Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Bijay Prusty   Author of the Year 2018 - Nominee

  Literary Colonel

ବସନ୍ତ ଆସିଛି

Others

ମାଟି ମାଆ ଦେହ ସହିଦ ରକତେ ଦିଶୁଛି ଲୋହିତ ବର୍ଣ୍ଣ କ୍ରନ୍ଦନ ରୋଳରେ ବିଦୀର୍ଣ୍ଣ ଭାରତ ସ୍ତବ୍ଧ ହୋଇଯାଏ କର୍ଣ୍ଣ I

1    34 1

ଶୀତରାତିର ବ୍ୟଥା

Tragedy

ଯନ୍ତ୍ରଣା ନଥାଇ ଜୀବନଟେ ନାହିଁ ଦହନ ନଥାଇ ହୃଦୟଟେ ନାହିଁ ସୂର୍ଯ୍ୟ ବିନା ନିରସ ସକାଳ ଆଖି ଖେଲି ଦେଖିବି ଭାବିଛି

1    51 2

ସୈନିକର ମନକଥା

Inspirational

ତଥାପି କହୁଛି ମାନବ ଜାତି କୁ ଜପ ଅହିଁସାର ମନ୍ତ୍ର ମାନବ ବାଦର ଧ୍ୱଜ୍ଜା ଉର୍ଦ୍ଧ୍ୱେ ଉଡୁ ଦୃଢ ହେଉ ଗଣତନ୍ତ୍ର ।

1    6.8K 2

ବହୁମୂଲ୍ୟ ପ୍ରେମ

Fantasy

କେତେ ଯେ ଆଖିର ତାରା ଉଛୁଳା ନଈର ପ୍ରୀତିଧାରା ତୁମେ ଦିଅନି କାହାକୁ ଧରା ।

1    13.4K 9

ବେସୁରା ଗୀତି-୭୭୨

Romance Abstract Others

ବର୍ଷାର ଗୀତ...

1    6.4K 3

ବେସୁରା ଗୀତି-୭୭୧

Fantasy Tragedy Abstract

ନେଲୁ ତୁହି ଏକ ଘୂର୍ଣ୍ଣିଝଡ ରୂପ ସାଗରକୁ ଦୁଲୁକାଇ

1    6.7K 4

ବେସୁରା ଗୀତି-୭୬୭

Others

ଆଉ ଥରେ ପୁଣି ଫେରିବ ବରଷା ଫେରନ୍ତା ମୌସୁମୀ ସାଥେ, ଯଦି ଜୀଇଁଥିବି ପ୍ରତୀକ୍ଷା କରିବି ଭିଜିବାକୁ ତାର ସାଥେ ॥

1    6.6K 5

ବେସୁରା ଗୀତି-୭୬୬

Romance Others Abstract

ତଥାପି ପ୍ରତିକ୍ଷା କରିଛି ଲୋ ବର୍ଷା...

1    7.2K 5

ବେସୁରା ଗୀତି-୭୬୫

Fantasy Tragedy

ଭୁଲି ତୁ ଗଲୁଣି ସମୟ ସାରଣୀ ତୋ ଆସିବା ଯିବା ବେଳ ॥

1    7.0K 4

ବେସୁରା ଗୀତି-୭୬୪

Tragedy

ବରଷି ଯାଉ ତୁ ଝଡି ବଢି ଆଣି, ସୁଅ ମୁହେଁ ପତ୍ର ହୋଇ ଭାସି ଯାଉଛି ମୁଁ କେଉଁଠି ବୁଡିବି କିଏ ବା ପାରିବ କହି ?

1    13.5K 3

ବେସୁରା ଗୀତି-୭୬୩

Romance Abstract Others

ତଥାପି ବର୍ଷା...

1    6.6K 3

ବେସୁରା ଗୀତି-୭୬୨

Fantasy

ଅତିତ ହୋଇଛି ଆଜି ଲୋଡୁନି ମୁଁ ତୋର ପ୍ରୀତିର ପରଶ

1    6.6K 3

ବେସୁରା ଗୀତି-୭୬୦

Romance Abstract Others

ତୋ ଆଗମନର ପ୍ରତିକ୍ଷାରେ ଥିବି ଆକାଶକୁ ଚାହିଁ ଚାହିଁ...

1    6.3K 3

ବେସୁରା ଗୀତି-୭୫୯

Fantasy

ସାରା ଦେଶ ପ୍ରଙ୍କପିତ ହୋଇଯାଏ କାହାର ସେ ତାତ୍ସଲ୍ୟ ହସରେ ॥

1    6.3K 1

ବେସୁରା ଗୀତି-୭୫୮

Inspirational Others Abstract

ମଧୁରେ ମଧୁରେ ବରଷି ଯାଆ ଲୋ ପରିପୂର୍ଣ୍ଣ ହେଉ ସୃଷ୍ଟି...

1    6.6K 4

ବେସୁରା ଗୀତି-୭୫୭

Fantasy

ତୋ ଆଖିରେ କେତେ ବାର ବିଜୁଳିର ଚମକ ଦେଖିଛି

1    6.7K 2

ବେସୁରା ଗୀତି-୭୫୬

Romance Abstract Others

ତଥାପି ବର୍ଷା....

1    6.8K 4

ବେସୁରା ଗୀତି-୭୫୫

Fantasy

ମୋ ଚତୁର୍ଦ୍ଦିଗେ ତ ଖାଲି ଭାସୁଥିଲା ବନ୍ୟା ଜଳ ହୋଇ କଳ କଳ ॥

1    13.7K 5

ବେସୁରା ଗୀତି-୭୫୩

Romance Abstract Others

ମନେ ପଡେ ଆଜି ପହିଲି ଅଷାଢ...

1    6.7K 5

ବେସୁରା ଗୀତି-୭୫୨

Fantasy

ଶୀତଳ ହୋଇଲା ପୃଥିବୀର ଦେହ ଲିଭିଗଲା ସବୁ ତାତି ॥

1    7.1K 3

ବେସୁରା ଗୀତି-୭୪୯

Romance Abstract Others

ତଥାପି ଲୋ ବର୍ଷା ସଭିଙ୍କର ତୁହି ଅଟୁ ଅତି ଆପଣାର.....

1    6.8K 2

ବେସୁରା ଗୀତି-୭୪୮

Fantasy

ମହମ ପରି ତୁ ତରଳି ଗଲୁ ଲୋ ଆକାଶରୁ ଗଲୁ ଝରି ॥

1    6.9K 4

ବେସୁରା ଗୀତି-୭୪୬

Romance Abstract Others

ମେଘ ସବାରିରେ ଆସିଛି ବର୍ଷା...

1    6.5K 4

ବେସୁରା ଗୀତି-୭୪୪

Fantasy

ଆଘାତରେ ତୋର କେବେ ବୁଡିଯିବ ସେ କଥା ବା କିଏ ଜାଣେ ॥

1    6.6K 6

ବେସୁରା ଗୀତି-୭୪୩

Romance Abstract Others

ବର୍ଷା ତୁ ଅଜଣା ପଥ...

1    6.7K 2

ବେସୁରା ଗୀତି-୭୪୨

Fantasy

କେତେବେଳେ ଦେଉ କଷଣର ବୋଝ ବୁହାଉ ଆଖିରୁ ପାଣି ॥

1    6.8K 1

ବେସୁରା ଗୀତି-୭୩୮

Romance Abstract Others

ତୋ ଭିତରେ ଲୁଚିଥାଏ ଜୀବନର ପ୍ରଥମ ଅକ୍ଷର...

1    6.5K 3

ବେସୁରା ଗୀତି-୭୩୬

Fantasy

ତୁ ରୁଷି ଉଭାନ ହୋଇ ଗଲେ କେଣେ ଶୁଭେ ଖାଲି ମଲି ମଲି ॥

1    6.6K 2

ବେସୁରା ଗୀତି-୭୩୪

Romance Abstract Others

ତୋ ଛୁଆଁରେ ହସୁ ଏ ସାରା ଦୁନିଆ ହସୁ ମୋର ଦେହ ମନ...

1    6.8K 6

ବେସୁରା ଗୀତି-୭୩୩

Fantasy

ଦେଖ କେଉଁ ପରି ମରି ମରି କରେ ବଞ୍ଚିବାର ଅଭିନୟ ॥

1    6.9K 4

ବେସୁରା ଗୀତି-୭୩୨

Romance Others Abstract

ବର୍ଷାର ଗୀତ

1    6.8K 5

ବେସୁରା ଗୀତି-୭୩୧

Fantasy

ବର୍ଷା ଗୋ ତୁମ ମଧୁର କଣ୍ଠରୁ ଭିଜା ଭିଜା ସ୍ଵର ଶୁଣି ରିକ୍ତ ମନର ସିକ୍ତ କାହାଣୀ ଖାଏ ତାକୁ ଝୁଣି ଝୁଣି ॥

1    6.5K 5

ବେସୁରା ଗୀତି-୭୩୦

Romance Abstract Others

ବର୍ଷା ଗୋ ତୁମ ନହୁଲି ପାଦର ଶବ୍ଦ ଶୁଭିବା ପାଇଁ...

1    6.7K 6

ବେସୁରା ଗୀତି-୭୨୯

Fantasy

ବର୍ଷା ତୁମେ କେବେ ଆସ ହୃଦୟର ଦରଜାକୁ ଖୋଲି କେବେଳେ ନିର୍ଦ୍ଦୟ ହୋଇ କାହା ରକ୍ତେ ଖେଳ ତୁମେ ହୋଲି ॥

1    6.8K 3

ବେସୁରା ଗୀତି-୭୨୮

Romance Abstract Others

ବର୍ଷା ତୁମେ ଅଭିମାନୀ ଜୀବନର ସ୍ଵର...

1    6.7K 2

ବେସୁରା ଗୀତି-୭୨୭

Fantasy

ନିଛାଟିଆ ଜହ୍ନରାତି ଝାପସା ଝାପସା ଜହ୍ନ ଆଲୁଅରେ ॥

1    7.1K 2

ବେସୁରା ଗୀତି-୭୨୬

Romance Abstract Others

ଦୁଃଖ ଦିନ ଯାଉ ସରି...

1    6.8K 2

ବେସୁରା ଗୀତି-୭୨୫

Others

ତୁମରି ପାଦର ଘୁଙ୍ଗୁରର ସ୍ଵର କାନେ ବାଜିଗଲେ ମୋର ଜୀବନ ନଈରେ ଜୁଆର ଉଠଇ ଏ ଦୁନିଆଁ ଲାଗେ ପର  ॥

1    6.8K 1

ବେସୁରା ଗୀତି-୭୨୪

Others

ତୋ ଛୁଆଁ ପାଇଁକି ଆଉ ପାଗଳ ହେଉନି କଥା ମୁଁ ଦେଇଛି ପରା ତୋ ସହିତ ଆଜି ଭିଜିବିନି  ॥

1    13.5K 5

ବେସୁରା ଗୀତି-୭୨୩

Others

ତା ପାଦ ରେ ବନ୍ଧା ପାଉଁଜି ର ସ୍ଵର ରିମ ଝିମ ଶୁଭୁ ଥିଲା, ବରଷା ରାଣୀ ମୋ ଥିରି ଥିରି ପାଦେ ମୋ ଆଡକୁ ଆସୁଥିଲା  ॥

1    6.6K 4

ବେସୁରା ଗୀତି-୭୨୨

Others

ସବୁଜ ଶାଢୀରେ ସଜେଇ ହେଲାଣି ଧରଣୀ ରାଣୀକୁ ଦେଖ ସମସ୍ତେ ବିଭୋର ହେଉଛନ୍ତି ଦେଖି ଇନ୍ଦ୍ରଧନୁର ରୂପ  ॥

1    6.4K 4

ବେସୁରା ଗୀତି-୭୨୧

Others

ପ୍ରତୀକ୍ଷା କରିଛି ତୋତେ ଲୋ ବରଷା ଶୁଖି ଯାଇଥିବା ନଈ ଉଛୁଳି ଉଠିବ ଖୁସିରେ ତା ଦେହ ଦେଲେ ତାକୁ ଥରେ ଛୁଇଁ  ॥

1    6.7K 5

ବେସୁରା ଗୀତି-୭୨୦

Others

ଛିଟିକି ପଡିଲେ ସ୍ମୃତି ସବୁ ବିସ୍ମୃତି ଗର୍ଭରୁ ଝରିଲା କେତେ ଯେ ରକ୍ତ ଅଦେଖା କ୍ଷତ ରୁ  ॥

1    6.9K 6

ବେସୁରା ଗୀତି-୭୧୯

Others

କିଏ ଡାକିଥିଲା ଆସିବା ପାଇଁ କି ଆସିଲୁ ତ ଭଲ କଲୁ, ତାହେଲେ କାହିଁକି ହୃଦୟ ଭାଙ୍ଗିଲୁ ସବୁ ସୁଖ ନେଇଗଲୁ  ॥

1    6.3K 9

ବେସୁରା ଗୀତି-୭୧୮

Others

ଜୋଛନା ନଈରେ କରୁଥିଲି ସ୍ନାନ ପ୍ରଚଣ୍ଡ ଗ୍ରୀଷ୍ମର ତାପେ

1    6.8K 3

ବେସୁରା ଗୀତି-୭୧୭

Others

ପ୍ରତୀକ୍ଷା କରିଛି ତୋତେ ଟାଙ୍ଗରା କିଆରି

1    6.5K 3

ବେସୁରା ଗୀତି-୭୧୬

Others

ସତେ କଣ ବର୍ଷା ଫେରିଗଲ ତୁମେ ଆଉ ତ ବରଷୁ ନାହଁ ଆଖିର ଲୁହରେ ଭିଜୁଛି କେ ଏଠି ଥରୁଟିଏ ଦେଖିଯାଅ  ॥

1    6.3K 4

ବେସୁରା ଗୀତି-୭୧୫

Others

ଏତେ କଥା ବର୍ଷା ମନେ ଥିଲା ଯଦି କାହିଁକି ଛୁଇଁଲୁ ଛାତି ଆଷାଢ ମାସରେ ଭରି ଦେଲୁ କିଆଁ ଦେହେ ବଇଶାଖୀ ତାତି  ॥

1    6.9K 9

ବେସୁରା ଗୀତି-୭୧୪

Others

କାହିଁକି ଗୋ ତୁମେ ଏତେ ନିରିଦୟ କି ଦୋଷ କଲା ସେ କୁହ ତୁମରି ପରଶେ କେଉଁଥି ପାଇଁକି ଥଣ୍ଡା ହେଲାନି ତା ଦେହ  ॥

1    6.2K 3

ବେସୁରା ଗୀତି-୭୧୩

Others

ଛୁଇଁ ପାରୁନାହିଁ କେ ଆଜି ତୁମକୁ ଦେଇଛି ସେ କଥାଟିଏ ସାରା ଜୀବନ ସେ ଲୁଚି ରହିଯିବ ଜୁଇରେ ଜଳିବା ଯାଏ  ॥

1    12.6K 1

ବେସୁରା ଗୀତି-୭୧୨

Others

କାଗଜ ଡଙ୍ଗା ମୋ ମିଳିବ ଯେଦିନ ସେଦିନ ବରଷି ଯିବୁ ମୋର ଆଖିର ଲୁହ ଅତି ସରାଗରେ ତୋ ହାତରେ ପୋଛି ଦେବୁ  ॥

1    13.3K 4

ବେସୁରା ଗୀତି-୭୦୨

Others

ବର୍ଷା ଗୋ ତୁମେ କହି ଦିଅ ଥରେ କାହିଁକି ଢାଳୁଛ ଏତେ ଲୁହ ଆଖିରେ ତୁମର ଅଗ୍ନି ସ୍ଫୁଲିଙ୍ଗ ଛାତି ତଳେ ଅସରନ୍ତି କୋହ  ॥

1    6.8K 4

ବେସୁରା ଗୀତି-୭୧୦

Others

କାହିଁକି ଆସିଛୁ ବର୍ଷା ଚତୁର୍ଦ୍ଦିଗେ ଦେଖ ତୋର କୁଢ କୁଢ କଞ୍ଚା ମାଂସ ମାଂସାସୀ ଜାନୁଆରଙ୍କ ଭିଡ  ॥

1    13.4K 5

ବେସୁରା ଗୀତି-୭୦୯

Others

ଶ୍ରାବଣର ଜହ୍ନ ରାତି ଛମ୍ ଛମ୍ ବର୍ଷା ର ଇଙ୍ଗିତ ଜହ୍ନକୁ ଘୋଡାଇ ଦିଏ ଅମାନିଆ ମେଘ ର ପଣତ  ॥

1    7.0K 3

ବେସୁରା ଗୀତି-୭୦୮

Others

ତୁମେ ପରା ଅଟ ତୃଷିତ ପ୍ରାଣ ର ପ୍ରତୀକ୍ଷାର ଶେଷ କଥା ବର୍ଷା ଗୋ ତୁମେ ପୂର୍ଣ୍ଣ କରିଦିଅ ଚାତକୀର ମନୋବାଞ୍ଛା  ॥

1    6.6K 8

ବେସୁରା ଗୀତି-୭୦୭

Others

ବର୍ଷା ଗୋ ତୁମେ ଖିଆଲି ମନର ଅଜବ ଖିଆଲ ଟିଏ ତୁମ ଆଗମନ ହୃଦୟ ତନ୍ତ୍ରୀରେ ନୂତନ ସ୍ଵରଟେ ଦିଏ  ॥

1    6.8K 3

ବେସୁରା ଗୀତି-୭୦୬

Others

କଥା ରେ କଥା ରେ ଅଜାଡି ଦେଉ ତୁ କେତେ ବ୍ୟଥା କେତେ ଆଶା ବର୍ଷା ଗୋ ତୋର ପରଶ ପାଇଁ କି କା ମନରେ ଘାରେ ନିଶା  ॥

1    6.6K 3

ବେସୁରା ଗୀତି-୭୦୫

Others

ବର୍ଷା ଗୋ ତୁମେ କାହିଁକି ଆସିଲ ଶୀତଳେଇ ଦେଲ ଧରା ଶୁଣି ପାରିଲନି ହୃଦୟର ସ୍ଵର ଥିଲା କେତେ ବ୍ୟଥା ଭରା  ॥  

1    6.7K 2

ବେସୁରା ଗୀତି-୭୦୪

Others

ତୃଷ୍ଣାରୁ କାରେ ମୁକ୍ତି ଦିଅ ତୁମେ କା ଓଠ ରେ ଦିଅ ନୂଆ ଭାଷା ସଜଳ ଆଖିରେ ଚାହିଁଥାଏ କିଏ ପୁରୁଥାଏ କାର ମନୋବାଞ୍ଛା  ॥

1    6.4K 4

ବେସୁରା ଗୀତି-୭୦୩

Others

କାହିଁକି ଆସିଛ ବର୍ଷା ଗୋ ତୁମେ କାହିଁକି ଯାଉଛ ଝରି କାହା ର ଭିଜାଅ ଆଖିପତା ତୁମେ କା ର ସୁଖ ନିଅ ହରି  ॥

1    6.8K 6

ବେସୁରା ଗୀତି-୭୦୧

Others

ବର୍ଷା ଗୋ ତୁମେ ଫେରିଯାଅ ଏବେ ଝର ଝର ଆଉ ବର୍ଷନା ଆଖିରୁ ମୋହର ଝରୁଥିବା ଲୁହ ଆଉ ଜମା ଧୋଇ ନିଅନା  ।।

1    13.7K 4