“Sometimes, letting go is the beginning of finding yourself.”
- Manoj Behera -
“ଜୀବନରେ ଗତି ନୁହେଁ, ଦିଗ ଅଧିକ ଜରୁରୀ।”
-ମନୋଜ କୁମାର ବେହେରା-
“ଅନ୍ୟର ଜୀବନ ସହ ତୁଳନା କରନ୍ତୁ ନାହିଁ,
ନିଜ ଗତକାଲିଠାରୁ ଆଜି ଭଲ ହେବାକୁ ଚେଷ୍ଟା କରନ୍ତୁ।”
-ମନୋଜ କୁମାର ବେହେରା-
“ସମସ୍ୟା ନଥିବା ଜୀବନ ନୁହେଁ, ସମସ୍ୟା ଭିତରେ ଶାନ୍ତ ରହିପାରିବା ହିଁ ପ୍ରକୃତ ସମୃଦ୍ଧି।”
- ମନୋଜ କୁମାର ବେହେରା -
“ସରଳ ରୁହ, ସତ୍ୟ ରୁହ—ଶାନ୍ତି ନିଜେ ଆସିବ।”
-ମନୋଜ କୁମାର ବେହେରା -
"ପଥ କଠିନ ହେଲେ ଜାଣିବ—ଗନ୍ତବ୍ୟ ମୂଲ୍ୟବାନ।”
- ମନୋଜ କୁମାର ବେହେରା -
“ନିଜ ଉପରେ ବିଶ୍ୱାସ ରଖ, ଛୋଟ ପଦକ୍ଷେପ ହିଁ ବଡ଼ ପରିବର୍ତ୍ତନର ଆରମ୍ଭ।”
- ମନୋଜ କୁମାର ବେହେରା -
“ସୁଯୋଗକୁ ଅପେକ୍ଷା କରନି, ନିଜ ପ୍ରୟାସରେ ସୁଯୋଗ ସୃଷ୍ଟି କର।”
- ମନୋଜ କୁମାର ବେହେରା -
“ନିଜ ଉପରେ ବିଶ୍ୱାସ ରଖ; ଛୋଟ ପଦକ୍ଷେପ ହିଁ ବଡ଼ ପରିବର୍ତ୍ତନର ଆରମ୍ଭ।”