Love writing poems and short stories in HINDI & ODIA
ହେ ସ୍ୱପ୍ନ ! ଆସନା ତୁମେ ଆଉ ରାତ୍ରିର ଅନ୍ତିମ ପ୍ରହରରେ ରୋମାଂଚିତ କରନାହିଁ ସଙ୍କୁଚିତ ଜୀବନକୁ ମୋର ହେ ସ୍ୱପ୍ନ ! ଆସନା ତୁମେ ଆଉ ରାତ୍ରିର ଅନ୍ତିମ ପ୍ରହରରେ ରୋମାଂଚିତ କରନାହିଁ ସଙ୍କୁଚିତ ଜୀବନକ...
ସ୍ବାଧୀନତା ଯାହା ମୋ ଦୃଷ୍ଟିରେ
ତୁମ ଦୃଷ୍ଟିରେ ଏବଂ ଆମ ଦୃଷ୍ଟିରେ ,
ତାହା କଣ ସେମାନଙ୍କ ଦୃଷ୍ଟ... ସ୍ବାଧୀନତା ଯାହା ମୋ ଦୃଷ୍ଟିରେ
ତୁମ ଦୃଷ୍ଟିରେ ଏବଂ ଆମ ଦୃଷ୍ଟିରେ ,
ତା...
ନିଜେ ନିଜକୁ ଦେଖିବା ପାଇଁ ମୁଁ ଦେଖୁଛି ହଁ , ମୁଁ ବାରମ୍ବାର ଆଇନା ଦେଖୁଛି ।। ଆଖି ଦେଖିପାରେ ନାହିଁ ଭିତରକୁ ବୋଲି ଖୋ... ନିଜେ ନିଜକୁ ଦେଖିବା ପାଇଁ ମୁଁ ଦେଖୁଛି ହଁ , ମୁଁ ବାରମ୍ବାର ଆଇନା ଦେଖୁଛି ।। ଆଖି ଦେଖିପାରେ ...
ତୁମ ଆଖିରୁ ଝରୁଛି ମତୁଆଲି ନିଶା ଓଠରୁ ଝରୁଛି ମହୁ ଶବ୍ଦ ସବୁ ମୋର ହୁଅନ୍ତି କବିତା ତୁମ କଥା କହୁ କହୁ।। ତୁମ ଆଖିରୁ ଝରୁଛି ମତୁଆଲି ନିଶା ଓଠରୁ ଝରୁଛି ମହୁ ଶବ୍ଦ ସବୁ ମୋର ହୁଅନ୍ତି କବିତା ତୁମ କଥା କ...
ମୁଁ.... କିଛି ହଅଁ କିଛି ନା... କିଛି ନିଆଁ , କିଛି ଧୂଆଁ ଆଲୁଅ ଅଳପ ଅନ୍ଧାର ଅନେକ ବଇଶାଖୀ ଝାଞ୍ଜି ... ମୁଁ.... କିଛି ହଅଁ କିଛି ନା... କିଛି ନିଆଁ , କିଛି ଧୂଆଁ ଆଲୁଅ ଅଳପ ଅନ୍ଧାର ଅନେକ ...
ଆଜି ଭାବୁଛି ମୁଁ ବସି ବସି
କଲମ ମୋ ସ୍ଥିରେ ଚିନ୍ତେ ରହି
&nb... ଆଜି ଭାବୁଛି ମୁଁ ବସି ବସି
କଲମ ମୋ ସ୍ଥିର...
ଶାଖା ଛଡ଼ା ଝରା ପତରର
ଶେଷ ଅଭିସାର ଅଭିଳାଶା
ଜୁଇ ନିଆଁ ଲିଭି ଗଲା ପରେ
ବାକି ଯାହା ପାଉଁସର ତୃଷା ... ଶାଖା ଛଡ଼ା ଝରା ପତରର
ଶେଷ ଅଭିସାର ଅଭିଳାଶା
ଜୁଇ ନିଆଁ ଲିଭି ଗଲା ପରେ
ବା...
କିଏ ମୋତେ ଛୁଇଁଲା କେ'ଜାଣି
&n... କିଏ ମୋତେ ଛୁଇଁଲା କେ'ଜାଣି
&nb...
ଆକାଶରୁ କିଛି ନୀଳିମା ଆଉ
ସାଗରରୁ କିଛି ଗଭୀରତା
ଲୁଚେଇ ରଖିଛ ... ଆକାଶରୁ କିଛି ନୀଳିମା ଆଉ
ସାଗରରୁ କିଛି ଗ...
ଡେମ୍ଫ ଛାଡ଼ି କଞ୍ଚା ପଟରଟା
ଝଡ଼ିଗଲା କାହିଁକି ?
ଏଇ ତ କଅଁଳିଥିଲା ସେ
କେଇଦିନ ତଳେ
କୋମଳ ଅଧର... ଡେମ୍ଫ ଛାଡ଼ି କଞ୍ଚା ପଟରଟା
ଝଡ଼ିଗଲା କାହିଁକି ?
ଏଇ ତ କଅଁଳିଥିଲା ସେ
କେଇ...