କିଛି ନୂଆ କରି ଦେଖେଇବାର ପ୍ରୟାସ.. ପାଠ ସାଠ ପଢ଼ା ପିଲା ମୂର୍ଖ ଭାବିବନି, ଖରାପ ଲାଗିଲେ ମୋ କଥା Plz ରାଗିବନି... #D_BbL 💕.. 😉
Share with friends
ଯଦି କେବେ କାହାର ଭଲ କରି ପାରୁନାହଁ ତାହେଲେ କାହାର କେବେ ଖରାପ କରିବା ପାଇଁ ବି ଚେଷ୍ଟା କରନ୍ତୁ ନାହିଁ କାହିଁକିନା ମଣିଷ ଭିତରେ ଦୟା ବୋଲି କିଛି ରହିବା ଆବଶ୍ୟକ..
ଜୀବନରେ ଗୋଟିଏ ହିଁ ଲକ୍ଷ୍ୟ ରଖନ୍ତୁ.. ପ୍ରଲୋଭନ ରେ ପଡ଼ି ନିଜ ଜୀବନର ଲକ୍ଷ୍ଯ କୁ କେବେ ହେଲେ ବି ବଦଳାନ୍ତୁ ନାହିଁ ନହେଲେ ଆଗକୁ ଅନେକ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ..