ଅନ୍ଧାର ରାତିରେ ଖୋଜେ ଆଲୋକର ଛାୟା, ଗଣତନ୍ତ୍ରରେ ସପ୍ନ ଦେଖେ ରାମରାଜ୍ୟର କାୟା । ନାୟକ ନୁହେଁ ମୁଁ ନେପଥ୍ୟ ନାୟକ, ଚକ୍ଷୁ ପରଦାରେ ଖେଳ ଖେଳେ ଐନ୍ଦ୍ରଜାଲିକ ।
ସେହି ଅତୀତ କୁଞ୍ଜରେ କିପରି ଅପେକ୍ଷା କରିଛି? ଦେଖିପାରୁଛ ତ' ମୋତେ? ମଥାରେ ଓଢ଼ଣୀ ପାଦରେ ଅଳତା ସେହି ଅତୀତ କୁଞ୍ଜରେ କିପରି ଅପେକ୍ଷା କରିଛି? ଦେଖିପାରୁଛ ତ' ମୋତେ? ମଥାରେ ଓଢ଼ଣୀ ପାଦରେ ଅଳ...
ହୃଦୟ ସାଗର ଗର୍ଭେ ହିଲ୍ଲୋଳିତ ତୁମ ପ୍ରୀତି ସ୍ମୃତି ଉତ୍ତାଳ ଲହରି, ସୁଦୂର ବାଲୁକା ମରୀଚିକା ସମ ଝଲସି ନାଚେ ପ୍ରତିଛବି ... ହୃଦୟ ସାଗର ଗର୍ଭେ ହିଲ୍ଲୋଳିତ ତୁମ ପ୍ରୀତି ସ୍ମୃତି ଉତ୍ତାଳ ଲହରି, ସୁଦୂର ବାଲୁକା ମରୀଚିକା ସମ...
ନାରୀର ମଥାରେ ବଳାରୁଣ ସମ ଶୋଭିତ ବିନ୍ଦୁ ରୁଚିର, ଅପାର ଶକ୍ତିର ସମିଶ୍ରଣ ସିଏ ନାମଟି ତା'ର ସିନ୍ଦୁର l ନାରୀର ମଥାରେ ବଳାରୁଣ ସମ ଶୋଭିତ ବିନ୍ଦୁ ରୁଚିର, ଅପାର ଶକ୍ତିର ସମିଶ୍ରଣ ସିଏ ନାମଟି ତା'ର ସିନ...
ଅରୁଣ କିରଣ ବରୁଣ ଅଚଳେ ରୁଚିର ଚିତ୍ର ସରଜିଲା, ରତ୍ନାକର ଶିରେ ତପନ ବିରାଜି ସଧିରେ ନୟନ ଫେଡ଼ିଲା। ଅରୁଣ କିରଣ ବରୁଣ ଅଚଳେ ରୁଚିର ଚିତ୍ର ସରଜିଲା, ରତ୍ନାକର ଶିରେ ତପନ ବିରାଜି ସଧିରେ ନୟନ ଫେଡ଼ିଲ...
@eÊþZ LÞeþZ aeÊþZ @QÒf eÊþQÞeþ QÞ[ö jeþSÞmþÐ, eþ[ðÐLeþ hÞÒeþ [`_ aÞeþÐSÞ j^ÞÒeþ _¯Æ_ Ò$¼XÞmþÐ ¼¼Ð @eÊþZ LÞeþZ aeÊþZ @QÒf eÊþQÞeþ QÞ[ö jeþSÞmþÐ, eþ[ðÐLeþ hÞÒeþ [`_ aÞeþÐSÞ j^ÞÒeþ ...
ଅଳସୀ ନାଗରୀ ପରି ଝୁଲେ କେବେ ଅନିଳ ଦୋଳିରେ ରହି, ଅତର୍କିତେ କେବେ ଲମ୍ପ ଅରପଇ ଅଙ୍କୁରିତ କ୍ଷେତ୍ରେ ଅଳସୀ ନାଗରୀ ପରି ଝୁଲେ କେବେ ଅନିଳ ଦୋଳିରେ ରହି, ଅତର୍କିତେ କେବେ ଲମ୍ପ ଅରପଇ ଅଙ୍କୁ...
ବାସରୁ ବାହାରି ପଥପ୍ରାନ୍ତେ ଯିଏ କରେନାହିଁ ବିଚରଣ, କରୋନା ଆଶଙ୍କା ନଥାଏ ତାହାକୁ ଭୋଗେନାହିଁ ସେ' କଷଣ । ବାସରୁ ବାହାରି ପଥପ୍ରାନ୍ତେ ଯିଏ କରେନାହିଁ ବିଚରଣ, କରୋନା ଆଶଙ୍କା ନଥାଏ ତାହାକୁ ଭୋ...
ସୂର୍ଯ୍ୟ ଚନ୍ଦ୍ର ତାରା ତା' ରୂପ ଦର୍ଶନେ ରହନ୍ତି ଗୋପନେ ଆପଣା ସଦନେ, ସରସୀ ବଦନ ଦିଶଇ ପ୍ରସନ୍ନ ପୟେପୂର୍ଣ୍ଣ... ସୂର୍ଯ୍ୟ ଚନ୍ଦ୍ର ତାରା ତା' ରୂପ ଦର୍ଶନେ ରହନ୍ତି ଗୋପନେ ଆପଣା ସଦନେ, ସରସୀ ବଦନ ଦିଶଇ ପ...
ଯେହ୍ନେ ବଜ୍ରସାର ଘନ ଅନ୍ଧକାରେ ଦିଶୁଥାଏ ଚକଚକ, ଯେହ୍ନେ ବଜ୍ରସାର ଘନ ଅନ୍ଧକାରେ ଦିଶୁଥାଏ ଚକଚକ,
କେତେବେଳେ ସିଏ ଜଳଦ ସଙ୍ଗରେ ଖେଳେ ଖିଲିଖିଲି ହସେ, କେତେବେଳେ ସିଏ ଜଳଦ ସଙ୍ଗରେ ଖେଳେ ଖିଲିଖିଲି ହସେ,