Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Inspirational

3  

Satyanarayan Sahoo

Abstract Action Inspirational

ନମୋ ନମଃ ଦୁର୍ଗା ମାତ

ନମୋ ନମଃ ଦୁର୍ଗା ମାତ

1 min
196



ନମସ୍ତେ ନମସ୍ତେ ମାତ ଦୁର୍ଗତି ନ।ଶିନୀ

ନମସ୍ତେ ନମସ୍ତେ ମାତ ମହିଷା ମର୍ଦ୍ଧିନି ।


ଶରତ ଋତୁରେ କର ଧରା ଆଗମନ

 ତୁମ୍ଭର ଆଗମ ନବ ସାହସ, ପ୍ରେରଣ ।


ସଞ୍ଚ।ରେ ପ୍ରତ୍ୟେକ ବର୍ଷ ଉତ୍ସ।ହ ରୋମାଞ୍ଚ

ଆସୁରୀ , ପ୍ରବୃତ୍ତି ମାନ ଜନ ମନୁ ନାଶ ।


କରି ସ୍ନେହ ପ୍ରେମ ଶ୍ରଦ୍ଧା ଆଦର ଆଦର୍ଶ

 ବିପଦ ର ସମୟରେ ସୁରକ୍ଷା କବଚ ।


ଦାନ କରି ଜ୍ଞାନ , ବିଦ୍ୟା , ବୁଦ୍ଧି , ସିଦ୍ଧି , ଶ୍ରଦ୍ଧା

 ସାଧନା ସଂଘର୍ଷ ଲାଗି କର।ଅ ସୁରକ୍ଷା ।


ନମୋ ନମୋ ଜନନୀ ଗୋ ନମଃ ଦୁର୍ଗା ମାତ

ନବ ରାତ୍ରୀ ଦଶହରା ପ୍ରସିଦ୍ଧ ପର୍ବ ତୋ ।


Rate this content
Log in