Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Abstract Inspirational Others

4  

Jyotsna Acharya

Abstract Inspirational Others

ବକୁଳ ଅମାବାସ୍ୟା

ବକୁଳ ଅମାବାସ୍ୟା

1 min
355


ପାଳୁଥାଏ ନୀତି

ବାର ମାସେ ରୀତି

ଓଡିଶା ରାଜ୍ୟ ଟି

ଆମ ସଂସ୍କୃତି

ବାର ମାସେ ପଡେ 

ତେର ପରବ 

ଜଗନ୍ନାଥ ଵିଧି 

ଆମ ବ୍ୟବହାର

ଶୁଦ୍ଧ ପୂତ ମନ 

ପୂଜା ପାର୍ବଣ

ଦୀର୍ଘ ଆୟୁଷର 

ସୁସ୍ଥତା ପ୍ରଫୁଲ 

ସମୃଦ୍ଧି କଲ୍ୟାଣ

ଜନ ହିତ ମୟ

ପ୍ରକୃତି ମା'ର 

ପୂଜା ପାଠନ 

ଦାରୁ ବ୍ରହ୍ମମ୍ ଦିଅଁ 

ଆମ ଜଗନ୍ନାଥ

ଗଛ ପୂଜା ଟି ର ବିଧାନ

ବକୁଳ ଅମାବାସ୍ୟା

ପାଳିତ ପର୍ବ

ପୌଷ ମାସରେ

ପୂଜା ଟି ପାଳନ 

ଗଛ ଟି ଭରୁ

ଆମ୍ବ ବଉଳ ରେ

ତା ଗୁଣ ଟି ର 

ଦେଇ ମୂଲ

ଗାଇଁଠା ଅଟକାଲି

ଭୋଗ ରାଗ ଟି ମୂଲ

ଘର ପରିବାର

ମନ ନିର୍ମଳ।


Rate this content
Log in