I'm Sarojini and I love to read StoryMirror contents.
ତୁମ ଦାୟିତ୍ୱବୋଧର ନିଷ୍କପଟ ମାନତ୍ରରେ
ଭୂମି ରୂପ ମାନଙ୍କୁ ଦେଖି ବୁଝି ପାରୁଥିଲି
ତୁମ ଅଗମ୍ୟ ଯାତ୍ରାର କାହାଣୀ ... ତୁମ ଦାୟିତ୍ୱବୋଧର ନିଷ୍କପଟ ମାନତ୍ରରେ
ଭୂମି ରୂପ ମାନଙ୍କୁ ଦେଖି ବୁଝି ପାରୁଥିଲି
ତୁମ ଅ...
ସମୟ ନଦୀର ଧାରେ ଜୀବନ ଆତପ କେତେ ଦିନ ଅବା ତା ଆୟୁଷ ସେ କିବା ଜାଣଇ କେବେ ବନ୍ୟା ଆସି କରି ଦେବ ତାକୁ ଧ୍ୱଂସ । ସମୟ ନଦୀର ଧାରେ ଜୀବନ ଆତପ କେତେ ଦିନ ଅବା ତା ଆୟୁଷ ସେ କିବା ଜାଣଇ କେବେ ବନ୍ୟା ଆସି କରି ଦେବ ...
କୁମ୍ଭକାର ଚ଼କ୍ରେ ଗଢ଼ି ହୋଇ ସିଏ
ଦୁନିଆକୁ ବୁକୁରେ ଖେଳେ
ଜୀବନ ଆରମ୍ଭୁ ଶେଷ ପରିଜନ୍ତେ
ଜୀବନ ସାଥୀରେ ମେ... କୁମ୍ଭକାର ଚ଼କ୍ରେ ଗଢ଼ି ହୋଇ ସିଏ
ଦୁନିଆକୁ ବୁକୁରେ ଖେଳେ
ଜୀବନ ଆରମ୍ଭୁ ଶେଷ ପରିଜନ୍ତ...
ଆମରି ଶାସ୍ତ୍ରର ଅପୂର୍ବ ମହକ ଅପୂର୍ବ ତାହାର ଗାଥା ସେ ଶାସ୍ତ୍ର ପୁରାଣ ମଣିଷ ଜୀବନେ ଦିଅଇ ଜୀବନ ବାର୍ତ୍ତା । ୧ ଆମରି ଶାସ୍ତ୍ରର ଅପୂର୍ବ ମହକ ଅପୂର୍ବ ତାହାର ଗାଥା ସେ ଶାସ୍ତ୍ର ପୁରାଣ ମଣିଷ ଜୀବନେ ଦିଅଇ ଜୀବନ...
ପବିତ୍ର ଛନ୍ଦରେ ଜୀବନ ଜଳାଏ ଆଲୋକ ପ୍ରଦାନେ ସଦା ତତ୍ପର ପ୍ରଜ୍ଜ୍ଵଳିତ ଦୀପ ତ୍ୟାଗ ତା ସ୍ଵଭାବ ମହନୀୟତାର ସ୍ରୋତ ଗମ୍ଭୀର... ପବିତ୍ର ଛନ୍ଦରେ ଜୀବନ ଜଳାଏ ଆଲୋକ ପ୍ରଦାନେ ସଦା ତତ୍ପର ପ୍ରଜ୍ଜ୍ଵଳିତ ଦୀପ ତ୍ୟାଗ ତା ସ୍ଵଭାବ ମ...
ଜୀବନର ଗୀତ ଅପୁର୍ବ ତା ସ୍ରୋତ
ସାତୋଟି ସୁରରେ ବନ୍ଧା
କେବେ ଆନନ୍ଦର ମଧୁର ମୂର୍ଚ୍ଛନା
କେବେ ଦୁଃଖି ନିଶିଗ... ଜୀବନର ଗୀତ ଅପୁର୍ବ ତା ସ୍ରୋତ
ସାତୋଟି ସୁରରେ ବନ୍ଧା
କେବେ ଆନନ୍ଦର ମଧୁର ମୂର୍ଚ୍ଛନା ...

ଆଳସ୍ୟ, ବିଳାସ ବଶରେ ମଣିଷ
ସର୍ବନାଶ ଡାକି ଆଣେ
ଅସଫଳତା ର ତିକ୍ତ ଅନୁଭୂତି
ଜୀବନେ ଯାତନା ଗଣେ । ୧
ଆଳସ୍ୟ, ବିଳାସ ବଶରେ ମଣିଷ
ସର୍ବନାଶ ଡାକି ଆଣେ
ଅସଫଳତା ର ତିକ୍ତ ଅନୁଭୂତି
ଜ...
ତୃଷ୍ଣାକୁ ପୁରଣ କରେ ଜଳପାନ ମରୀଚିକା ଅଟେ ଯେ ପ୍ରହେଳିକା ଜୀବନ ରାସ୍ତାରେ ଝାଇଁ ଖରାବେଳେ ଜଳ ଭାବି ସିନା ଦଉଡ଼େ ଏକା I... ତୃଷ୍ଣାକୁ ପୁରଣ କରେ ଜଳପାନ ମରୀଚିକା ଅଟେ ଯେ ପ୍ରହେଳିକା ଜୀବନ ରାସ୍ତାରେ ଝାଇଁ ଖରାବେଳେ ଜଳ ଭ...
ନୀଳ ଆକାଶରେ ଚନ୍ଦ୍ରମା ଯେବେ କଇଁକୁ ନିରେଖୁ ଥାଏ ମୋ ମନ ଆକାଶେ ତୁମ ପ୍ରତିଛବି ଦାଉ ଦାଉ ଜଳିଯାଏ । ୧ ନୀଳ ଆକାଶରେ ଚନ୍ଦ୍ରମା ଯେବେ କଇଁକୁ ନିରେଖୁ ଥାଏ ମୋ ମନ ଆକାଶେ ତୁମ ପ୍ରତିଛବି ଦାଉ ଦାଉ ଜଳିଯା...
ହୃଦୟ କାନ୍ଥର ଶିଳା ବୁକୁ ପରେ ତୁମ ନାମ ଲିପି ଲେଖା ମୋର ହୃଦୟର ଗରଭ ଗୃହର ସ୍ପନ୍ଦନରେ ତୁମ ଶିଖା ।୧ ହୃଦୟ କାନ୍ଥର ଶିଳା ବୁକୁ ପରେ ତୁମ ନାମ ଲିପି ଲେଖା ମୋର ହୃଦୟର ଗରଭ ଗୃହର ସ୍ପନ୍ଦନରେ ତୁମ ଶି...