STORYMIRROR

Hiradhar Gahir

Tragedy Others

3  

Hiradhar Gahir

Tragedy Others

ଦେବୀ ବନ୍ଦନା

ଦେବୀ ବନ୍ଦନା

1 min
133

 ଜୁହାର୍ ମାଁଗୋ କାଳୀ,କରାଲି କାଳୀକା

ଜୁହାର୍ ଜୁହାର୍ ମାଁଗୋ ଉମା,

ଶକଂଟ ତାରିଣୀ ବିପଦ ନାଶିନୀ,

ଶକଂଟ ତାରିଣୀ ବିପଦ ନାଶିନୀ,

ଚଁଣି ଚର୍ଚ୍ଚିକା କାଳୀ,ମାଁ ଗୋ,ମୋର୍ ଛିନ ଜୁହାର ,

ମୋତେ ପନତ୍ ତଳେ ରଖ ତୋର ମାଁ  ଗୋ ମୋର ଛିନ ଜୁହାର-----

      ଏକପଦ

ମଶାନ ବାଶିନୀ ଅଶୁର ନାଶିନୀ

    ଖଁଣା ଖର୍ପର ଧାରିଣୀ----

କପାଳେ ସିନ୍ଦୁର ଲାଲ ଜର ଜର,

କପାଳେ ସିନ୍ଦୁର ଲାଲ ଜର ଜର,

ରକତ ଛିଟ ବସନୀ ଗୋ ପିନ୍ଧୁ ମନ୍ଦାର ମାଲୀ,                 

 ତୁଇ ଆସୁ ଥିଶୁ ହଲି ଢଲି ଗୋ               

    ପିନ୍ଧି ମନ୍ଦାର ମାଳୀ  

      ଦୁଇ ପଦ

ଜଗତ ଜନନୀ ମଗଂଲ କାରେଣି 

   ଜଗତ ପାଳିନୀ ମାଁ

ଜିଭ ଲହ ଲହ ବାସୁ ମହଁ ମହଁ,

ଜିଭ ଲହ ଲହ ବାସୁ ମହଁ ମହଁ,

ସରବ୍ ସହିନୀ ,ଶୀବର୍ ଘରଣି ଗୋ

   ମାଁଗୋ ସିନ୍ଦୂର୍ ବରନି

ଦଶ ଭୁଜା ମାଆଁ,ସିଂହ ବାହିନୀ ଗୋ

   ମାତ ଶିବର୍ ଘରଣୀ,

        ତିନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy