I am a Teacher as well as poet
ତୁମ ବିନା ମୁହିଁ ତତଲା ବାଲୁକା ସତେ ଶୁଖିଲା ପତର । ତୁମ ବିନା ମୁହିଁ ତତଲା ବାଲୁକା ସତେ ଶୁଖିଲା ପତର ।
କାର୍ତ୍ତିକ ଧରମ ଜଗନ୍ନାଥ ଧାମ ଯେ ଯାଇଛି ସେ ଜାଣେ ଅରଜିିିଛି ସେହି କୋଟି ପୁଣ୍ୟ ଫଳ ସବୁ ଜନମେ ଜନମେ... କାର୍ତ୍ତିକ ଧରମ ଜଗନ୍ନାଥ ଧାମ ଯେ ଯାଇଛି ସେ ଜାଣେ ଅରଜିିିଛି ସେହି କୋଟି ପୁଣ୍ୟ ଫଳ ...
ଅଧା ମୁୁୁହିଁ ପରା ଭୋଗିି ମୁଁ ପାରିବି ଆର ଅଧା ତୋର ହାତେ ଅଧା ମୁୁୁହିଁ ପରା ଭୋଗିି ମୁଁ ପାରିବି ଆର ଅଧା ତୋର ହାତେ
ଦିବସ ବିିଜନେ ବୟସ୍କ ବୟସ ଅପେକ୍ଷା ହିିଁ ପ୍ରତୀକ୍ଷିତ ଅପରାହ୍ନ ପରେ ସଂଜ ନଇଁ ଗଲେ ସବୁ ଏଠିି ଉପେକ୍ଷିତ ... ଦିବସ ବିିଜନେ ବୟସ୍କ ବୟସ ଅପେକ୍ଷା ହିିଁ ପ୍ରତୀକ୍ଷିତ ଅପରାହ୍ନ ପରେ ସଂଜ ନଇଁ ଗଲେ ସ...
ତମେ ଦେହ ହେଲେ ମୁଁ ଦେହୀ ତମେ ରୂୂପ ହେଲେ ମୁଁ ଛାଇ ତମେ ଜହ୍ନ ହେଲେ ମୁଁ କଇଁଁ ତମେ ସିିନ୍ଧୁୁ ହେଲେ ମୁଁ ନଈ... ତମେ ଦେହ ହେଲେ ମୁଁ ଦେହୀ ତମେ ରୂୂପ ହେଲେ ମୁଁ ଛାଇ ତମେ ଜହ୍ନ ହେଲେ ମୁଁ କଇଁଁ ତମେ ...
ଚିଠି ରେ ଲେଖିଛି ଦୂରେ ଅଛି ବୋଲି କରିିିିବନି ମନ ଉଣା ମିଳନରେ ମଜା ବିଛେଦରେ ମିଳେ ଏ କଥା ତୁୁୁୁମକୁୁ ଜଣା ଚିଠି ରେ ଲେଖିଛି ଦୂରେ ଅଛି ବୋଲି କରିିିିବନି ମନ ଉଣା ମିଳନରେ ମଜା ବିଛେଦରେ ମିଳେ ଏ...
କେଉଁ ଦିନ ଭାଗ୍ୟ ବଦଳିବ ମୋର ନ ଥିବ ଭୁୁଲ ଠିକଣା । କେଉଁ ଦିନ ଭାଗ୍ୟ ବଦଳିବ ମୋର ନ ଥିବ ଭୁୁଲ ଠିକଣା ।
ଅନ୍ଧାର ବେଳାରେ ଏକା ମୁଁ ଜାଣଛି ତୁମେ ତ ମୋର ସଖା । ଅନ୍ଧାର ବେଳାରେ ଏକା ମୁଁ ଜାଣଛି ତୁମେ ତ ମୋର ସଖା ।
ଘର ହିଁ କରମ ଘର ହିଁ ଧରମ ଘର ହିଁ ସରଗ ବୋଲି ଘର ହିଁ କରମ ଘର ହିଁ ଧରମ ଘର ହିଁ ସରଗ ବୋଲି
ମୋ ଅଜାଣତରେ ବହିିଗଲା ନାଲି ରକ୍ତ ମୁଁ ବି ଜିତିବି ତୋ ଜୀବନ ମୋ ଅଜାଣତରେ ବହିିଗଲା ନାଲି ରକ୍ତ ମୁଁ ବି ଜିତିବି ତୋ ଜୀବନ