Sahil Kumar Das
Literary Captain
33
Posts
19
Followers
2
Following
Sahil Kumar Das is an Odia Poet. ନିହାତି ସରଳ ସ୍ବପ୍ନ ବିଳାସୀ ଟିଏ ମୁଁ | ଲେଖନୀ କଳା ଜନ୍ମ ରୁ ମିଳିଥିବା ମୋ ପାଇଁ ଉଭୟ ଆଶୀର୍ବାଦ ଓ ଅଭିଶାପ ଭଳି | ଅନେକ କିଛି ସମାଜ ଦର୍ପଣରେ ପ୍ରତିବିମ୍ବିତ ହେଉଥିବା ଘଟଣା କୁ ଉତାରି ଦିଏ ଡାଏରୀରେ ହେଲେ କେବେ ଲୋକଲୋଚନକୁ ତାକୁ ଆଣେ ନାହିଁ | କାହିଁକି ନା ଏଥିପାଇଁ ଖବର କାଗଜ ଓ ପତ୍ରିକା ସମ୍ପାଦକଙ୍କୁ ଅନେକ... Read more
Sahil Kumar Das is an Odia Poet. ନିହାତି ସରଳ ସ୍ବପ୍ନ ବିଳାସୀ ଟିଏ ମୁଁ | ଲେଖନୀ କଳା ଜନ୍ମ ରୁ ମିଳିଥିବା ମୋ ପାଇଁ ଉଭୟ ଆଶୀର୍ବାଦ ଓ ଅଭିଶାପ ଭଳି | ଅନେକ କିଛି ସମାଜ ଦର୍ପଣରେ ପ୍ରତିବିମ୍ବିତ ହେଉଥିବା ଘଟଣା କୁ ଉତାରି ଦିଏ ଡାଏରୀରେ ହେଲେ କେବେ ଲୋକଲୋଚନକୁ ତାକୁ ଆଣେ ନାହିଁ | କାହିଁକି ନା ଏଥିପାଇଁ ଖବର କାଗଜ ଓ ପତ୍ରିକା ସମ୍ପାଦକଙ୍କୁ ଅନେକ ଖୋସାମତ କରିବାକୁ ପଡେ | ଯାହା ମୋ ପକ୍ଷରେ କଷ୍ଟ ସାଧ୍ୟ | View more - https://darkodisha.in/ Read less
Share with friends