛାପି ହୋଇ ଆସିଅଛି ।

1    293 23

ଦୁଇଟା ପଇଡ଼ ନେବି

Drama

ସତ କଥା ଇଏ ମୋର ତେଲ ଲୁଣ ସଂସାର ଚଳଣି ଯାହା , ଆଜି ଉପକାର କରିଥିଲେ-କାଲି ତୁମକୁ ଯେ ହେବ ସାହା ।।

1    165 7

ଦିଅ ମୋତେ ଜ୍ଞାନାମୃତ

Classics

ଏ ରୂପ-ଯୌବନ ହେବ ଦିନେ ଶୂନ୍ୟ କହୁଛି ଯା' ମୋର-ମୋର , ବେଳଥାଉଁ ତେଣୁ ତୁମ ଆଶ୍ରା ନେଲି ଶିଷ୍ୟା ପଣେ ଘେନାକର ।।

1    186 9

ଅବନୀରେ ଅଛି ଖ୍ୟାତି

Classics

ବଡ଼ ଦୟାବନ୍ତ ତୁମେ ତ ଅନନ୍ତ ସଦାଶିବଙ୍କର ରୂପ , ମୋ ଗୁହାରି ଘେନା କରିଲେଟି ସିନା ସଫଳ ହେବ ମୋ ଜପ

1    242 26

ମୋହିନୀ ଅଟେ ମୋ ନାଆଁ

Abstract Drama

ମୁଁ ଚିର କିଶୋରୀ, ନ ଯିବ ପାସୋରି ମୁଖ ମୋ ପୂର୍ଣ୍ଣିମା ଇନ୍ଦୁ , ଦେବତା,ଦାନବ ଯେ ମନ ତୋଷିବ ସେଇ ହେବ ପ୍ରାଣବନ୍ଧୁ ...

1    202 19

ପରତେ ହୁଏନି ମୋର

Abstract Action

ସତ କହ କାହ୍ନା,କିଏ ତୁ କେଉଁଠୁ ଆସି ଜନମିଛୁ ଏଠି , ଅଜାଣତେ ମୁହିଁ କେତେ ଥର ତୋତେ ଛାଟରେ ଦେଇଛି ପିଟି !!!

1    181 7

ମଧୁଛନ୍ଦା ନାଚେ ତାଳ ପକେଇ

Abstract Action

ଆମେ ବି ଏକଥା ରଖିଲେ ମନେ , ସଫଳତା ନିଶ୍ଚେ ପାଇବା ଦିନେ ।।

1    144 7

ଆସିଛି ବାହାନା କରି

Romance Tragedy

ଯମୁନାରୁ ନୀର ଆଣିବା ଆଳରେ ଆସିଲି କଳସୀ ନେଇ , କେମିତି ଅବା ମୁଁ ରହିଥା'ନ୍ତି ସେଠି ତୁମ ପାଶେ ମନ ଦେଇ ।

1    263 26

ଧରନା କଙ୍କି

Children

ପତଙ୍ଗ ସେମାନେ ନୁହେଁ ବଇରୀ , ତୁମ ଖୁସି ଲାଗି ନିଅନା ଧରି ।

1    480 24

ଶୁଣ ବାରେ ପ୍ରାଣ ସଖା

Romance Tragedy

ମୁଁ ଏଠି ତୁମକୁ ଝୁରି ହେଉଅଛି ଶୁଣ ବାରେ ପ୍ରାଣ ସଖା , ଅନୁରୋଧ ରଖି ଥରୁଟିଏ ଦେବ ଦିଅ ଦୟାବହି ଦେଖା ।।

1    77 6

ସବୁ କଳା ତାଙ୍କୁ ଜଣା

Romance Tragedy

ମୁଁ ସିନା ସରଳ ବୋଲି..... ମନ,ପ୍ରାଣ ତାଙ୍କୁ ଅରପି ଦେଇଛି ଚଟୋଳ କଥାରେ ଭୁଲି ।

1    91 8

ରହିଥିବା ପାଖେ ପାଖେ

Romance

ଜଣେ ଗଲେରୁଷି ଆନ ପାଖେ ଆସି ଶରଧାରେ ବୁଝାଇବା , ଚଢ଼ା ଗଳାରେ କେ କଥା କହିଦେଲେ ଆନ ତୁନି ରହିଯିବା

1    223 26

ସମୟ ହେଉନି କାଢ଼ି

Romance Tragedy

ରାଜସୁଖ ମୋତେ ତୁଚ୍ଛ ଲାଗୁଅଛି ତୁମକୁ ଖୋଜୁଛି ମନ , ମୋଅରି ଫେରିବା ବାଟକୁ ଅନାଇ କରିଥିବ ଅଭିମାନ ।

1    438 44

ଘେନ ଆମ ଅଭିନନ୍ଦନ

Action Children Inspirational

ଆମେ କୁନି କୁନି ଶିଶୁ ଏ ମାଟିର , ବଡ଼ ହୋଇ ଟେକ ରଖିବୁ ଜାତିର ।

1    406 41

ପ୍ରସ୍ତୁତ କୋଟିଏ ବୀର

Action Inspirational

ମାଟି ମାଆର ସେ ମାନ ରଖିବାକୁ ଛାତି ଦେଇପାରେ ପାତି , ମହାବୀର,'ଅରି' ଦମନ କରିକି କୋଟି ହୃଦ ନିଏ ଜିତି ।

1    120 7

ଆସ ଏହି ବିଦ୍ୟାପୀଠେ

Children Inspirational Others

ଏ ଶିକ୍ଷା ମନ୍ଦିର ଅତୀବ ସୁନ୍ଦର ଶୃଙ୍ଖଳିତ-ନିରାପଦ , ଶିକ୍ଷାଦାନ ଆଉ ଶିକ୍ଷା ଗ୍ରହଣରେ ମିଳଇ ପରା ଆନନ୍ଦ ।

1    135 9

ମରତକୁ ଶୀତ ଆସିଲା

Classics

ଆମ୍ବଗଛ ସାରା ନେନ୍ଥି ନେନ୍ଥି ହୋଇ ବଉଳ ଯେ ଭାରି ବାସିଲା , ବାରମାସୀ ସେଇ ଟିକି ଚଢ଼େଇଟି ସରାଗରେ ମହୁ ଶୋଷିଲା ।

1    249 45

ଏ ଦୁନିଆ ହେବ ଶୁଦ୍ଧ

Classics Inspirational

ନିଷ୍କାମ ଭାବରେ କର୍ମ କରିଚାଲ ଫଳ ଯାହା ଦେବେ ସାଇଁ , ଧରିନେବ ତାହା ଦେଇଛନ୍ତି ସିଏ ତୁମରି କଲ୍ୟାଣ ପାଇଁ ।

1    122 7

ସାହିତ୍ୟ ତା'ର ନାଆଁ

Classics Inspirational

ସହର ଠାରୁ ବଣ-ଜଙ୍ଗଲ ଅଛନ୍ତି ଗୁଣଗ୍ରାହୀ , ସାହିତ୍ୟ ପ୍ରେମୀ ଯେତେ ତାଙ୍କର ସଂଖ୍ୟା ହେବନି କହି

1    118 10

ଭ୍ରମଣ କରି ଦେଖିବେ ପ୍ରଭୁ ସର୍ବତ୍ର

Action Drama

ପଣତର ଆଢୁଆଳେ ରଖିବେ ଢାଙ୍କି, ବିପଦୁ ତରିବେ ଭକ୍ତ ମାଆଙ୍କୁ ଡାକି ।

1    348 57

ଦେବ ସିଏ ରଙ୍ଗମାଖି

Fantasy Romance

ଏ ଫୁଲକୁ କିସ କହୁଛୁ ଭୁଲେଇ ସିଏ ତ ନିରୀହା ଭାରି , ବୁଝିପାରିବନି ତୋ କପଟ କିଛି ଭୁଲାନା ଛଳନା କରି

1    326 42

ରଖିବୁ ନାଆଁଟି ମୋର

Action Children Inspirational

ତୋତେ ନେଇ କେତେ ସପନ ଦେଖୁଛି ହେବୁ ଦୁନିଆରେ ଜଣେ , ଆନ ଲୋକଙ୍କର ଆଦରଶ ସାଜି

1    154 8

ଚାହିଁଦେଖ ତୁମେ ଅଛ

Drama Romance

ତୁମ ମାନ ମୁହିଁ ନାଶିବା ପାଇଁକି ଧରିଅଛି କେତେ ବେଶ , କେଳା, ନାପିତୁଣୀ, କାଚରା, ମାଲୁଣି କହିଲେ ହେବନି ଶେଷ ।

1    309 41

ଆମେ ହିଁ ତ ତାଙ୍କ ସାହା

Inspirational

ନିଜେ ଜଳି ସୂର୍ଯ୍ୟ ଆଲୋକ ଦିଅନ୍ତି ନ ରଖି ଆପଣା ସ୍ୱାର୍ଥ , ପବନ ସବୁରି ଶ୍ଵାସ ପ୍ରଶ୍ୱାସରେ ଚଳୁଅଛି ଅବିରତ । ଗଛ-...

1    151 7

ଜାଣିକି ପାଲଟୁ ଓଲୁ

Children Drama

ମିଶିକି ଖେଳିଲେ ଲାଗେ ସିନା ମଜା, କଳି ଗୋଳ କଲେ ହୋଇବାକି ରାଜା ।

1    304 16

କଣ୍ଢେଇକୁ ଭାରି ଜର

Children Drama Fantasy

ବାପା,ବୋଉ ସାଥେ ସୁବିଧାରେ ବୁଲି ଖୁସିରେ ଫେରିଲୁ ଘର , ଆଜି ଏଇଲାଗେ ଦେଖିଲା ବେଳକୁ କଣ୍ଢେଇକୁ ଭାରି ଜର ।

1    124 9

ଖୁସିରେ ଚଳିବେ ପିଲା

Action Inspirational

ଆର ସପ୍ତାହକୁ ଅଧିକ ବୁଣିବା ପାଛିଆ,ଟୋକେଇ-ଡାଲା , ବଳକା ପଇସା କିଛିଟା ସଞ୍ଚିବା ଖୁସିରେ ଚଳିବେ ପିଲା ।।

1    103 7

ଆନନ୍ଦ ଆମେ ପାଉ

Children Classics Inspirational

କାହାକୁ ଲାଗେ କୁତୁକୁତିଆ କାହାର ଥରେ ଦେହ, ସବୁରି ପାଇଁ ଅଜାଡ଼ି ଚାଲେ ମାଉସୀ ତା'ର ସ୍ନେହ ।

1    135 7

ହସିବ କୃଷକ ଜାତି

Inspirational Others

କଥାଟି ତାହାର ନିରାଟ ସତ, ଯୋଗାଉଛି ସିଏ ଆମକୁ ଭାତ- ମାଟି ସଙ୍ଗେ ହୋଇ ମାଟି ; ତା' ଉନ୍ନତି ହେଲେ ଦେଶ ଆଗେଇବ ହସିବ...

1    62 7

ତାଙ୍କ ସରି କିଏ ହେବ

Action Classics Drama

ତାଙ୍କ ହାସ-ପରିହାସ, ପଥଶ୍ରମ ଯେତେ କରଇ ନାଶ- ଭାରୀ ନ ଲାଗେ କଳସ ।

1    123 6

ସଫଳତା ମିଳେ ଉଦ୍ୟମ କଲେ

Abstract Fantasy Inspirational

ଯେତେ ବଡ଼ ପଛେ ସମସ୍ୟା ଥିଲେ, ସଫଳତା ମିଳେ ଉଦ୍ୟମ କଲେ । ଦୁହେଁ ଆସିଛନ୍ତି ମରତ ବୁଲି , ଲଡ଼ୁ ଖାଉ ଖାଉ ରହିଲୁ ଭ...

1    168 10

ଆଉ-ହେବନି କଷ୍ଟ

Children Drama Inspirational

ଘୁମୁ ଘୁମୁ ଗୀତ ବୋଲିଲେ ଆମେ-ଶୁଣିବୁ ମିଶି, କୁନିଛୁଆ ଖଣ୍ଡିଉଡ଼ାଟି ଦେଖି-ହୋଇବୁ ଖୁସି।

1    207 8

ଲାଖିବ ମନ

Classics Comedy Inspirational

ମାଗିବ କିଛି, ବାକି ତା'ର ଯାହା କାମନା ଅଛି । ବୟସ ଅଶୀ , ମନ ବଳ କିନ୍ତୁ ଏବେବି ବେଶୀ ।

1    93 7

ମାମୁଁ ଥିଲେ ପଠେଇ

Action Children

ମୋନା ଆସି ଦେଖିଦେଲା ଏତେ ମିଠା ରହିଛି , ଏକ,ଦୁଇ ଖାଉ ଖାଉ ମନଭରି ଖାଇଛି ।

1    135 7

କଅଁଳିଛି ନୂଆ ଡେଣା

Abstract Drama Romance

ଚପଳଛନ୍ଦା ମୁଁ ନହୁଲି ବୟସୀ , କଥାରୁ ମୋ ଖାଲି ମହୁ ପଡ଼େ ଖସି ।

1    240 12

ସେ ବୋହୂ-ବୋହୂକା ଖେଳ

Romance

ଆଜିଠାରୁ ହେବୁ ଜୀବନ ସଙ୍ଗିନୀ ଧରିନେଲା ପରେ ହାତ , ତୋଳିବା ଗୋଟିଏ ନୂଆ ଘର ଆମେ ମିଛ ନୁହେଁ, ସତ-ସତ

1    192 10

ମିଳିଯାଅ ମୋର ପାଶେ

Action Classics Inspirational

କେଡ଼େ କଉଶଳେ ଗଢ଼ି ପୁଣି ମୋତେ ମୋ ଭିତରେ ଅଛ ରହି , ତୁମ କରୁଣାରୁ ଅସୀମ ଯାତନା ହସି ହସି ଯାଏ ସହି ।

1    123 8

ମିଳୁ ସୁଖ ଶାନ୍ତି ସାରା

Action Inspirational

ନାହିଁ ତୋହଠାରେ ଉଗ୍ର ଆଧୁନିକା ଆତ୍ମ ବଡ଼ିମାର ଠାଣି , ସୁନାବୋହୂ ସୁନାଝିଅ ତୁ ଆମର ପୂରା ଖାଣ୍ଟି ଓଡ଼ିଆଣୀ ।

1    286 9

ଫୁଲ ହୋଇ ଫୁଟିବି

Inspirational Others

ଧନ୍ୟହେବ ପ୍ରାଣ ତେବେ ତାଙ୍କ ପାଦେ ଲାଗିଲେ , ଚିରକାଳ ପାଇଁ ଶାନ୍ତି ମିଳିଯିବ ମାଗିଲେ ।।

1    144 7

ଭକତକୁ ଧରି ରଖେ

Action Inspirational

ଭକତି ଭାବରେ ଡାକଦେଲେ ତାକୁ ରହିଥାଏ ପାଖେ ପାଖେ , ସର୍ଵ ସଙ୍କଟରୁ ପଣତ ଉହାଡ଼େ ଭକତକୁ ଧରି ରଖେ ।।

1    211 7

କେମିତି ସହିବି ତାହା

Classics Tragedy

ହତାଦର ମୋତେ କଲେ କର ପଛେ ଦେଲେ ଦିଅ ଯେତେ କଷ୍ଟ , ତଥାପି ତୁମକୁ ଭଜୁଥିବି ନିତି ଭକ୍ତିଭରେ କରି ଇଷ୍ଟ ।

1    160 9

ଆରାଧନା କରୁଅଛି

Action Drama Tragedy

ନାହିଁ କିଛି ନାଥ-ଅପ୍ରାପ୍ତ ପରା ; ଦେଲେ ଟିକେ ହସି,କରୁଣା ବରଷି ଭୁଲିଯିବି ମୋର ଯାତନା ସାରା । ନାହିଁ କିଛି ନାଥ-ଅ...

1    122 10

ଏକା ସେ ଧରମ ସାକ୍ଷୀ

Others

ନ୍ୟାୟର ନିକିତି ଧରିଅଛି ଯଦି ବିଧାତା ହାତରେ ତା'ର , କେମିତି ସେଥିରେ ପୁଣ୍ୟ ମୋର ନାହିଁ ଅଛି ଖାଲି ପାପ ଭାର ।

1    140 8

ଆଡ଼ନେତ୍ରେ ଦିଅ ଚାହିଁ

Classics Drama Fantasy

ତୁମେ ଅନ୍ନପୂର୍ଣ୍ଣା ମମତାମୟୀ ମା' ଜଗତକୁ ବାଣ୍ଟ ପଡ଼ି , ସହି ପାରନାହିଁ ଭୋକ-ଶୋଷରେ କେ କାନ୍ଦିଲେ ଆକୁଳେ ଗଡ଼ି ।

1    82 8

ଗାଆଁର ବଡ଼ ପରବ

Action Classics

ମାଆ କରିଛନ୍ତି କେତେ ଜାତି ପିଠା ଖାଇକି ସେ ଚୁଲୁବୁଲି , ସାଙ୍ଗମେଳେ ତା'ର ଗପୁଛି ସେ କଥା ଆନନ୍ଦରେ ବୁଲିବୁଲି ।

1    134 7

ଜହ୍ନ ବି ହସେ

Others

ଆ..ଆ ଥରେ ମୋ କତିକି ଦେଖେଇବି ତୋତେ , ଅମରାବତୀ ରାଇଜ ପାରିଜାତ କେତେ ।

1    221 12

ଆନମନା କରୁଥିଲା

Abstract Fantasy

ତା' ହସରୁ ଚେନଏ ସେ ଯେବେ ଦେଲା ଛାଟି , ସରମେ ବାଲୁକା ଶେଯେ ପଡ଼ିଲି ମୁଁ ଲୋଟି ।

1    119 9

କନିଆ ସାଜିଛି ଝିଅ

Others

ଫୁଲଭଳି ଫୁଟି ବାସ ବିତରିଲା ଆଖପାଖ ଚଉପାଶ , ସେଇ ସୁଗୁଣରେ ରଜାପୁଅ ଜଣେ ହୋଇଗଲେ ଦିନେ ବଶ ।

1    150 9

ବେଦନା ଯା' କର ଊଣା

Action Inspirational

ତୁମ ଆଶ୍ୱାସନା, ସମବେଦନା ଓ ପରଶରେ ଯେଉଁ ଶକ୍ତି , ପାଇବା ଲୋକ ତା' ଅନୁଭବି ଅଛି ଆହେ କରୁଣାର ମୂର୍ତ୍ତି ।

1    211 11

ସ୍ନେହ ମମତାର ଖଣି

Classics Drama Inspirational

ମାଆ ସିନା ସ୍ନେହ-ମମତାର ଖଣି ଧୈର୍ଯ୍ୟର ପାହାଡ଼ ପିତା , ଦୁଃଖ,ଦୁର୍ଦ୍ଦିନରେ ଛାତି ଭାରି ଦମ୍ଭ ଥାଏ ସାରା ଘର ଚିନ୍ତ...

1    121 7

ଫୁଲ ରାଇଜର 'ପରୀ'

Action Others

ଭାରି ମନଲୋଭା ରୂପ,ବାସ ଯେଣୁ ଗାଆଁଠୁ ସହର ସବୁଠେଇଁ , ଅପରୂପା ଏଇ ମଲ୍ଲୀଫୁଲଟିର କୁହ କେ ଆଦର କରେ ନାହିଁ !

1    133 9

ଲାଜରେ ହେଲିଣି ନାଲି

Others

ଚାରିଆଡ଼ ଖାଲି ଦିଶେ କୃଷ୍ଣମୟ ଏଥକୁ ମୋ ଭାରି ଡର , ତୁମ ସାଥେ ଭାବ ଅଛି ବୋଲି ଜାଣି ଉଜୁଡ଼ିବ କାଳେ ଘର

1    121 9

କରିଅଛି ବାରଓଷା

Others

ସବୁବେଳେ କିନ୍ତୁ ତୋ କୁଶଳ ଇଛି କରିଅଛି ବାରଓଷା , ଭଲ ମଣିଷଟେ ହୋଇ ତୁ ଯେମିତି ପୂରେଇବୁ ମୋର ଆଶା

1    126 9

ଏଇ ଆଶା ଅଛି କରି

Action Inspirational

ତୁମ ପାଇଁ ମୋର ମନେ ସୀମାହୀନ ସନମାନ ଅଛି ପୂରି , ତୁମେ କିନ୍ତୁ ଟିକେ କଣେଇ ଚାହୁଁନ ଯେତେ ହୋଇଲେ ବି ଝୁରି ।

1    182 11

ଜୀବନର ଅନ୍ୟ ନାମ

Abstract Classics Inspirational

ଏବେବି ସମୟ ଅଛି ଚିନ୍ତାକର ବାରେ , ଏ ଦୁର୍ଲ୍ଲଭ ଜନ୍ମ ଆଉ ମିଳି ବି ନ ପାରେ !

1    914 7

ତୁମ ପ୍ରିୟସଖୀ କୃଷ୍ଣା

Classics Romance

ତୁମେ ଇଚ୍ଛାକଲେ ମୋ ଜୀବନ ପଥ, ଅନ୍ଧାର ନ ହୋଇ,ହେବ ଆଲୋକିତ! ତନୁ,ମନ ସଦା ହେବ ପୁଲକିତ ଝରିଲେ କରୁଣା ଜ୍ୟୋତ୍ସ୍ନା।

1    449 7

ହୋଇଗଲି ତୁମ ସାଥୀ

Romance

ରାଜା ହେଲେ ତୁମେ ରାଣୀ ହେବି ମୁହିଁ ରଙ୍କ ହେଲେ ହେବି ଦାସୀ , ଦଶଦିଗ ପାଳ ସାକ୍ଷୀ ରଖି ପରା ମନରେ ଥିଲି ମନାସି ।

1    872 9

ଘୋଷୁଛି ଆଜି ବି ଧରା

Action Inspirational

ବିଘ୍ନହର୍ତ୍ତା ବୋଲି ତୁମ ଆବାହନ କରିଲେ ଯେ ତିନି ଲୋକ, ପ୍ରସନ୍ନ ହୋଇକି ଅବିଳମ୍ବେ ଦେବ ନାଶୁଅଛ ତାଙ୍କ ଶୋକ

1    980 8

ଅମଳିନ ହେବ ଯଶ

Drama Inspirational

ସବୁରି ଅଧରେ ହସ ଫୁଟିଉଠୁ ଅନ୍ନ ଚିନ୍ତା ହେଉ ଶେଷ , ମାଆହୋଇ ଜନେ-ସାହା ହୋଇଲେ ଗୋ ଅମଳିନ ହେବ ଯଶ ।।

1    299 8

କି ଅପୂର୍ବ ଶୋଭା ଆହା ଲୋ

Others

ମୋ ସାଥିରେ ସଖୀ ଆ'ଆ ତୁ ସଅଳ, ହର,ଗୌରୀ ପାଇଁ ଗୁଂଥୁଥିବା ମାଳ । ଅରଖ,ଦୁଦୁରା,ଚମ୍ପା, କନିଅର ଆଣିଛନ୍ତି ତୋଳି ଯାହା ଲୋ

1    655 10

କୁହ-ସଖା ଯାଅ ବୋଲି

Others

ସତୀ ଶିରୋମଣି,ତୁମ ସଙ୍ଗ ଲଭି ହୋଇଅଛି ମୁହିଁ ଧନ୍ୟ , ମରତେ ରଚିଛ ,ଭିନ୍ନ ବଇକୁଣ୍ଠ କରିଛ ଯାତନା ଶୂନ୍ୟ ।

1    937 10

ଦିଶୁଅଛି ଜଳଜଳ

Drama Tragedy

ସେ ମୋହନ ବିନା ସାରା ଗୋପପୁର ହୋଇଯିବ ହତଶିରି , ଯମୁନାର କୂଳ, ଏ କଦମ୍ବ ମୂଳ ବୃନ୍ଦାବନ ହେବ ଝୁରି- ସବୁ,ଦିଶୁଅଛି ଜଳଜ...

1    1.3K 10

ସପନଟି ମିଠାମିଠା

Abstract Drama Inspirational

ସବୁକିଛି ଏଠି କୁହୁକ ପରିକା ମନସବୁ ହସହସ , ଆସିଲେ ଜାଣିବ ଆଉ ଯେତେ କଥା ମନ ଜାନେ ବସବସ ।

1    1.3K 10

ଶିଖାଏ ବଞ୍ଚିବା କଳା

Tragedy

ଜୀଇଁବାର ଏକ ଭିନ୍ନସ୍ଵାଦ ମୁହିଁ ଚାଖିଲି ସେବେଠୁ ପରା, ଆଶାହରା ସବୁ ଗୋପୀମାନଙ୍କୁ ମୁଁ ଶିଖାଏ ବଞ୍ଚିବା ଧାରା ।

1    1.3K 9

ଯାଇଅଛି ସରି

Tragedy

ତୁମେ ଗଲାଦିନୁ ମୁହିଁ ସାରିଛି ତ ମରି , ସବୁ ଆଶା,ଭରସା ମୋ ଯାଇଅଛି ସରି

1    254 10

ଗୋରା ରଙ୍ଗ ଗଲା ଉଡ଼ି

Drama Romance

ରାଜାପୁଅ ବୋଲି ଏଡ଼ିକି ବହପ ଦିନୁ ଦିନ ଯାଏ ବଢ଼ି , ଯଶୋଦା ମାଆଙ୍କୁ କହିଦେବି ଯାଇ ଦଉଡ଼ିରେ ଦେବେ ଭିଡ଼ି ।।

1    1.2K 5

ଭାଙ୍ଗ ଗହଳ

Drama Fantasy

ମାଉସୀ ମା' ବାଟେ ଭେଟି- ପୋଡ଼ପିଠା ଦେବେ ସେଠି, ଖାଇବ ଆନନ୍ଦେ ଅତି ଚଳ ଚଞ୍ଚଳ।

1    1.9K 8

ନେଇ ଯା' ମୋତେ

Tragedy

ଏ ଘୋର ମାୟା ସଂସାରେ , ଉଡ଼ି ଗଲାଣି ହଂସାରେ... ବେଳ ଥାଉଁ ଥାଉଁ ତେଣୁ-ଡାକୁଛି ତୋତେ ।(୧) ବାହୁଡେଇ ନେଇ ...

1    1.5K 5

ଅଜ୍ଞାନ ନାଶ

Children Classics Drama

ତୁମ ପରସାଦୁ ସଙ୍କଟ ଯାଉ , ମନ ସଦା ତୁମ ଚରଣେ ଥାଉ

1    3.1K 10

ମଜା ମୁଁ ପାଇଲି ଜଗା

Others

ଏତେ କାଳ ଧରି-ତୋତେ ଭଜିବାର ମଜା ମୁଁ ପାଇଲି ଜଗା , ଭାବି ନ ଥିଲି ମୋ ବିଶ୍ୱାସକୁ ଭାଙ୍ଗି ଦେବୁବୋଲି ମୋତେ ଦଗା

1    2.5K 7

ତୁମ ଆଗେ ଯାଇ କହେ

Drama Tragedy

କେ କାନ୍ଦି ଗଡ଼ିଲା, କା' ହଂସା ଉଡ଼ିଲା ତୁମର ଯାଉଛି କିସ , ଷାଠିଏ ପଉଟି ଖାଇଦେଇ ନିତି ହେଉଛ ତ ନାନା ବେଶ ।

1    2.6K 9

ସତରେ ଆସନ୍ତ ତୁମେ

Drama Romance

ସେତେବେଳେ କେଉଁ ବଇରୀ ଆସିକି ସହସା ହୋଇଲା ଠିଆ, ଆନନ୍ଦ ସାଗରୁ ଓଟାରି ଆଣିଲା ଭିଡିକରି ମୋର ହିଆ ।

1    2.7K 8

ଖସିକି ପଳାଏ ଲୁଚି

Others

ଆଉ କେବେ ଲୁଚିି ଯାଇ , ଗୁହାଳେ ଦୁହଁଇ ଗାଈ । କୁନି କୁନି ଯେତେ ବାଛୁରୀ ଲୋ ସତେ ଆସେ ପଘା ଖୋଲି ଦେଇ ।

1    2.5K 8

ରଖିଲନି କିଛି ବାକି

Classics Tragedy

ମନେ ଥିଲା ଯଦି ଏଡ଼ିକି କପଟ ଦେଉଥିଲ କିଆଁ ଆଶା , ମନ ମାରି ପଛେ ରହିଯାଇଥା'ନ୍ତି କହିଥିଲେ କଟୁଭାଷା

1    2.3K 8

ଏ ଚଗଲା ବୁଦ୍ଧି କମା

Others

ଝପଟି ଆ' ତାକୁ ଆକଟ କରିବୁ , ପଛରେ ନ ହେଲେ ମୋ ଦୋଷ ଧରିବୁ ।

1    4.8K 6

ଉଦ୍ଧରିଲା ସବୁ ସାଥୀ

Drama Fantasy

ଦଇତଟା ସାଥେ ଲଢେଇ କରିକି ଉଦ୍ଧରିଲା ସବୁ ସାଥୀ , ଆମ କହ୍ନେଇର ଜୟ ଗୀତିରେ ଲୋ, ଉଠିଲେଣି ସବୁ ମାତି ।

1    2.4K 4

ସାହାହେଉ ସଦା ମୋତେ

Action Inspirational

କେତେ ସଂକଟରୁ ଉଦ୍ଧରି ରଖିଛ ମନେ ରଖିଅଛି ସବୁ , ମାଆ ଗୋ,ତୁମରି ଆଶିଷ ବଳରେ ଆମେ ଦିବ୍ୟାନନ୍ଦ ଲଭୁ ।

1    2.5K 9

ଭାଙ୍ଗି ଦିଅନ୍ତି ତା' ଟାଣ

Others

ଶୁଣି ସେଇ ସ୍ଵନ,ଅସ୍ଥିର ଏ ମନ ବାରବାର ହୁଏ ଟାଣି , ଧାଇଁ ଯାଆନ୍ତି ମୁଁ ତାଆରି ପାଖକୁ ନାଆଁ ଡାକୁଛି ଯେ ଜାଣି

1    4.2K 9

ଥାଏ ତୋର ବାଟ ଚାହିଁ

Others

କେଉଁଦିନୁ ହେଲା ତୋ ସାଥିରେ ଭାବ ଭଲଭାବେ ମନେ ନାହିଁ । ତୁଉ ଜାଣିଥିଲେ ମନେ ପକେଇଦେ ମଉନ ରହନା ଚାହିଁ ।

1    4.1K 8

ହୁଅ ହେ ତୋଷ

Others

ଅଳପେ ସନ୍ତୋଷ ହୁଅ ଅଛି ପ୍ରବାଦ, ଦୂରକର ଏଣୁ ମୋର ସବୁ ପ୍ରମାଦ

1    4.2K 10

ବିଶ୍ବେ ବିରାଜିବ ଶାନ୍ତି

Action Classics Inspirational

ମଙ୍ଗଳ ଦାୟିନୀ ,ବରଦ ମୁଦ୍ରାରେ ଢାଳିଦେବେ ଶୁଭାଶିଷ , ତାଙ୍କ ସ୍ୱାଗତରେ ଝଲସି ଉଠିବ ପରା ଏଇ ଦଶ-ଦିଶ ।

1    3.6K 6

ସବୁ କିବା ଗୁଲିଗପ

Action Romance Tragedy

କିଛି ନ ଜାଣିଲାଭଳି କେତେଦିନ ରହିବୁ ବୁଲାଇ ମୁହଁ , ଏକାଥରେ ଖୋଲି କହୁନାହୁଁ କିଆଁ ତୁ ଏବେ କାହାର ନୁହଁ ।

1    4.6K 11

ରହିଛୁ ଆପଣା ଲାଭେ

Action Romance Tragedy

ଆଉ କିଏ ତୋତେ ଚିହ୍ନୁ ବା ନ ଚିହ୍ନୁ ଚିହ୍ନିଛି ମୁଁ ଭଲ ଭାବେ , ଆନ ଭଲ ମନ୍ଦ ତେଣିକି ରଖି ତୁ ରହିଛୁ ଆପଣା ଲାଭେ ।

1    4.2K 6

ଦେଲ ଏ ଦାରୁଣ ବ୍ୟଥା

Action Romance Tragedy

ସେଦିନ ତୁମକୁ ଖୋଲି କହିଥିଲି ମୋ ମନ ତଳର କଥା , ଏଡ଼ିକି ସଅଳ ଭୁଲିଯାଇ କିଆଁ ଦେଲ ଏ ଦାରୁଣ ବ୍ୟଥା ।

1    4.6K 7

ଲାଗନ୍ତା ବହୁତ ମଜା

Action Classics Inspirational

ଚନ୍ଦନଠୁଁ ବଳି ଧୂଳି-ମାଟି ତା'ର ବୋଳୁଥିଲି ପିଲାବେଳେ , ଭାରି ଇଚ୍ଛାହୁଏ,ଏଇ-ଲାଗେ ଥରେ ଗଡ଼ି ଯାଆନ୍ତି ତା' କୋଳେ । କୁ...

1    9.1K 10

ଅରଜିବ କେଉଁ ଯଶ

Action Romance Tragedy

ଆଖିଲୁହ ନିତି ଆଖିରେ ମାରି ଯେ ଓଠରୁ ଝରାଏ ହସ , ତାକୁ ଆଉ କେତେ ଦୁଃଖ ଦେଇ ତୁମେ ଅରଜିବ କେଉଁ ଯଶ !!

1    4.6K 10

ସତେ କି ସେ ମୋର ହେବ

Action Classics Drama

ଶରଧା ବାଲିରେ ଥରେ ଗଡ଼ାଇ ଆଣିବ ମୋତେ ଶ୍ରଦ୍ଧାରେ , ସେ କଳା ନିଧିରେ .... ମୁହିଁ-ଭୁଲିବି ସବୁ ବାଧାରେ । ...

1    4.6K 7

ଯାତକୁ ଡାକିଲୁ ନାହିଁ

Action Others Tragedy

ଦେଖିଥା'ନ୍ତି ବୁଲି ଆନନ୍ଦ ବଜାର ବଡ଼ଦାଣ୍ଡେ ଭକ୍ତ ହଜାର ହଜାର , ରଥ ଦଉଡ଼ିକୁ ଟାଣିଥା'ନ୍ତି ତୋର ଆଣ୍ଟକରି ସାଇଁ,ସାଇଁ ।

1    4.9K 6

ଏଡ଼େ ଛଳିଆ ତୁ ହେଲୁ

Action Drama Tragedy

ସେଥିପାଇଁ ଅବା ଆଡ଼ରୁଷା ହୋଇ ମୁହଁକୁ ବୁଲେଇ ନେଲୁ ; ଏଡ଼େ ଛଳିଆ ତୁ ହେଲୁ... ତୋ ଦର୍ଶନ ଆଶା-ଆଶାରେ ରହିଲା ପହୁଡ଼ ପକେଇ...

1    4.9K 11

ଉତ୍ତର ପାଇଛି ଅଧା

Classics Romance Tragedy

ଆଉ କିଏ ତୋତେ ନିନ୍ଦା କଲେ କିଆଁ ମୋତେ ହୁଏ ଏତେ ବାଧା , ନିଜକୁ ସେ କଥା ପଚାରି ପଚାରି ଉତ୍ତର ପାଇଛି ଅଧା.....

1    4.2K 7

କେ ଆଉ ଡାକିବ ତୋତେ

Fantasy Tragedy

ତୋ ଉପରେ ଏତେ ଭରସା କଲାରୁ ମୁହଁ ମୋଡୁଅଛୁ ମୋତେ , ଗୁମର ଯେତେକ ଖୋଲି କହିଦେବି କେ ଆଉ ଡାକିବ ତୋତେ.... କେ ଆଉ ଡ...

1    6.2K 10

କାହିଁକି ଏମିତି ହୁଏ

Others

ସବୁ ଜାଣି ତୁମେ ରହିଲେ ମଉନ , ଦୁଃଖୀ ଜନ ଦୁଃଖ ହେବ କି ନିଊନ ! କାହା ଆଗେ ଆଉ ପଚାରିବି ଯାଇ ଉତ୍ତର ବା ଦେବ କିଏ !

1    5.8K 8

ମନପୀଡ଼ା ମୋର ହୋଇବ ଊଣା

Others Romance Tragedy

ମୋ ମାନସ ପଟେ ଉଙ୍କିମାରେ ସଦା ତାଙ୍କର ସେ ମନମୋହନ ଛବି, ଏ ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ସତେ ଥରୁଟିଏ ତାଙ୍କ ଦେଖା ପାଇବ...

1    6.4K 7

ଧରାଦିଅ ମୋତେ ବାରେ

Action Romance Tragedy

ଧରାଦିଅ ମୋତେ ବାରେ ; ଭାରି ଇଚ୍ଛାହୁଏ ତୁମରି ପରଶ ପାଇବାକୁ ଖାଲି ଥରେ ।

1    6.2K 8

ଆଣେ ସୁଖ ପସରା

Action

କ୍ଷେତମାଳେ ଧାନପାଚି କେରିକେରି ଝୁଲୁଛି , ଚାଷୀଭାଇ ମନଟା ତ ଆନନ୍ଦରେ ଫୁଲୁଚି । ଗଜଲକ୍ଷ୍ମୀ ପୂଜା ଆଉ ଦୀପାବଳି ପର...

1    11.3K 8

ଦୂରେଇକି କିଆଁ ରୁହ

Romance Tragedy

ତୁମଲାଗି ଯଦି ଗଢ଼ା ଏ ଜୀବନ ଦୂରେଇକି କିଆଁ ରୁହ , ମୁଁ ଏଠି ତୁମକୁ ଝୁରି ହେଉଥିଲେ କେମିତି ପାଇବି କୁହ !!

1    6.5K 10

ତୋତେ ମୋତେ ସିନା ଜଣା

Others

ତୋ ମୋ ଭିତରେ ଯେଉଁ ଭାବଅଛି ତୋତେ ମୋତେ ସିନା ଜଣା , ଆଉ କା' ନଜରେ ଧରାପଡ଼ିଗଲେ ଅପବାଦେ ହେବ ଗଣା ।

1    7.3K 7

ଆସ ସଅଳ

Action Tragedy

ଛପନ ଭୋଗ ସୁଆଦ , ମଧୁର ଗୀତଗୋବିନ୍ଦ ! ଭୁଲିଗଲ କି ଯା' ଲାଗି , ହୁଅ ବିହ୍ଵଳ ।(୨) ଆସ ସଅଳ...

1    6.9K 12

ଅବସାଦ ଯାଉ ମୋର

Action Romance Tragedy

ଥରୁଟିଏ ଯଦି ତୁମକୁ ପାଆନ୍ତି , ମୁନିଜନ ଲୋଭା-ଶୋଭାକୁ ଚାହାଁନ୍ତି ; ମନକଥା ସବୁ ଖୋଲି ମୁଁ କହନ୍ତି ଭୁଲନ୍ତି ଯାତନା ଘୋ...

1    6.7K 8

ରାଧାବିନା କୃଷ୍ଣ ଅଧା

Others

ହେ ମୋହନ ତୁମେ ଜାଣିନାହଁ କିବା ରାଧାବିନା କୃଷ୍ଣ ଅଧା , ତଥାପି କେମିତି ଅପବାଦ ତାଙ୍କୁ ଦିଏ ଗୋପପୁର ସଦା !

1    6.7K 8

କେ ତୁମ ଅଧିକ ପ୍ରିୟ

Others

ମୋ ଶ୍ଵାସ,ପ୍ରଶ୍ଵାସ,ମନ ଓ ପ୍ରାଣକୁ- ସମର୍ପି ଦେଇଛି କେବଳ ତୁମକୁ , ବାକିଅଛି ଏହା କିବା ବୁଝିବାକୁ ମଉନ ନ ରହ...

1    7.3K 13

କି ଗୁଣ ଆ'ପାଶେ ଦିଶିଲା

Drama

କେଡ଼େ ଛନ୍ଦ ଇଏ ଜାଣିଛି ଲୋ ସହି , କହିଲେ ତା' ଗୁଣ ରାତି ଯିବ ପାହି ।

1    7.2K 10

ଦଇବଟି ଏକା ସାହା

Romance Tragedy

ମାନ ତେଜିବାକୁ କହୁଛ ଯା' ମୋତେ କେମିତି ତେଜିବି ତାହା , ଆଗୁଁ କେତେବାର କଥାଦେଇ ପରା ଭଣ୍ଡିଅଛ ଆହେ ନାହା ।

1    7.0K 12

ହେଇ ପରା ଏବେ ଆସିଲା

Action Romance

ଗାଈଗୋଠ ନେଇ-ବନରୁ କହ୍ନେଇ ହେଇପରା ଏବେ ଆସିଲା , କଣେଇ କଣେଇ-ଇଆଡ଼େ ଅନେଇ ମୁରୁକି ମୁରୁକି ହସିଲା ।

1    7.0K 6

ଦିବ୍ୟାନନ୍ଦେ ମାତି ଯାଅ

Action Others

ସେତୁବନ୍ଧ ବାନ୍ଧି,ଶ୍ରୀ ପୁରୁଷୋତ୍ତମ ନାଶିଲେ ଦଇତ କୁଳ , ଉଦ୍ଧରିଲେ ତହୁଁ ମହାସତୀଙ୍କୁ ସେ କରି,କପି-ସେନା ଠୁଳ ।

1    6.9K 12

ମରମ ହୋଇଲା ଦହି

Romance

ଅନ୍ତରରେ ତୁମ ମୋହନ ମୂରତି ଉଠୁଥିଲା ଖାଲି ନାଚି , ହେଇ ଆସିଯିବ,ବାରବାର ଯେହ୍ନେ କହୁଥିଲା କିଏ ଯାଚି ।

1    6.9K 9

ଏତେ କଥା ତା'ର ମନେଥିଲା

Others

ବକଟେ ପିଲା ସେ ଏ କି କଲା - ଏତେକଥା ତା'ର ମନେ ଥିଲା , ସାଥୀମେଳେ ସେ ତ ଲୁଚି-ଛପି ଆସି ମୋ-ଲହୁଣୀ ମାଠିଆ ଭାଙ୍ଗିଦେଲା ...

1    6.6K 6

ଆହେ ସର୍ବ ଶକ୍ତିମାନ

Inspirational

ତୁମ ପ୍ରୀତିଅର୍ଥେ କରମ କରୁଛି ରଖି ପୂର୍ବକଥା ଧ୍ୟାନ , ତ୍ୟାଗ କରିଅଛି ମାନସ ପଟରୁ ଗର୍ବ,ଦମ୍ଭ-ଅଭିମାନ ।

1    7.0K 11

ମୋ ଅଗଣାକୁ ଆ'....

Others

ମୋଅ ଅଗଣାକୁ ଆ'...ଆ ଥରେ କାହ୍ନୁ ଦୁଧ,ଦହି,ସର ଖା'... ମନ ହରଷରେ-ମଧୁର ତାନରେ ମୁରଲୀ ବଜେଇ ଯା'...

1    13.0K 9

ତୁମକୁ ଦେଇଛି ମନ

Romance

ଏ ଆଶା-ଭରସା ମୂଲ୍ୟରଖି ତୁମେ ହୁଅବାରେ ପରସନ , ମୋହ ପ୍ରତୀକ୍ଷାର ଅନ୍ତ କରି-ଦେବ ଦିଅବାରେ ଦରଶନ ।

1    7.0K 7

ମୋ ମନ ଚଞ୍ଚଳ ହୁଏ

Abstract Romance

ବୃନ୍ଦାବନେ ତୁମ ବଇଁଶୀ ବାଜିଲେ ମୋ ମନ ଚଞ୍ଚଳ ହୁଏ , କାହା ଆକଟକୁ ଖାତର ନ କରି ସଅଳ ପାଶକୁ ଧାଏଁ ।

1    6.9K 12

ଜଳି ନ ଥା'ନ୍ତି ମୁଁ ତିଳେ

Fantasy Romance

ସବୁ ଜାଣି ତୁମେ ଅଜଣା ରହୁଛ ଇଏ କି ପାଉଛି ଶୋଭା , ସନ୍ଦେହ ଉପୁଜେ-ମୋ ଲାଗି ଦରଦ ହୃଦୟରେ ନାହିଁ କିବା

1    7.0K 12

ହେ ଦରଦୀ ବନ୍ଧୁ

Romance Tragedy

ତଥାପି କାହିଁକି ତୁମେ ବେ-ଦରଦୀ ମୋ ଠାରୁ ରହୁଛ ଦୂରେ , ତୁମବିନା ମୁଁ ଯେ ପୂରା ହତଶିରି ନିରେଖିକି ଦେଖ ବାରେ ।

1    6.7K 14

ତତେ ଖୋଜି ଗଲା ବେଳ

Abstract Drama

କେଉଁଠି ଅଛୁ ତୁ ଆ'...ଆ... ନୋହିଲେ ମୁଁ ଆମ ଘରକୁ ଯାଉଛି ଡାକିଲାଣି ତେଣେ ମାଆ ।

1    7.3K 9

ନିଶି ହେଉଅଛି ଶେଷ

Others

ଛାଡି ମୋ ଅଞ୍ଚଳ,ହୁଅ ହେ ଚଞ୍ଚଳ ନିଶି ହେଉଅଛି ଶେଷ , ତୁମରି ସକାଶେ ସାଜିଅଛି ପରା ଏ ଅଭିସାରିକା ବେଶ ।

1    6.8K 8

ପାସୋରିଲି ଯେତେ ରଙ୍ଗ

Romance

କାହାକୁ କହିବି ଖୋଲି , ନିଜକୁ ପାସୋରି ଆଉ ଜଣକୁ ମୁଁ ମନ ଦେଇଅଛି ବୋଲି

1    14.0K 10

ଏବେ କିନ୍ତୁ କହିଦେଲି

Romance

ତୁମ ହସ ମୋତେ ବଶ କରିଦେଲା, ଆଖି ନେଇଗଲା ଟାଣି, କେବେ ଦେଇଦେଲି ଏ ମନ ତୁମକୁ ପାରିଲିନି ଜମା ଜାଣି ; ତୁମ ...

1    7.1K 12

ନିଦ ମୋ ଚୋରେଇ ନେଲା

Romance

ଶୋଚନା ତେଣିକି ରଖିଦେଇଅଛି ମିଳୁ ବା ନ ମିଳୁ ଲାଭ - ମନେ ରାଜୁ ମୋହନ ରୂପ ; ଦୂର ହେଉ ଏ ହୃଦୟ ତାପ ।

1    7.1K 9

ବାରତା ଯାଉଛି ଘରୁ

Others Romance

ରାଣ ରହିଲା ,ମୋ ପ୍ରତୀକ୍ଷା କରିବୁ ଜଣାଇଲି ମନକଥା , ଆଉ କାହା ହାତଧରି ଯିବାଲାଗି ଆଣିବୁନି ଜମା ଚିନ୍ତା ।

1    6.9K 8

ମୋ ନିଦ ଚୋରେଇ ନେଲା

Others

କେଡ଼େ ଭରସାରେ ଅସୀମ ଆଶାରେ ଧରିଥିଲି ତା'ର ପାଦ , ଜାଣେନା କି ଲାଗି ଅଣହେଳା କଲା ମୋହ ସାଥେ କରି ବାଦ - ଚିହ୍ନିବା ...

1    6.5K 5

ଆଶିଷ ଦେଉଛି ଢାଳି

Inspirational

ପରିବାର ସାରା ଲୋକଙ୍କ ମୁହଁରେ ଖୁସି ହେଉଥିଲା ବାରି , ପାକେଇ ପାଟିରେ ଆଈମା' ହସିଲା ବାରବାର କିରି କିରି ।

1    13.3K 7

ଝଡ ଦିଅ ରଚେଇ

Romance

କଟି ଦୋହଲାଇ ଯେବେ ଛାଟି ଦିଅ କବରୀ , ଜୁଡାର ରଜନୀଗନ୍ଧା ବାସ ଯାଏ ବିତରି । କେଡ଼େ ବାଗେ ବିହି ସତେ ...

1    7.2K 7

ପର ଚରଚା

Comedy Drama

ସେ କଥାକୁ ଶୁଣି ମୋର ସହଚରୀ ଯେତେ , ମୁଖେ କାନି ଦେଇ ହେଲେ ହସା ହସି କେତେ- ସେଇଦିନୁ ସାଙ୍ଗ ସୁଖ ସରିଗଲା ମୋର , ପର...

1    7.1K 16

କଥାଟିଏ କହୁଁ କଥାଟିଏ-୨

Action Inspirational

ବୀର ,ସ୍ୱାଭିମାନି,ଆଦର୍ଶର ଖଣି ତ୍ୟାଗର ସେ ପ୍ରତିମୂର୍ତ୍ତି , ଓଡ଼ିଶାବାସୀଙ୍କ ହୃଦୟକୁ ଜିଣି ହୋଇଥିଲେ ମୁଖ୍ୟମନ୍ତ୍...

1    7.1K 8

କଥାଟିଏ କହୁଁ କଥାଟିଏ

Action Inspirational Others

ତାଙ୍କ ଯଶ-କୀର୍ତ୍ତୀ ଗଲା ରହି, ଗାଉଅଛି ଯାହା ସାରା ମହୀ- ମାନବ ଭିତରେ ମହାମାନବ ସେ, 'ବିଜୁବାବୁ' ଆମ ଦେଲି କହି ।

1    7.4K 13

ସାଧବ ବୋହୂ

Others

ବତାଇବୁ ପୁଣି ସେଇ କଥାଟି , କି ମହାନ ଥିଲା କଳିଙ୍ଗ ମାଟି- କହିବୁ ସେ କାଳ କଥା ; ଓଡ଼ିଆ ପୁଅଟି ଗରବେ କେମିତି ...

1    7.2K 9

ଜହ୍ନି ଫୁଲ ହସୁଛି

Inspirational

ସଉଭାଗ୍ୟବତୀ ମାଆ କରିଦିଅ ଆମକୁ , ଭକତିରେ ପୂଜି ଆମେ ଡାକୁଛୁ ତୋ ନାମକୁ ।

1    7.3K 12

ମୁଁ କି ନୁହେଁ ଆପଣାର

Others Romance

ହୃଦୟର କଥା ଖୋଲି କୁହ ଥରେ ମୁଁ କି ନୁହେଁ ଆପଣାର, କେଉଁ ଅପରାଧେ ମୋତେ ଆଗୋ ରାଧେ ମଣୁଅଛ ସାତ ପର ।

1    7.0K 9

ଜଗି ରହିଥାନ୍ତୁ ଛାଇଟି ଭଳି

Action Inspirational

ବିଭୁଙ୍କ ଚରଣେ ଏତିକି ଅଳି, ଜଗିରହିଥା'ନ୍ତୁ ଛାଇଟି ଭଳି।

1    1.4K 12

ଇଏ ଜମା ଭଲ ନୁହଁ

Drama Romance Tragedy

ମାନ ତେଜ ଏବେ ଆଗୋ ମାନମୟୀ ହୃଦୟ ହେଲାଣି ଦହି, ଦୁନିଆ ଭାରଠୁଁ ତୁମ ମାନ ଭାରୀ ଆଉ ନ ପାରିବି ସହି।

1    1.6K 12

ଗୁପତ କଥା

Comedy

ଏବେ ଟିକେ ଖାଲି ଘରକୁ ଚାଲ ; ଛଡେଇବି ଯେତେ ଫିସାଦିଆ ବୁଦ୍ଧି ଭାଇ-ଭଉଣୀଙ୍କ ବୁଝିବି ହାଲ ।

2    7.1K 12

ମୁକ୍ତିପଥର ଯାତ୍ରୀ

Classics Inspirational

ମୁକ୍ତି ପଥର ଯାତ୍ରୀ-ମୁଁ ଏବେ ମୁକ୍ତି ପଥର ଯାତ୍ରୀ, ଯୁକ୍ତି କରିକି ତୃପ୍ତି ଚାହେଁନା ...

1    6.8K 12

ମନାସି ଥିଲି ଏ ବ୍ରତ

Romance

ତା'ର ସେଇ ହୀନ ଉଦ୍ୟମକୁ କେବେ ନ ମିଳୁ ଯେ ସଫଳତା , ସକଳ ଆପଦ,ବିପଦୁ ତୁମକୁ ରଖନ୍ତୁ ସେ ଗୌରୀମାତା ।

1    7.2K 9

କରମ ମୋର ଫଟା

Comedy

ସେଇଦିନ ଠାରୁ କେବେ କରିନି ମୁଁ ରଡି- ଶାଶୁ,ଶ୍ୱଶୁରଙ୍କୁ ଏକା ଯିବାଲାଗି ଛାଡି ।।

2    6.8K 7

ଝୁରି ହେଲି ତୁମ ପାଇଁ

Tragedy

ଖାଆଁ ,ଖାଁ ଲାଗିଲା ଯମୁନାର ତଟ କୁଞ୍ଜବନ ଶିରିହୀନ , କୋଟି ଯୁଗପ୍ରାୟ ମନେହେଲା ପରା ମୋତେ ସାରା ରାତି ଦିନ ।।

1    6.9K 12

ଭାରି ହୁନ୍ଦର ସେ ଜାଣେ

Fantasy Inspirational

ବନ୍ଧୁଭାବେ ତାକୁ ଭାବରେ ଡାକିଲେ ସିଏ ବି ଆପଣା ମଣେ , କିଏ ସାନ, ବଡ଼-ଧନୀ କି ଗରିବ ଏ କଥା ମନେ ନ ଆଣେ ।।

1    7.0K 11

କହିଲି ମନ ଖୋଲି

Classics Inspirational Romance

ଜାଣିଲି ଯେବେ ତୁମକୁ ମୁହିଁ ଜଗତନାଥ ବୋଲି, ଭରସା କରି କହିଲି ତେଣୁ ମୋ ମନ କଥା ଖୋଲି।।

1    7.0K 11

ସୁଭଦ୍ରା ଭଉଣୀ ସାଜି

Inspirational Others

ଦୂରେ ଥାଏ ଅବା ଥାଏ ମୁଁ ନିକଟେ ହେ ମୋ ପ୍ରାଣପ୍ରିୟ ଭାଇ , ଦୁନିଆର ସବୁ ବିପଦ-ଆପଦୁ ତୁମକୁ ରଖନ୍ତୁ ସାଇଁ ।

1    6.9K 8

ଭାରି ଉଚ୍ଚ କପାଳି

Fantasy Inspirational

ଏ କଥାକୁ ହେଜ ରଖି ହସି ସେ ତ ଲୋଟଇ, ସେ ମହତ ଗୁଣ ଲାଗି ଶିବ ଶିରେ ଲୋଟଇ ।

1    7.2K 12

ଆଗକୁ ବି ରଖିଥିବି

Inspirational

ଏ କଥାକୁ ସଦା ହେଜ ରଖିଅଛି ଆଗକୁ ବି ରଖିଥିବି , ତାଙ୍କ ରୂପ ଧ୍ୟାୟୀ,ଗୁଣ ଯେତେ ଗାଇ ବାକି ଦିନ ବିତାଇବି।।

1    6.9K 7

ଜନମ ଦିନର ଶୁଭକାମନା

Action Drama

ମିଳୁ ସଉଭାଗ୍ୟ,ସୁଖ ଓ ସନ୍ତୋଷ ଦୂରହେଉ ଯେତେ ବାଧା, କରୁଣାମୟଙ୍କ ଅପାର କରୁଣା ଥାଉ ପାଖେ ତୋର ସଦା ।

1    6.8K 13

ଆସୁଛନ୍ତି ମାଆ ମରତକୁ

Drama Inspirational

ଶକ୍ତିମୟୀ ଯେବେ କରୁଣା କରିବେ ଦୁଃଖ,ଶୋକ ସବୁ ଯିବ ଚାଲି , ସାରା ଜଗତରେ ଶାନ୍ତି ବିରାଜିବ ସୁଖ,ସଉଭାଗ୍ୟ ଥିବ ଖାଲି ।

1    7.4K 8

କି କରିବି ବୁଦ୍ଧି ଦେଖା

Classics Romance

ମୁହଁସଞ୍ଜବେଳେ ଯମୁନା କୂଳକୁ ଯାଇଥିଲି ସଖି ଏକା , ଅଚାନକ ସେଠି ନନ୍ଦ ପୁଅ ସଙ୍ଗେ ହୋଇଗଲା ମୋର ଦେଖା ।

1    7.5K 10

ଆ'.. ଆ ମୋ ପାଶକୁ ଧାଇଁ

Classics Drama Fantasy

ଅଖଣ୍ଡ ଭରସା ରଖିଅଛି ମୁହିଁ , ତୋହ ଦରଶନ କରିବାର ପାଇଁ ; ଭାଙ୍ଗନା, ଭାଙ୍ଗନା ସେ ଆଶା ଟିକକ ପର କଲେ ଯିବି କାହିଁ ।

1    7.0K 16

ସେନେହର ଦିବ୍ୟ ଧାରା

Classics Inspirational

ସିଏ ଆମ ବନ୍ଧୁ,ପରମ ହିତୈଷୀ ଆଦର୍ଶର ପ୍ରତିମୂର୍ତ୍ତି , ତାଙ୍କରି ପ୍ରେରଣା, ଉତ୍ସାହରେ ବଢ଼ି ଅର୍ଜନ୍ତି ସମାଜେ କୀର୍ତ୍ତି...

1    7.1K 12

କର ତୁମେ କଉତୁକ

Others

ଧରଣୀ ମାତାର ମିନତିକୁ ରଖି ଧର୍ମ ସଂସ୍ଥାପନ ପାଇଁ , ସରଗ ରାଇଜୁ ଅବତରିଲ ଯେ ସୁକୋମଳ ଶିଶୁ ହୋଇ ।

1    7.0K 10

ବଡ ହେଲେ ମୁହିଁ ସୈନିକ ହେବି

Inspirational

ଭାବନା ତାଙ୍କର ହେବାକୁ ସତ , ଦେବିନାହିଁ ନେଲି ବଜ୍ର ଶପଥ । ଏ ମାଟି ମାଆର ସୁରକ୍ଷା ଲାଗି , ବଡ଼ ହେଲେ ମୁହିଁ ସୈନିକ ହେ...

1    7.2K 16

ତୋ ସୁଖରେ ମୋର ସୁଖ

Classics Inspirational Others

ମୋ ସୁଖ ସପନ, ଆରେ ପ୍ରାଣଧନ ତୋ ସୁଖରେ ମୋର ସୁଖ, ଜୀଇଁଥିବା ଯାଏ ଶୁଭ ମନାସିବି ଭୁଲିଯାଇ ସବୁ ଦୁଃଖ ।"

1    13.0K 14

ନୁହେଁ କଳନା କରି

Action Inspirational

ଅମର ମଧ୍ୟେ ଅମର ସିଏ ନ ଜାଣେ ତାଙ୍କୁ କିଏ , ଜ୍ଞାନ-ଗୁଣର ସାଗର ପରା ହନୁମାନଟି ସିଏ ।

1    7.6K 17

ଆହେ ମୋର ପ୍ରିୟତମ

Classics Romance Tragedy

ଯେବେ ତୁମ ସହ ଭେଟ ହୁଏନାହିଁ ମୁରଲୀ ବଜାଇ ଡାକ, ମୁଁ ଏକା ତୁମର ତୁମେ ଅଟ ମୋର ଜଣାଅ ଦୁନିଆ ଯାକ ।

1    7.0K 18