I'm Manoja and I love to read StoryMirror contents.
ଓଡ଼ିଆ ମାଟିର ମହକ

ଶରତ ଆକାଶେ ଧଳା ମେଘ ଭାସେ,
କାଶତଣ୍ଡୀ ହସେ ନଈପଠା ପାଶେ,
ମାଟିର ମହକେ ମନ ହୁଏ ଉଚ୍ଛ... ଓଡ଼ିଆ ମାଟିର ମହକ

ଶରତ ଆକାଶେ ଧଳା ମେଘ ଭାସେ,
କାଶତଣ୍ଡୀ ହସେ ନଈପଠା ପାଶେ,
ମା...
ନବରାତ୍ରିର ପ୍ରଥମ ଦିବସରେ ମା'ଙ୍କୁ ଭକ୍ତିପୂତ ପ୍ରଣାମ🙏🏻🙏🏻🙏🏻

ଶରତ ଆକାଶେ ଭକ୍ତିର ଜୁଆର,
ମା'ଙ୍କ ଆଗମ... ନବରାତ୍ରିର ପ୍ରଥମ ଦିବସରେ ମା'ଙ୍କୁ ଭକ୍ତିପୂତ ପ୍ରଣାମ🙏🏻🙏🏻🙏🏻

ଶରତ ଆକାଶେ ଭକ୍ତିର...
ହୁଏ ଅର୍ଚ୍ଚନା, ଅଗ୍ରପୂଜ୍ୟ ତବ ନାମ, ସର୍ବ ଶୁଭ କାର୍ଯ୍ୟେ ତୁମରି ଧ୍ୟାନ। ଭକ୍ତ ହୃଦୟେ ନିତି ରୁହ ହେ ପ୍ରଭୁ, ଦୂର କର ... ହୁଏ ଅର୍ଚ୍ଚନା, ଅଗ୍ରପୂଜ୍ୟ ତବ ନାମ, ସର୍ବ ଶୁଭ କାର୍ଯ୍ୟେ ତୁମରି ଧ୍ୟାନ। ଭକ୍ତ ହୃଦୟେ ନିତି ର...
ପ୍ରଥମ ରକ୍ଷାବନ୍ଧନ ଶାଢ଼ୀ କାନି ଚିରି ଦ୍ରୌପଦୀ ବାନ୍ଧିଲେ ଭାଇ ଶ୍ରୀକୃଷ୍ଣଙ୍କ ହାତେ, ସେହି ପବିତ୍ର ସ୍ନେହର ବନ୍ଧନ ଅ... ପ୍ରଥମ ରକ୍ଷାବନ୍ଧନ ଶାଢ଼ୀ କାନି ଚିରି ଦ୍ରୌପଦୀ ବାନ୍ଧିଲେ ଭାଇ ଶ୍ରୀକୃଷ୍ଣଙ୍କ ହାତେ, ସେହି ପ...
କେନ୍ଦୁଝର ମାଟିର ଝିଅ ତୁମେ, ସରଳତାରେ ଭରା ତୁମ ମନ, ଆଜି କଟକର ବୋହୂ ହୋଇ, ସ୍ନେହରେ ଭରିଛ ଆମ ଘର ଓ ଜୀବନ। କେନ୍ଦୁଝର ମାଟିର ଝିଅ ତୁମେ, ସରଳତାରେ ଭରା ତୁମ ମନ, ଆଜି କଟକର ବୋହୂ ହୋଇ, ସ୍ନେହରେ ଭରିଛ ଆମ ...
ଦୀପଞ୍ଜଳି-ମୋ ଜୀବନର ଆଲୋକ, ମୋର ଅନନ୍ତ ପ୍ରେମ ❤️ କେନ୍ଦୁଝର ମାଟିର ଝିଅ ତୁମେ, ସରଳତାରେ ଭରା ତୁମ ମନ, ଶିକ୍ଷକତାକୁ ... ଦୀପଞ୍ଜଳି-ମୋ ଜୀବନର ଆଲୋକ, ମୋର ଅନନ୍ତ ପ୍ରେମ ❤️ କେନ୍ଦୁଝର ମାଟିର ଝିଅ ତୁମେ, ସରଳତାରେ ଭରା...
ଅଧେ ଗୌରୀ, ଅଧେ ହର, ଏକ ଦେହେ ଦୁଇଟି ସ୍ୱର। ଅଧେ ଗୌରୀ, ଅଧେ ହର, ଏକ ଦେହେ ଦୁଇଟି ସ୍ୱର।
ତୁମ ଛାୟା ପଛରେ ଧାଉଁ ଧାଉଁ, ମୁଁ ନିଜ ସ୍ୱପ୍ନକୁ ହାରି ଦେଇଛି, ତୁମ ଆଖିରେ ଖୋଜୁ ଖୋଜୁ ମୋ ଆଖିର ଆଲୋକକୁ ତୁମ ଛାୟା ପଛରେ ଧାଉଁ ଧାଉଁ, ମୁଁ ନିଜ ସ୍ୱପ୍ନକୁ ହାରି ଦେଇଛି, ତୁମ ଆଖିରେ ଖୋଜୁ ଖୋଜୁ ମୋ ଆଖି...
ମୁକୁଟ ପିନ୍ଧେ ନାହିଁ ସେ, ନାହିଁ ତା'ର ରଙ୍ଗମଞ୍ଚର ଦାବି; ତଥାପି ପ୍ରତିଦିନ ଦେହର ରାଜ୍ୟେ ନିଭାଏ ନୀରବ ପ୍ରହରୀର ଭୂମି... ମୁକୁଟ ପିନ୍ଧେ ନାହିଁ ସେ, ନାହିଁ ତା'ର ରଙ୍ଗମଞ୍ଚର ଦାବି; ତଥାପି ପ୍ରତିଦିନ ଦେହର ରାଜ୍ୟେ ନିଭ...
ସୂର୍ଯ୍ୟ ଡୁବିଗଲେ ଦିନ କି ହଜିଯାଏ? ଅନ୍ଧାର ଆସିଲେ ସ୍ୱପ୍ନ କି ମରିଯାଏ? ପ୍ରତ୍ୟେକ ସନ୍ଧ୍ୟାର କୋଳରେ ଲୁଚିଥାଏ, ନୂଆ ସ... ସୂର୍ଯ୍ୟ ଡୁବିଗଲେ ଦିନ କି ହଜିଯାଏ? ଅନ୍ଧାର ଆସିଲେ ସ୍ୱପ୍ନ କି ମରିଯାଏ? ପ୍ରତ୍ୟେକ ସନ୍ଧ୍ୟାର ...