Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Soumya Shubhadarshinee

  Literary Brigadier

ଶତ୍ରୁ

Others

ଡାଏରୀ ଭିତରେ ପେନ୍ ଟେ ଥିଲା ଆଉ ସୁଖଲତା ସେଇ ପୃଷ୍ଠାଟି ପଢିଲା ଖୋଲି ।ଯେତେ ପଢୁଥିଲା ସେତେ ଯନ୍ତ୍ରଣା ହେଉଥିଲା ତାକୁ ...

9    309 1

ଘଟସୂତ୍ର

Others

ଏଥର କୁଆଡେ ତା' ଏରିଅର୍ ବିଲ୍ ହଜିଯାଇଛି । ହେ ପ୍ରଭୁ , ଗତ ମାସରେ ଘଣ୍ଟାଏ କାଳ ଅମିତ ବାବୁଙ୍କ ପାଖରେ ବସି ସବୁକିଛି ଭ...

6    3 1

କା

Others

ଏଇଟା ଆଜିର ଘଟଣା ନୁହେଁ ଏଇମିତି ଅନେକ ଥର କହିସାରିଲାଣି ଅର୍ଦ୍ଧେନ୍ଦୁ । ତୀବ୍ର ପ୍ରତିବାଦ ପରେ ମଧ୍ୟ ସେଇଠି ଅଟକିଛି ଅ...

6    25 1

ଫୋନ୍ ନମ୍ବର

Others

ମୋ ହୃଦସ୍ପନ୍ଦନ ଦ୍ରୁତରୁ ଦ୍ରୁତତର ହେବାକୁ ଲାଗିଲା । ମୁଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି କହିଲି , '' ଶୁଭୁ ଯାଅ ଫେ...

8    31 2

ଅପ୍ରତ୍ୟାଶିତ

Tragedy

" ମାମା ଟ୍ରଷ୍ଟ ମି, ଖୋଜି ଆଣ ଶୁଭମ୍ କୁ ମୋର ଖୁବ୍ ଜରୁରୀ। ତୁମ ପାଖେ ,ପାପାଙ୍କ ପାଖେ ମୋ ଲାଗି ନାହିଁ ସମୟ। ତୁମେ ବ୍...

3    300 1

ଭିକାରୀ

Inspirational

ସବୁଦିନିଆ ବସ୍ ଯାତ୍ରୀ ଆନି ଭେଟେ ରୋଜ ଅନେକ ଅଚିହ୍ନା ମୁହଁକୁ । କିନ୍ତୁ ସେଗୁଡିକ ଭିତରେ ଝିଅଟି ବାରି ହେଇଯାଏ ନିଜର ବ...

4    190 0

ଅମୃତ ବର୍ଷା

Romance Classics

ଦିବ୍ୟ ନୀଳକାନ୍ତି, ପୀତ ବସନ ପରିହିତ, ଚନ୍ଦନ ଚର୍ଚ୍ଚିତ, ସ୍ୱର୍ଣ୍ଣ ଆଭୂଷଣ ସଜ୍ଜିତ ଶ୍ରୀ ଵିଷ୍ଣୁଙ୍କ ଚତୁର୍ଦ୍ଧା ମୂର୍...

6    236 1

ଦୃଶ୍ୟାନ୍ତର

Others

ମମି ବି ଆଶ୍ଚର୍ଯ୍ୟ ଚକିତ , ହେ ପ୍ରଭୁ ବଢ଼ନ୍ତା ଝିଅର ଏକି କାଣ୍ଡ। କେମିତି ଏ ଚିନ୍ତାଧାରା ଆସିଲା। ହଉ ଆଜିକାଲିର ନୂଆ ...

5    28 0

ଦୃଶ୍ୟାନ୍ତର

Romance Thriller

ଝିଅକୁ ବୁଝେଇବାକୁ ଯାଇ ମମି ତାଙ୍କର ବିବାହ ବାର୍ଷିକୀ ସଂକ୍ରାନ୍ତୀୟ ପ୍ରସ୍ତୁତିରେ ଟିକିଏ ଅବହେଳା କରିଦେଇଥିଲେ । ପୁଣି...

5    20 0

ସ୍ମୃତିର କ' ଖ' ଗ'

Others

କେତେ ଆବେଗରେ କୁହେ ଜେଜୀ ଦୋଳ କଥା । କେତେ ମୋହ ଲଗାଇ , ଆଖି ନଚେଇ , ମନ ରଜେଇ ଗପେ । କିନ୍ତୁ କେବେବି ଜାଣି ପାରେନା ସ...

6    322 1

ଅଭୟାରଣ୍ୟ

Inspirational

ସେ ନିଜକୁ ବଞ୍ଚେଇବାକୁ ତତ୍ପର ହେବ ନିଜ ଜନ୍ମରୁ । ଆଉ ସୁରକ୍ଷା ଦେବାର ଗୁରୁ ଭାର ରଖିବା ଆଉ ଗୋଟେ ସ୍ତ୍ରୀ କାନ୍ଧରେ । ...

4    198 1

ପାଉଁଶ ତଳର ନିଆଁ

Romance Tragedy

ଅତୀତର କିଛି ନିଆଁ ଜଳୁଥାଏ ଅହରହ ମନର ଗହନ ବନରେ ମଣିଷର , ବର୍ତ୍ତମାନରେ । ଖାଲି ଯାହା ଦେଖାଯାଏ ନାହିଁ କେବେ ସେ ନିଆଁର...

5    244 0

ବସନ୍ତର ଠିକଣା

Tragedy Inspirational

ସ୍ୟାହି ପେନ୍ ଟା ଅପାର ଶେଷ ସନ୍ତକ । ସେଇଟି ଭିତରେ ଅଛି ଗୋଟେ ତ୍ୟାଗପୁତ ଜୀବନର ଅଦୃଶ୍ୟ କାହାଣୀ । ଯାହା ଉପରେ ପର୍ଯ୍ୟ...

7    196 1

ଦରଖାସ୍ତ

Others

ଏଭଳି ସ୍ଥିତିରେ କୌଣସି କାମରେ ମୋର ମନ ଲାଗିଲା ନାହିଁ । ଗୋଳମାଳ ହେଲା ସବୁ । ମୋ ବନ୍ଧୁ ପରିଡା (ସେଇ ଜଣେ ବୋଲି ଲୋକ ଯ...

8    8 0

କୃଷ୍ଣଚୁଡା

Tragedy

କୃଷ୍ଣଚୁଡ଼ା , ଆଉ କିଏ । ସେଇ ଝରକା ସେପାଖେ ନିଜ ପୂର୍ଣ୍ଣ ଯୌବନ ନେଇ ରଙ୍ଗ ଖେଳେଇ ଦେଖ କେମିତି ଆମନ୍ତ୍ରଣ କରୁଛି । ଆଉ...

5    42 0

ପରିବର୍ତ୍ତନ

Inspirational

ଜୀବନରେ ପରିବର୍ତ୍ତନ ଗୋଟେ ଚିରାଚରିତ ପ୍ରସଙ୍ଗ । କିନ୍ତୁ ମଣିଷ କାହିଁକି ପରିବର୍ତ୍ତିତ ହୁଏ ବୁଝିବା ସହଜ ନୁହେଁ ସବୁବେ...

8    64 1

ଉଡାଣ

Inspirational Others

ଅସ୍ମି କ'ଣ କହିବେ ଭାବିପାରିଲେ ନାହିଁ । ମନ ପୁଣି ସତେଜ ହେଇଗଲା । ଉଡାଣ ଭରିଲା ନୂଆ ସମ୍ଭାବନା। ଚଳଚଞ୍ଚଳ ହେଇ ସେ ରିନ...

5    1 0

ବେପାରୀ

Abstract Others

ବାଇପାସ୍ ରୋଡ଼ ତିଆରି ହେଲା ପରେ ଗାଁର ପରିତ୍ୟକ୍ତ ଜମି ଏବେ ଅମୂଲ ମୂଲ । ଆକାଶ ଛୁଆଁ ପ୍ରାଇସ୍ ଦେଇ ସେଇଟିକୁ କିଣିବାକୁ...

5    402 1

ପ୍ରେମିକା

Others

ସବୁଆଡେ କଫିର ରାଜୁତି । ଚା' ପିଆଳି ଗୁଡା ଏକଘରକିଆ ଲାଗୁଥିଲେ ।

8    359 38

ଲସି

Others

ସମୁଦ୍ର ଯେମିତି ଗୋଟେ ରୂପସୀ ସୁନ୍ଦରୀ, ଯାହାର ଦେହର ଭୂଗୋଳ ମୋତେ ପାଗଳ କରେ ଆଉ ମୁଁ ମାର୍କେଟିଂ ଏକ୍ଜିକ୍ୟୁଟିଭ୍ ରୁ ହ...

8    333 46

ଶେଷ ଇଚ୍ଛା

Tragedy

ବୋଉର ଅନୁରୋଧ ବଡ଼ ଇମୋସନଲ୍ କରିବ ଆଉ ଅଂଶୁ ବେଯାଏ ବ୍ୟସ୍ତତା ଭିତରେ ସନ୍ତୁଳି ହେବ । କେବେ କେମିତି ଛୁଟି ନେବ ଆଉ କେବେ...

7    287 7

ଟିଆରା

Inspirational

ତୋ ପାଇଁ ସାଇତିଛି ସ୍ୱପ୍ନ ଫରୁଆଟେ ହୃଦୟରେ । ବୁଝୁନୁ କିଆଁ ତୁ ତ' ମୋହଫାଶଟେ , ଜୀବନ ଜୀଇଁବାର ବାହାନାଟେ !

7    481 41

ଜହ୍ନର ସାନ ଭଉଣୀ

Others

ଜହ୍ନ କ'ଣ ଏକଦମ ଏକଲା ନା' ତା'ର ଗୋଟେ ସାନ ଭଉଣୀ ଅଛି । ଯେ ରୁଷିଛି ଜହ୍ନ ସହ ଝଗଡା କରି ଆଉ ପଳେଇଛି ମାମୁଁ ଘର ଏକା ?....

7    129 5

ଅସାମାଜିକ

ସମାଜିକ ମଣିଷ କାହାକୁ କୁହାଯାଏ ?

9    468 16

ପୁରସ୍କାର

Inspirational

ଅଂଶୁକୁ ତାଙ୍କର ଏ ବ୍ୟବହାର ଟିକେ ବିଚିତ୍ର ଲାଗେ । ଭାବେ ସେ ପଚାରିବ ସେଇ ଚାଦରର ରହସ୍ୟ ।

8    439 23

ଫଲ୍ଗୁ

Romance Tragedy

ଅଂଶୁମାନ ଟିକେ ରହସ୍ୟ କରି କହିଲା, " ଯେବେ ତୋତେ ନେଇଯିବାର ଥିଲା ସେବେ ତ ନେଇନି ଆଉ ଆଜି କ'ଣ ନେବି। ଏବେ ତ' ବହୁତ ଡେ...

5    505 54

ସନ୍ଧିପତ୍ର

Romance Thriller

ସବୁବେଳେ ଆମକୁ ଏମିତିହିଁ ଲାଗେ ନିଜ ଅକ୍ତିଆରରେ ଅଛି ସବୁକିଛି , ହାତ ପାଆନ୍ତାର ପ୍ରଜାପତି ପରି ।

7    274 11

ସ୍ପାର୍ଟା

Inspirational

ୟେସ ମ୍ୟାମ୍ , ରିତେଶ ଏବେ ଦେଶର , ଆଉ ଅଧିକାର ନାହିଁ ଆପଣଙ୍କର ତା' ଉପରେ । ଭୁଲି ଯାଆନ୍ତୁ ତାକୁ ସବୁଦିନ ପାଇଁ । ସେ ...

5    740 59

ଆବିଷ୍କାର

Inspirational

ଟେକା ପାଣି , କିଣା ପବନ , ଭେଜାଲ ଖାଦ୍ୟ : ବିଡ଼ମ୍ବନା ଏତକ ତୁଚ୍ଛା ବିଡ଼ମ୍ବନା, ଭାଗ୍ୟକୁ ନିନ୍ଦିଵା ଛଡା ଆଉ ଅନ୍ୟ ଉପାୟ...

9    1.1K 76

ଆଲୁଅ ଛତା

Inspirational Tragedy

ପିଲାଦିନର ଅବୋଧ ସମୟ ସ୍ୱପ୍ନ ଦେଖା ଛାଡିଦିଏନି କେବେ , କାରଣ ସେଇ ସମୟଟା ଭାରି ସ୍ୱପ୍ନବିଳାସୀ । ହେଲେ ଅଛନ୍ତି କିଛି ଯ...

8    150 1

ଏକାକୀ

Tragedy

ଅତୀତ ସହ ଭେଟ ହେବା ଗୋଟେ ଚିରାଚରିତ ପ୍ରସଙ୍ଗ । କିନ୍ତୁ ଅତୀତ ନିଜର ନିବୁଜ ସିନ୍ଧୁକରେ ଯେଉଁ ସମ୍ବାଦ ଲୁଚେଇ ରଖେ ତା' ...

8    335 6

ଶୁଭ ଖବର

Romance

ପ୍ରତୀକ୍ଷାର ଅନୁଭବ କେମିତି ବୁଝେଇ ହେବନି। ଶବ୍ଦ କମ ପଡିଯିବ। କେତେ ଯେ ବ୍ୟାକୁଳତା ଓଃ!.....

8    402 18

ଡୁପ୍ଲେକ୍ସ

Tragedy

ବାହୁ ବନ୍ଧନରୁ ମୁକ୍ତ କରିଦେଲା ସୋମାକୁ ।ପରବର୍ତ୍ତୀ ସମୟରେ କେବେବି ସେମିତି ଅଭାବିତ ମୁହୂର୍ତ୍ତ ଆଣି ନଥିଲା ସେ ଦୁହିଙ...

8    154 6

ଅଭିନନ୍ଦନ ପତ୍ର

Others Tragedy

ସୃଷ୍ଟିର ସର୍ବାଧିକ ବୁଦ୍ଧି ଥିବା ମଣିଷ ନିଜର ଅମାପ ବୁଦ୍ଧି ସୁକର୍ମରେ ବିନିଯୋଗ କରିବା ଅପେକ୍ଷା ଅପକର୍ମରେ ବିନିଯୋଗ ପ...

6    234 10

ବିଙ୍ଗୋ

Fantasy Others

' ଆଁଖେ ବନ୍ଦ କର ମ୍ୟାମ୍ , ସବ୍ ଠିକ ହୋଗେ ।'' ସତରେ ଦେଖିଲେ ଲାଗିବ ଏଇ ଗଲା ଗାଡି ଖାଇ ଭିତରକୁ ଆଉ ସେଥି ସହ ପ୍ରାଣ ।...

7    274 5

ସଙ୍ଗୋପନର ଗପ

Others

ଦୁଃଖ ବାଣ୍ଟିବାକୁ କାହା ପାଖକୁ ଯିବା ଉଚିତ ? ଆତ୍ମୀୟ , ଅନାତ୍ମୀୟ , ଅପରିଚିତ, ପରିଚିତ ନା' ସହୃଦ । ସେଇ ଲୋକଟା କିନ୍...

6    217 6

ଅର୍ବାନ ଜଙ୍ଗଲ

Inspirational

ସନାତନ ଟିକେ ଆନମନା ହେଇଗଲେ ଆଉ ଚାଲିଲେ ବେଶ ଦୂରକୁ , କେତକୀ ପାଖକୁ । ନିଜ ଗାଁ ଗୋହରୀ ଯେଉଁଠି ବୁଦି ବୁଦିକା କିଆ କେତ...

7    213 4

ରୂପାନ୍ତର

Others

" ଅପା ଶୀଘ୍ର ଆସ ଖାଇବା ସରିଯିବ, ମୁଁ ଅପେକ୍ଷା କରିଛି ଯେ !"

2    237 11

ଡାହାଣୀ

Tragedy

ଏଥର କିନ୍ତୁ ସେ ସତରେ ଯାଉଛି ସେଇ ଭିଡ଼ ଭିତରକୁ , ସେଇ ଭୟଙ୍କର ସହରକୁ ଯେଉଁଠି ମଣିଷ ଆଉ ମେସିନ୍ ଏକାକାର । ସେଇଠି ତା...

7    292 9

ଅପରିଚିତା

Tragedy

ସମ୍ପର୍କ ଗୋଟେ ଅଡ଼ୁଆ ସୂତା ! କିନ୍ତୁ ସେଇ ଅଡୁଆ ଭିତରେ ହିଁ ଥାଏ ମାଧୁର୍ଯ୍ୟ ।

10    364 14

ଶୁଭ ଖବର

Romance

" ହ୍ୟାଲୋ ସ୍ନେହା ମ୍ୟାମ୍। ମୁଁ ଅଂଶୁ ଚିହ୍ନି ପାରୁଛନ୍ତି ତ ? ମୁଁ ଆଜି ଆପଣଙ୍କ ସହରରେ। ଟ୍ରେନ୍ ରେ ଯାଉଛି ଗୋଟେ ଅଫି...

8    1.2K 11

ନାସ୍ତିକ

Inspirational Others

ସୌମେନ୍ଦ୍ର ହସ୍ପିଟାଲରେ ଥିବା ଛୋଟ ମନ୍ଦିର ଆଡ଼କୁ ଅଗ୍ରସର ହେଉଥିଲେ ପୁଅର ହାତ ଧରି !

5    412 14

ନାସ୍ତିକ

Inspirational Tragedy

'' ଅନ୍ୟ ପାଇଁ ପ୍ରାର୍ଥନା କଲେ ଈଶ୍ୱର ଶୁଣନ୍ତି । "

5    1.1K 14

ଭିକାରୀ

Inspirational Tragedy

ଆନି ଗୋଟେ ଘରୋଇ ମହାବିଦ୍ୟାଳୟରେ ଗେଷ୍ଟ ଫ୍ୟାକଲ୍ଟି । ସରକାର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗିଛନ୍ତି । ସ୍ଥାୟ...

4    943 10

ଅଷ୍ଟମ ଋତୁ

ଅସାଧାରଣ ଝିଅଟେ ନେଇ କଣ କରିବି , ଏଇ ସାଧାରଣ ମଣିଷ ହିଁ ଘର ଗଢ଼ିଵ ମୋ ଲାଗି ଆଉ କରିପାରିବ ସବୁ ଅସାଧାରଣ କାମ

5    2.5K 20

ଚିଠି

Tragedy

ଯେବେ କଲେଜ କୁ ଯାଇଥାନ୍ତି ତୁ ମୋ ଦାୟିତ୍ୱ ନେଇଥାନ୍ତୁ। ହଜାରେ ବେକାର୍ ଆଖିରୁ ବଞ୍ଚେଇ ରଖିଥାନ୍ତୁ।

4    2.0K 10

ଚିଠିଟିଏ

ତୁ ସାଥିରେ ରହିଥାନ୍ତୁ । ତୋର ଥାନ୍ତେ ବହୁତ ଚିହ୍ନା କଟକ ପିଲା ସ୍ମାର୍ଟ ଆଉ ପାରିବାର ।

7    2.3K 13

ସ୍ବାଭିମାନ*

Inspirational

ସମାଜର ନିମ୍ନତମ ମଣିଷଟି ଭିତରେ ବି ଥାଏ ଆତ୍ମ ସଚେତନା , ଯାହା ଆଜି ସମ୍ଭ୍ରାନ୍ତ ମଣିଷ ଭିତରେ ଖୋଜି ମିଳେନି !.

4    2.6K 11

ପ୍ରତିବିମ୍ବ*

Others

ଲାଗୁଥିଲା ସେ ନିଜ ପ୍ରତିବିମ୍ବ ସହ ଭେଟ କରୁଛି ଆଇନା ସାମ୍ନାରେ । କୋୟଲ ଭିତରେ ନିଜକୁ ଆବିଷ୍କାର କରିବାର ସୁଖ ଥିଲା ଚ...

6    2.3K 8

ଗ୍ରାହକ

Others

ନିଜ ସହ ଟିକେ ସମୟ ବିତେଇବାକୁ ଭାରି ଇଚ୍ଛା ହୁଏ ନୁହେଁ । କିନ୍ତୁ ସେ ସୁଯୋଗ କେତେ ଜଣଙ୍କୁ ମିଳେ ?

14    6.7K 14

ଶେଷ ପାଦ

Inspirational

ମୁଦ୍ରାର ଦୁଇ ପାର୍ଶ୍ଵ ପରି ପ୍ରତ୍ୟେକ ମଣିଷର ଦୁଇଟି ପାର୍ଶ୍ଵ ଥାଏ । ଗୋଟେ ପରିଚିତ ଆଉ ଗୋଟେ !..........

9    4.9K 12

ଫେରା ବସନ୍ତ

Drama Others

ରୋଗୀକୁ ଜୀବନ ଦାନ ଦେଉଥିବା ଡାକ୍ତର ନିଜେ ଯେବେ ରୋଗୀ ସାଜେ ସେ ଯନ୍ତ୍ରଣା ବର୍ଣ୍ଣନା କରିବା କଷ୍ଟକର।

7    3.0K 12

ତେନ୍ତୁଳି

Others Romance Tragedy

ମୁଣ୍ଡ ମାଡି ଘୋଷିଲା ବିଲ୍ ଭଉଚର୍ କାଗଜ।କେଜାଣି କାହିଁକି ମୁହଁଟା ତା'ର ତେନ୍ତୁଳି ଖାଇଲା ଭଳିଆ ଦୁଶୁ ଥିଲା ବୁଝା ପଡୁ ...

8    5.4K 11

ପୋଷ୍ଟମର୍ଟମ୍

Others

ସମୟ ଗୋଟେ ମୁଠା ପବନ । କେବେ ଇଡି ଯିବ ଜାଣେନା କେହି। ତେଣୁ ଶୋଷି ନେବାହିଁ ଜୀବନ।

6    7.5K 16

ଋତୁ ପରିବର୍ତ୍ତନ*

Romance Tragedy

ସେ ବହୁତ ଭଲ ମଣିଷଟେ ବାପା , ମୁଁ ହଜେଇ ବାକୁ ଚାହେଁନି ,ଖୋଜି ଦିଅ।

5    2.3K 12

ଉପସଂହାର

Fantasy Romance Tragedy

କିନ୍ତୁ ଆଜି ତୁମକୁ ଫୋନ୍ କରି ଘରକୁ ନିମନ୍ତ୍ରଣ କରିଦେଲି , ନବ ବିବାହିତା ପତ୍ନୀକୁ ନେଇ ମୋ ଜୀବନରେ ପୁଣି ଥରେ ଆବିର୍ଭ...

8    7.0K 15

ଅମୁଲ୍ ଚକଲେଟ୍

Others

ଆଈ ତ କୁହେ, " ଏଇଟା ମୋ ମଧୁବାଲା"।

5    6.6K 9

ଅଜଗର

Drama Others

ଵିନୟ ରବିବାର ସକାଳର ବେଡ଼୍ ଟି ପ୍ରତୀକ୍ଷାରେ , ଈଶା କୁ ଖୋଜୁଥିଲେ। ଏଇ ଗୋଟିଏ ଦିନ ଟିକେ ଅଳସ ସକାଳ ସହ ଟି' କପ୍ ର ଆନ...

4    2.4K 9

ଅଧୁରା

Romance Tragedy

ଉପଯାଚିକାର ପରିଚୟ ଠାରୁ ପ୍ରେମିକାର ପରିଚୟ ଢେର ସୁଖଦ। ସେଠି ସମାଜିକତା କେବେ ପ୍ରତିବନ୍ଧକ ହେବା ଅନୁଚିତ।

4    3.2K 24

ଝୁମ୍ପା

Inspirational Others

କେଉଁଠି କେମିତି ଝୁମ୍ପା ସେଇ ଘରର ଚାରିକାନ୍ଥ ଭିତରେ ଖୋଜି ନିଏ ନିଜ ପାଇଁ ଗୋଟେ ଛୋଟ ପୃଥିବୀ।

7    6.5K 16

ଅଭିଯୋଗ

Others

ସେତିକି ଅଭିନୟ କର ବୁଢା ତ ଗାଳି ଦେଇ ସାରିଲାଣି ,ପୁଣି ଆଉ କାହିଁକି?.

5    3.7K 9

ଦର୍ପଣ

Inspirational Others

ସାଧାରଣ ଲୋକ ମାନେ ସବୁବେଳେ ଘର କଥା ଭାବନ୍ତି। ନିଜ ସ୍ତ୍ରୀ , ପିଲା, ବାପା , ମା ଏଇସବୁ । ସେମିତି ସାଧାରଣ ମଣିଷ ବି ଭ...

4    2.9K 11

ଅସମାହିତ

Inspirational Romance Tragedy

ବାହାରେ ବର୍ଷାର ତାଣ୍ଡବ ଆଉ ଭିତରେ ଭୟର ଭୁକମ୍ପ।

5    3.6K 17

ଭକୁଆ

Romance Tragedy

ବେକାର୍ ହେଇଗଲା ପ୍ରଥମ ପ୍ରୟାସ ! ଟିକେ ଖରାପ ଲାଗିଲା କିନ୍ତୁ ସେ ନିଜ ହିମ୍ମତ ହରେଇଲା ନାହିଁ । ନିଜକୁ ପ୍ରସ୍ତୁତ କଲା...

6    3.6K 17

ରୋଗ

Others

"ଆଘ୍ରାଣେ ଅର୍ଦ୍ଧ ଭୋଜନମ୍" ଆପ୍ତ ବାକ୍ଯ ଟା ଟିକେ ବଦଳେଇ " ଦର୍ଶନେ ଅର୍ଦ୍ଧ ଭୋଜନମ୍" ଲେଖିବାକୁ ଇଚ୍ଛା ହେଉଥିଲା ।

4    3.8K 16

ଅବଶୋଶ

Others Thriller

ଗୋଟେ ଫୋନ୍ କୁ କିନ୍ତୁ ଅପେକ୍ଷା କରୁଥାଏ ସବୁବେଳେ। ସେଉ ଇପ୍ସିତ ସ୍ୱର ଶୁଣିବାକୁ କାନ ତରସୁ ଥାଏ ତାର । ସେ ହେଲା ଚନ୍ଦ...

5    2.5K 13

ଉପବାସ

Others

ନୀରା ଭାବୁଥିଲା ତା ପରୀକ୍ଷା ସାରିଯାଇଥିଲା ଆଉ ସେ ବୋଧେ ଉତ୍ତୀର୍ଣ୍ଣ ହେଇଛି ବିଶ୍ୱାସ ପରୀକ୍ଷାରେ ଭଲ ଭାବରେ।

5    7.0K 13

ଖଟି ଗପ

Fantasy Others

ଅଭି କୁ ଭାରି ଭଲ ଲାଗେ ସେ ରଙ୍ଗର ସମାବେଶ। ପହଁଚି ଗଲା ପରେ ସେଠି ଆଗ ଦୃଷ୍ଟି ଖୋଜେ ସେଇ ଝୋଟିକୁ। ଆଉ ଘଡ଼ିଏ ତା ପ୍ରେମ...

5    7.0K 17

ଜହ୍ନ ଓ ମନ

Romance Tragedy

ଜହ୍ନ କହିଲା , "ହୁଁ" ପୁରା ଠିକ୍ ପ୍ରଶ୍ନ , ଗଭୀର ଭାବେ ଭାବିବାକୁ ପଡିବ ଉତ୍ତର ଦେବାପାଇଁ ପ୍ରେମ ର ବୟସ କେତେ !!!

5    7.2K 15

ଆଜିର ରେବୀ

Inspirational

ଜେଜୀ ତୁମ ସେଇ ଗାଳିମନ୍ଦ ଭିତରେ ଯେଉଁ ଶ୍ରଦ୍ଧା ସେତକ ଖୋଜୁଛି । ସେଇଟିକକ ମୋର ସୁରକ୍ଷା କବଚ ସତ ।

2    7.2K 15

କାଳ୍ପନିକ

Fantasy Inspirational Others

ବୁଢ଼ୀ ପାଖ ଘରୁ ଯାଇ ଆଣି ଦେଲା। ସୂର୍ଯ୍ୟ ପୂଜା ହେଲା ପ୍ରକୃତି କୋଳରେ ପ୍ରଥମ ଥର ପାଇଁ ଘର ବାଲକୋନି ରୁ ବାହାରି।

3    7.0K 11

ଅନୁସନ୍ଧାନ

Inspirational Tragedy

ତିନି ବର୍ଷ ହେଲା ମା' ସେଠି। ଅରୁ ଯାଇ ବୁଲି ଆସୁଛି କିନ୍ତୁ ସେ ଆସି ନାହାନ୍ତି। ସେ ଏକରକମ ଦୁରେଇ ଯାଇଛନ୍ତି ସ୍ୱଇଛା ର...

4    3.7K 19

ଡଙ୍ଗା

Tragedy

ପାପା ଅଫିସ ଆଉ ମାମା ତା ' ସ୍କୁଲ ପଳେଇ ଯାଆନ୍ତି । ଲଳିତା ଅପା ତାର ଘରେ ଦେଖାଶୁଣା କରେ । ପାନ ଖାଇ ପାଟି ନାଲି ବୁଢ଼ୀ...

10    4.0K 20

ପକ୍ଷୀ ଜନ୍ମ

Inspirational Tragedy

ବାଲକୋନି , ହଁ ହୁଏତ ସେଠି ଥିବେ । ଜୋରରେ ଦଉଡି ଗଲା ସେଠିକୁ । ଓଃ ଗଡ୍ ! ହାତରେ ଛୁରୀ ଗୋଟେ ଧରି ଠିଆ ହେଇଛି ଶୁଭୁ ,...

10    3.6K 13

ରାଧାକୁଞ୍ଜ

Horror

ସୁଗନ୍ଧା ପୁରା ଅବାକ ! କିଛି ତ' ସେମିତି କହିନାହଁ ସେ କେବଳ କାରଣ ପଚାରିଥିଲା। କାହିଁକି ଏତେ ଉତକ୍ଷୀପ୍ତ ହେଇଗଲେ ଅପା ...

10    3.8K 18

ପରିଚୟ

Others

ମଣିଷ ସବୁଠୁ ବିଚିତ୍ର ପ୍ରାଣୀ ! ତା' ସହ ଶତ୍ରୁତା ହେଉ କି ବନ୍ଧୁତା : ମୂଲ୍ୟ ଦେବାକୁ ହୁଏ । ହୁଏତ କେବେ ଅର୍ଥ ଆକାରରେ...

10    4.5K 16

ନିଃଶବ୍ଦ କୋଳାହଳ

କେଉଁଠୁ ଆସେ ପ୍ରେମ?? କ'ଣ ବିଶେଷ ପଯତ୍ନ କଲେ ପ୍ରେମ ତିଆରି ହେବ ହୃଦୟରେ? କି କି ସାମଗ୍ରୀ ଲୋଡ଼ା ପ୍ରେମ ନାମକ ଅଦୃଶ୍ୟ...

6    15.0K 21

*ଚରିତ୍ର*

Romance Tragedy

ସେ ସେଇ ରଙ୍ଗର ଅଦୃଶ୍ୟ ଇନ୍ଦ୍ରଜାଲ ଭିତରେ ଛଟପଟ ହେଉଛି ବିଗତ କିଛି ଦିନ ଧରି। ହଁ ନାନୀର ଶ୍ୟାମଳ ରଙ୍ଗ ତା' ଲାଗି ଆଜି ...

6    14.9K 25

ଶିଢି

Tragedy

କେବେବି ତୁମେ ମୋତେ ଗ୍ରହଣ କରିବ ନାହିଁ ବୋଲି ସବୁବେଳେ କହୁଛ ନୁହେଁ। ବଡ଼ ବେପରୁଆ ଭାବେ ମୋର ସବୁ ଆବେଦନ ପତ୍ର ନାକଚ କ...

7    7.4K 18

ମିଛ ପାପ

Drama Inspirational

ନିଜ ପିଲା ଦୁଇଟିଙ୍କୁ ବଡ଼ ଯତ୍ନରେ ପାଳି ପୋଷି ମଣିଷ କରିବାର ସବୁ ପ୍ରଯତ୍ନ କରିଥିଲେ ପଣ୍ଡିତେ। ଆଉ ନିଜ କଥା ନୁହେଁ ନି...

7    7.5K 19

ବାଘ

Drama Others

ସେମିତି ଅଫିସରୁ ଫେରିବା ବାଟରେ ଦୁଇଟା ଅଜଣା ଲୋକ କଳା ରଙ୍ଗର ବାଇକ୍ ରେ ତାକୁ ଅନୁସରଣ କଲେ। ବହୁତ ଦୂର ଯାଏଁ ତା' ସ୍କୁ...

6    7.5K 14

ଅପ୍ରତ୍ୟାଶିତ

Others Tragedy

ଝିଅର ଏ କି ଅଦ୍ଭୁତ ଉତ୍ତର ! ନିଜ ମା କୁ କହିବାକୁ ଚାହୁଁନି ନିଜର ସମସ୍ୟା । ଅଶ୍ଵର୍ଯ୍ୟ ହେଉଥିଲା ଆଭା କେବେ ହେଇଗଲା ଝ...

4    7.1K 17

*ମଧ୍ୟାନ୍ତର*

Others

ସରୋଜ କୁ ନେଇ ଖୁବ୍ ଆବେଗିକ ସମ୍ପର୍କ ଗଢିଥିଲା ଦେଇ ସର୍ବସ୍ବ। କିନ୍ତୁ ସମ୍ଭାବନା ମାନେ ଥିଲେ ବିମୁଖ ।

2    7.6K 18

ଭୋକ

Others

" ମୋ ପେଟ ଭୋକ ପାଇଁ ଦେବୁ ଖାଇବାକୁ , ଆଉ ମୋ ଦେହ ଉପରେ କରିବୁ ଲୋଭ!!!

4    7.7K 23

ଘଟ ପରିବର୍ତ୍ତନ

Drama Others

ସାରାକୁ ଅସୀମା ଦେଖେ ଆପାର୍ଟମେଂଟର ଲନ୍ ରେ ଅନିମେଶଙ୍କ ସହିତ ବ୍ୟାଡମିଣ୍ଟନ୍ ଖେଲୁଥିବାର । ଦେଖେ ସୁପର ମାର୍କେଟରେ ସପି...

4    7.9K 17

ରାଧା ପରି

Others

ଅନୁରାଧା କୁ ପଢେଇବା କିନ୍ତୁ ଥିଲା ବିଶ୍ୱ ର ସବୁଠୁ ଦୁରୂହ ବ୍ୟାପାର ।

3    7.5K 13

*ଦିଗବଳୟ ସେପାଖେ*

Others

ଅବବୋଧର ର ଆୟୁଷ ଜୀବନ କୁ ପୁରା ବୁଝିବା ପାଇଁ କମ ପଡ଼ିଯାଏ ନୁହେଁ !!

6    7.1K 16

ବ୍ଲାକ ବକ୍ସ

Drama Tragedy

ରୀନା କାନ୍ଦୁରା ମୁହଁରେ କହିଲା ଚଲେଇ କି ଯିବାର ସାହସ ହେଲାନି , ଯାଇଥିଲେ ନିଜେ ଆକ୍ସିଡେଣ୍ଟ କରିଥାନ୍ତା ପକ୍କା । ଆଉ ...

4    7.6K 20

ଅବରୋଧ

Others

ଯେତେ ସୁନ୍ଦର ଘର ତୋଳେ ସେ ସେତେ ସମ୍ଭ୍ରାନ୍ତ ପରିବେଶ ମିଳେ। ଆଉ ଗୃହ ପ୍ରବେଶ ରେ ମିଳେ ନିମନ୍ତ୍ରଣ। ନିଜ ହାତ ଗଢା ଘରେ...

4    7.2K 14

ଦୁର୍ଘଟଣା

Others

ରାଜୀବ ମନେଇ ନିଏ ତାକୁ । ସେ କଳା ତାକୁ ଜଣା । ନୀରୁର ବ୍ରାହ୍ମଣ ପରିବାରକୁ ବି ମନେଇ ନେଲା ରାଜୀବ । ସେ ଅବ୍ରାହ୍ମଣ ହେ...

5    7.1K 11

ଅମୃତ ବର୍ଷା

Others

ଶିବ ଶଙ୍କର ସଂସାର ତ୍ୟାଗୀ , ଯୋଗୀ, ସବୁବେଳେ ଏମିତି ପରିବେଶରେ। ହିମାଳୟ ଚୂଡ଼ାରେ ନିକାଞ୍ଚନରେ , ଧ୍ୟାନମଗ୍ନ।

6    14.3K 22

ଝରକା

Others

ବିନା ପୂର୍ବ ପ୍ରସ୍ତୁତିରେ ,ଏକଦମ ବ୍ୟସ୍ତତା ଭିତରେ ଯେଉଁ ସିଟ୍ ଗୋଟିକ ମିଳିଛି ସେଇଟି ଭାରି ମୂଲ୍ୟବାନ।

8    14.3K 16

ତ୍ରିଶଙ୍କୁ

ସେଇ ଚାକିରୀ ଭିତରେ ଗୋଟେ କାର୍ଯ୍ୟଧାରା ରହିଥାଏ। ଯିବା ଆସିବାର ସଠିକତା ଥାଏ। ଆବଶ୍ୟକ ସ୍ଥଳେ ଛୁଟି ନେବାର ଅବକାଶ ମିଳେ...

6    14.5K 18

ଅବରୋଧ

Others

ଆଦିତ୍ୟଙ୍କ ଅବରୋଧ କୁ କରିବ ପ୍ରତ୍ୟାକ୍ଷ୍ୟାନ । ନହେଲେ ସୃଜନ ର ସମ୍ଭାବନା ରହିଯିବ ଯେ ଦେହଳି ସେପାଖେ !!!

4    14.2K 12

ଦୁର୍ଘଟଣା

Others Tragedy

ରାଜୀବ କହିଲା " ତୁମେ କେଉଁଠି ଥିଲ" ?? ସେଇ ରିଜର୍ଭ ଜଙ୍ଗଲ ଏରିଆ ରେ କୌଣସି ଗାଁ ନାହିଁ!! କାହା ପାଖେ ଥିଲ ନୀରୁ ?? ...

5    7.0K 10

ଦାୟିତ୍ୱ

Others Romance

ନୀରୁ ଭାବୁଥିଲା ନିଜ ପ୍ରେମିକା ର ଇଚ୍ଛାକୁ ଏତେ ସମ୍ମାନ ଦେଉଥିବା ଲୋକ ର ପ୍ରେମିକା ହେବାର ସୌଭାଗ୍ୟ କେବେ ମିଳିବ ତାକୁ...

6    7.4K 19

ମା'

Drama Tragedy

ପରିଚିତ ପୃଥିବୀରେ ନିଜ ଅପତ୍ୟର ମୋହ ବହୁତ ବେଶି । କୌଣସି ବିକଳ୍ପ ନାହିଁ ତାର । ସୁନ୍ଦରୀ ସ୍ତ୍ରୀ ଆଉ ସୁଯୋଗ୍ୟ ମଣିଷ ମ...

4    7.0K 15

ରାଧା ପରି

Others

ମୁଁ ସେଇଠି ନିରବରେ ବସି ରହି ଭାବୁଥିଲି .... " ଅନୁରାଧା ଖୁସି ହେଇଗଲା କାହିଁକି ???.

3    7.0K 13

ବ୍ଲାକ ବକ୍ସ

Drama

ଘରେ ଗହଳି ପୁରା , କଲୋନୀ ସାରା ସବୁ ଏକାଠି। ଦେଖିବାକୁ ରୀନାକୁ। ଅରୁଣ ବଡ଼ ଭାଗ୍ୟବାନ , ନହେଲେ ଏମିତି ସ୍ତ୍ରୀ ହଜି କି...

4    6.9K 13

ଅବରୋଧ

Tragedy

କ୍ୟାରିଅରରେ ଟପ୍ କରିବାକୁ ହେଲେ ଫ୍ୟାମିଲି ପ୍ଲାନ କରିବାକୁ ହୁଏ। ଜୀଵନ ବହୁତ ଲମ୍ବା , ପିଲାଟେ ପାଇଁ ଏତେ ବ୍ୟସ୍ତ କିଆ...

4    7.6K 17

ପ୍ରେମ ରଙ୍ଗ

Others

ସେ ଶାଢ଼ୀଟା ଡ୍ରଇଂ ରୁମ ରେ ବିଛେଇ ଦେଇଥିଲା ରାଜୀବ, ଲୋରା ର ବାପା ଚିତ୍କାର କଲେ ' ମୋ ଝିଅ ର ଶାଢ଼ୀ .... ମୋ ଝିଅ ର ଶ...

5    7.4K 22

ପାର୍ବଣ ଯାତନା

Inspirational

ମୌସୁମୀ ହଜିଛି ଅଜଣା ଦେଶରେ....... ସବୁଠି ନିଦାଘର ଅଗ୍ନିବର୍ଷା, କେମିତି ବୁଝିବି ଝିଅ ରିମ୍ ଝିମ୍ ବର୍ଷା ଆଉ ଦୋଳି...

2    6.9K 14

ଅଭାବିତ ମୁହୂର୍ତ୍ତ

Drama

ଅରୁଣକୁ ଭଲ ଲାଗେ ତା ଉପସ୍ଥିତି ଆଉ ତାକୁ ନେଇ ଅନେକ ମଧୁର ସ୍ୱପ୍ନ।

5    7.0K 16