Mami Majhi
Literary Colonel
19
Posts
1
Followers
2
Following

ମୁଁ ଜଣେ ଲେଖିକା ଓ ପାଠିକା ।

Share with friends

"ସଂପର୍କ ର ମୂଲ୍ୟ ସେମାନେ ବୁଝନ୍ତି ନାହିଁ , ଯେଉଁ ମାନଙ୍କ ମନରେ ଅହଂ ଗୁଣ ବସା ବାନ୍ଧିଥାଏ ।"

"କାହାରି ବର୍ତ୍ତମାନ ପରିସ୍ଥିତି କୁ ଦେଖି ଭବିଷ୍ୟତ କୁ ଉପହାସ କରିବା ଉଚିତ ନୁହେଁ, କାହିଁକି ନା ମୂଲ୍ୟବାନ ହୀରା ମଧ୍ୟ ଦିନେ କୋଇଲା ଥିଲା ।"

"କୌଣସି ପରିସ୍ଥିତିରେ ମଧ୍ୟ ନିଜକୁ ନ୍ୟୁନ ମନେ କର ନାହିଁ, କାରଣ ଭଗବାନ ସମସ୍ତ ଙ୍କ ଠାରେ କିଛି ନା କିଛି ଶ୍ରେଷ୍ଠ ଗୁଣ ଦେଇ ଏ ଦୁନିଆ କୁ ପଠାଇଥାନ୍ତି । ଯାହା ତୁମ ପାଖରେ ଅଛି ତାହା ହୁଏତ ଅନ୍ୟ ପାଖରେ ଥାଇ ନପାରେ ।"

ଯଦି କିଛି ପାଇବାର ଅଛି ତ ଅନ୍ୟ ଉପରେ ଆଶା ରଖ ନାହିଁ ବରଂ ନିଜ ଉପରେ ଦୃଢ଼ ବିଶ୍ୱାସ ରଖ ।


Feed

Library

Write

Notification
Profile