Love writing poems and short stories in HINDI & ODIA
ଝରିପଡୁ ହରି ତବ କୃପା ବାରି ବରଷା ର ଧାର ହୋଇ କ୍ଳେଶ ଦ୍ଵେଷ ତ୍ରାସ ଯେତେ ପୀତବାସ ଆଶିଷେ ଦିଅ ହେ ଧୋଇ ଝରିପଡୁ ହରି ତବ କୃପା ବାରି ବରଷା ର ଧାର ହୋଇ କ୍ଳେଶ ଦ୍ଵେଷ ତ୍ରାସ ଯେତେ ପୀତବାସ ଆଶିଷେ ଦିଅ ହ...
ସମସ୍ତେ କହନ୍ତି ବୟସ ଟା
ଏକ ସାଂକ୍ଷିକ ଗଣନା କେବଳ ,
ମାତ୍ର ଏହି ସଂକ୍ଷା ଯେବେ ଡେଇଁଯାଏ ଅଶୀ<br... ସମସ୍ତେ କହନ୍ତି ବୟସ ଟା
ଏକ ସାଂକ୍ଷିକ ଗଣନା କେବଳ ,
ମାତ୍ର ଏହି ସଂକ୍ଷା...
କଳାକାଞ୍ଚନ ହେ ...ତୁମ ସାଥେ ମୋର
ସମ୍ପର୍କ ନୋହୁ ସେମିତି
ଚୁକ୍ତି-ଜଡ଼ିତ ପ୍ରାପ୍ତି-ପୂର... କଳାକାଞ୍ଚନ ହେ ...ତୁମ ସାଥେ ମୋର
ସମ୍ପର୍କ ନୋହୁ ସେମିତି
ଚୁକ୍ତି-ଜଡ଼ି...
ଦେଖିଛ କି କାହିଁ କୁହ କବି କେବେ କେଉଁ ଓଢଣୀ ତଳର ଆଖି ? କଳିଛି କି କଲମ ତୁମର କେବେ ସେ ଆଖିର ଅକଳ ଅକୁହା ଆକୁଳତା ଦେଖିଛ କି କାହିଁ କୁହ କବି କେବେ କେଉଁ ଓଢଣୀ ତଳର ଆଖି ? କଳିଛି କି କଲମ ତୁମର କେବେ ସେ ଆଖିର ଅ...
ଏଥର ବି ତୁମେ ଆସିଲନି ବର୍ଷା !
ଭାବିଥିଲି ଆସିଯିବ କାଳେ
ଆସୁଥିଲ ଆଗରୁ ଯେମିତି
ଭିଜା ଭିଜା ପଣତକୁ ଏଥର ବି ତୁମେ ଆସିଲନି ବର୍ଷା !
ଭାବିଥିଲି ଆସିଯିବ କାଳେ
ଆସୁଥିଲ ଆଗରୁ ଯେମିତି...
ଆସ ଫେରିଆସ ଆସ ଫେରିଆସ
ଅମାନିଆଁ ସମୟକୁ ଅମାନିଆଁ ସମୟକୁ
ଡାକେ କିଏ ହାତ ଠାରି ଡାକେ କିଏ ହାତ ଠାରି
ଏ କାଳେ ଅକାଳ କରି କୃପାବଳ ହୋଇଲୁ ନାଥ ବିମୁଖ କରୁଣା କଣା ରୁ ଊଣା କରିବାକୁ ଭାବି କି ଅଭାବ କରୁଛୁ।। ଏ କାଳେ ଅକାଳ କରି କୃପାବଳ ହୋଇଲୁ ନାଥ ବିମୁଖ କରୁଣା କଣା ରୁ ଊଣା କରିବାକୁ ଭାବି କ...
ଏକାଥରେ ଜଳିଯିବା ପାଇଁ ଏକାଥରେ ଜଳିଯିବା ପାଇଁ