I'm Sarojini and I love to read StoryMirror contents.
କଳା କିଟି କିଟି ଅନ୍ଧାର ରାତିର ନିସ୍ତବ୍ଧ ଜୀବନ ଫର୍ଦ୍ଦ ତଥାପି ଜହ୍ନର ସପନ ସରିନି ପ୍ରୟାସେ ହୋଇନି ସ୍ତବ୍ଧ । କଳା କିଟି କିଟି ଅନ୍ଧାର ରାତିର ନିସ୍ତବ୍ଧ ଜୀବନ ଫର୍ଦ୍ଦ ତଥାପି ଜହ୍ନର ସପନ ସରିନି ପ୍ରୟାସେ ହୋ...
ଜୀବନଟା ଯେବେ ମାଟି ତତ୍ତ୍ୱେ ଗଢ଼ା
ମାଟିରେ ଯିବ ମିଳେଇ
କିଛି ନେବ ନାହିଁ ଶୂନ୍ୟ ହୋଇ ଯିବ
କାହିଁ ପାଇଁ ଅ... ଜୀବନଟା ଯେବେ ମାଟି ତତ୍ତ୍ୱେ ଗଢ଼ା
ମାଟିରେ ଯିବ ମିଳେଇ
କିଛି ନେବ ନାହିଁ ଶୂନ୍ୟ ହୋଇ ...
ଏଇ ଦେଖ୍ - ମଶାଣିରେ ଜଳୁଛି ଶବ ଖାଲି ଜଳୁନି - ନିଇତି ସଜାଉଥିବା ଶରୀର ଏଇ ଦେଖ୍ - ମଶାଣିରେ ଜଳୁଛି ଶବ ଖାଲି ଜଳୁନି - ନିଇତି ସଜାଉଥିବା ଶରୀର
ନାରିକେଳ ଗଛ ସବୁଜ ପତର ଶିରି ଶିରି ବାଆ ଛୁଆଁ ନୀଳ ଆକାଶର ବଉଦର ସଙ୍ଗେ ନିତି ଭାବ ଦିଆ ନିଆ ନାରିକେଳ ଗଛ ସବୁଜ ପତର ଶିରି ଶିରି ବାଆ ଛୁଆଁ ନୀଳ ଆକାଶର ବଉଦର ସଙ୍ଗେ ନିତି ଭାବ ଦିଆ ନିଆ
ତୁମେ ସେଇ କିମ୍ବଦନ୍ତୀ ପୁରୁଷ ଯିଏ ମୋ ଗାଁ ବିଦ୍ୟାଳୟ ମାଟିଘରେ ଭରି ଥିଲ ଶିକ୍ଷା ର ମହକ ଶିକ୍ଷକତାକୁ କରିଥିଲ ଜୀବନର ବ... ତୁମେ ସେଇ କିମ୍ବଦନ୍ତୀ ପୁରୁଷ ଯିଏ ମୋ ଗାଁ ବିଦ୍ୟାଳୟ ମାଟିଘରେ ଭରି ଥିଲ ଶିକ୍ଷା ର ମହକ ଶିକ୍ଷ...
ଏମିତି ନାରୀଟେ ସିଏ ଛଳ ଛଳ କଳ କଳ ନାଦେ ବହୁଥାଏ ଛଳନାକୁ ନିର୍ବାସନ ଦେଇ ଏମିତି ନାରୀଟେ ସିଏ ଛଳ ଛଳ କଳ କଳ ନାଦେ ବହୁଥାଏ ଛଳନାକୁ ନିର୍ବାସନ ଦେଇ
ମାଧବ- ଜାଣିଛ - !! ଅଙ୍କା ବଙ୍କା ଏ ଜୀବନ ପଥ କେବେ ଖାଲ ପୁଣି କେବେ ଢିପ ମାଧବ- ଜାଣିଛ - !! ଅଙ୍କା ବଙ୍କା ଏ ଜୀବନ ପଥ କେବେ ଖାଲ ପୁଣି କେବେ ଢିପ
ଆକାଶର ପ୍ରଶସ୍ତ ଛାତିରେ
ତାରାଫୁଲ ମାନଙ୍କର ଭିଡ଼
ତା ମଧ୍ୟରେ ଚନ୍ଦ୍ରମାର
ଧରଣୀ ଧୌତ କିରଣ ତଳେ
ମୋର ... ଆକାଶର ପ୍ରଶସ୍ତ ଛାତିରେ
ତାରାଫୁଲ ମାନଙ୍କର ଭିଡ଼
ତା ମଧ୍ୟରେ ଚନ୍ଦ୍ରମାର
ଧରଣୀ ଧ...
ଉର୍ବର ଭୂମିରେ ଅନାବନା
ଘାସ ମାନଙ୍କର ଭିଡ଼
ସାର ଶୋଷି ଅସାର କଲେଣି
ହୃଦୟ ଫାଟି ଆଁ କରିଲେଣି ଉର୍ବର ଭୂମିରେ ଅନାବନା
ଘାସ ମାନଙ୍କର ଭିଡ଼
ସାର ଶୋଷି ଅସାର କଲେଣି
ହୃଦୟ ଫାଟି ଆ...
ଫଗୁଣ ଛାତିରେ ବସନ୍ତ ଚୌହଦୀ ଲାଲିମାରେ ବିଚ୍ଛୁରିତ ପଳାଶ ଫୁଲଟି ଦୁଃଖ ତାପ ଭୁଲି ଆସିଅଛି ଏ ମରତ । ୧ । ଫଗୁଣ ଛାତିରେ ବସନ୍ତ ଚୌହଦୀ ଲାଲିମାରେ ବିଚ୍ଛୁରିତ ପଳାଶ ଫୁଲଟି ଦୁଃଖ ତାପ ଭୁଲି ଆସିଅଛି ଏ ମରତ...