ମୁଁ ଜଣେ ଲେଖିକା ଓ ପାଠିକା ।
ତଥାପି ପ୍ରତୀକ୍ଷା ତଥାପି ପ୍ରତୀକ୍ଷା
ମନର ଭାବନା ମନର ଭାବନା
ପଛଘୁଞ୍ଚା ନାହିଁ ବୀରର ଜାତକେ ଏକଥା କହିଛନ୍ତି ଆମ ମହାପୁରୁଷେ । ପଛଘୁଞ୍ଚା ନାହିଁ ବୀରର ଜାତକେ ଏକଥା କହିଛନ୍ତି ଆମ ମହାପୁରୁଷେ ।
"କହେ ସେ କାନ୍ଦନା ସୁନା ଭଉଣୀ, ଆଖିରୁ ଝରାନା ଝରଣା ପାଣି । ମୁଁ କାଳ ର ନିଶି ରେ ଯାଇଛି ହଜି, ଯେତେ "କହେ ସେ କାନ୍ଦନା ସୁନା ଭଉଣୀ, ଆଖିରୁ ଝରାନା ଝରଣା ପାଣି । ମୁଁ କାଳ ର ନିଶି ରେ ଯାଇଛି...
ଇତିହାସ କହେ ବୀର ରମଣୀ ବୋଲି ତ , ମଳିନ ନୁହେଁ ତାହା ସ୍ୱର୍ଣ୍ଣାକ୍ଷରେ ଲିଖିତ । ଇତିହାସ କହେ ବୀର ରମଣୀ ବୋଲି ତ , ମଳିନ ନୁହେଁ ତାହା ସ୍ୱର୍ଣ୍ଣାକ୍ଷରେ ଲିଖିତ ।
ଚନ୍ଦ୍ରମାର ଶୋଭା କି ମନୋହର, ଆଖିରେ ପଡୁନି ପଲକ ମୋର । ଚନ୍ଦ୍ରମାର ଶୋଭା କି ମନୋହର, ଆଖିରେ ପଡୁନି ପଲକ ମୋର ।
ମୋ ବାପା ମୋ ବାପା
ଅବନୀ ରାଣୀ ଯେ ଏ ମୁକ୍ତା ପାଇଣ ସାଉଁଁଟି ବକ୍ଷରେ ଭରିଲା । ଅବନୀ ରାଣୀ ଯେ ଏ ମୁକ୍ତା ପାଇଣ ସାଉଁଁଟି ବକ୍ଷରେ ଭରିଲା ।
ଆମେ ଯେ ଓଡ଼ିଆ ଭାଷା ଆମ ଓଡ଼ିଆ ଏକଥା ମନରୁ ନଭୁଲ, ଆମେ ଯେ ଓଡ଼ିଆ ଭାଷା ଆମ ଓଡ଼ିଆ ଏକଥା ମନରୁ ନଭୁଲ,
ନାରୀ ବୋଲି ମୁଁ ଯେ ଏ ସାରା ଦୁନିଆ କହୁଛି ଅବଳା ଦୁର୍ବଳା, ନାରୀ ବୋଲି ମୁଁ ଯେ ଏ ସାରା ଦୁନିଆ କହୁଛି ଅବଳା ଦୁର୍ବଳା,