କିଛି ନୂଆ କରି ଦେଖେଇବାର ପ୍ରୟାସ.. ପାଠ ସାଠ ପଢ଼ା ପିଲା ମୂର୍ଖ ଭାବିବନି, ଖରାପ ଲାଗିଲେ ମୋ କଥା Plz ରାଗିବନି... #D_BbL 💕.. 😉
ଶେଷ କଲ୍ ଶେଷ କଲ୍
ମିସ୍ ୟୁ ବୋଉ ମିସ୍ ୟୁ ବୋଉ
ଆଜି ବି ଝୁରୁଚି ତୁମକୁ ଏ ମାଟି ଆଜି ବି ଝୁରୁଚି ତୁମକୁ ଏ ମାଟି
'' ସମ୍ପର୍କ ହୃଦୟର '' '' ସମ୍ପର୍କ ହୃଦୟର ''
ନିଜ ପାଇଁ ମା ଦରକାର, ଭଉଣୀ ଦରକାର, ସ୍ତ୍ରୀ ବି ଦରକାର, ନିଜ ପାଇଁ ମା ଦରକାର, ଭଉଣୀ ଦରକାର, ସ୍ତ୍ରୀ ବି ଦରକାର,
ଯାହା କୋଳରେ ସରଗ ଠୁ ବି ଅଧିକ ସୁଖ ଥାଏ, ଯାହାର ପଣତ କାନି ବଡ଼ ଦେଉଳର ନେତ ପରି ଆମକୁ ଲାଗେ ସେ ଆମ ମା ଯାହା କୋଳରେ ସରଗ ଠୁ ବି ଅଧିକ ସୁଖ ଥାଏ, ଯାହାର ପଣତ କାନି ବଡ଼ ଦେଉଳର ନେତ ପରି ଆମକୁ ଲାଗେ...
ମା ଙ୍କ ଆଶୀର୍ବାଦ ବିନା ଆମେ କିଛି ବି କରି ପାରିବା ନାହିଁ । ତେଣୁ ସବୁବେଳେ ନିଜ ମା ଙ୍କୁ ଭଲ.... ମା ଙ୍କ ଆଶୀର୍ବାଦ ବିନା ଆମେ କିଛି ବି କରି ପାରିବା ନାହିଁ । ତେଣୁ ସବୁବେଳେ ନିଜ ମା ଙ୍କୁ ଭଲ...
ଏ ଫୁଲ ବି ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି, କାହିଁକି ନା ଲୋକ ମାନେ ଏବେ ରଙ୍ଗ ବେରଙ୍ଗର ଫୁଲ ଆଉ ଗୋଲାପ ପଛରେ ପାଗଳ ... ଏ ଫୁଲ ବି ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି, କାହିଁକି ନା ଲୋକ ମାନେ ଏବେ ରଙ୍ଗ ବେରଙ୍ଗର ଫୁଲ...
ସମସ୍ତେ ଏଠି ସୁନ୍ଦର ଚେହେରା କୁ ଦେଖି ପ୍ରେମ କରନ୍ତି କେହି ଏଠି ସୁନ୍ଦର ହୃଦୟ କୁ ଦେଖୁ ନାହାନ୍ତି, ଗ ସମସ୍ତେ ଏଠି ସୁନ୍ଦର ଚେହେରା କୁ ଦେଖି ପ୍ରେମ କରନ୍ତି କେହି ଏଠି ସୁନ୍ଦର ହୃଦୟ କୁ ଦେଖୁ ନା...
ମୁଁ ତ ତମ ମୁହଁ ରୁ ଏହି କଥା ପଦେ ଶୁଣିବା ପାଇଁ କେବେଠୁ ଅପେକ୍ଷା କରି ରହିଥିଲି.. ମୁଁ ବି ତମକୁ ବହୁତ୍ ଭଲ ପାଏ ମୁଁ ତ ତମ ମୁହଁ ରୁ ଏହି କଥା ପଦେ ଶୁଣିବା ପାଇଁ କେବେଠୁ ଅପେକ୍ଷା କରି ରହିଥିଲି.. ମୁଁ ବି ...