@sahitya-pujari-laxman-behara

Sahitya Pujari Laxman Behara
Literary Colonel
43
Posts
44
Followers
0
Following

ଅନ୍ଧାର ରାତିରେ ଖୋଜେ ଆଲୋକର ଛାୟା, ଗଣତନ୍ତ୍ରରେ ସପ୍ନ ଦେଖେ ରାମରାଜ୍ୟର କାୟା । ନାୟକ ନୁହେଁ ମୁଁ ନେପଥ୍ୟ ନାୟକ, ଚକ୍ଷୁ ପରଦାରେ ଖେଳ ଖେଳେ ଐନ୍ଦ୍ରଜାଲିକ ।

Share with friends

"କର୍ତ୍ତବ୍ୟରେ ଅବହେଳା କରି ପୁଣ୍ୟ ଅର୍ଜନ ପାଇଁ ଯେତେ ଯା' କରିବ ସେ' ସବୁର ଫଳ ଶୂନ l" ସାହିତ୍ୟ ପୂଜାରୀ ଲକ୍ଷ୍ମଣ ବେହେରା

"ଯେଉଁ ଜନ ନିଜ ଭାଷାକୁ ନିନ୍ଦଇ ଆନ ଭାଷା ନିକଟରେ, ତା' ପରି ଅଧମ ସନ୍ତାନ ଖୋଜିଲେ ପାଇବା କି' ଏ ସଂସାରେ ?" ସାହିତ୍ୟ ପୂଜାରୀ ଲକ୍ଷ୍ମଣ ବେହେରା

"ଯେଉଁ ଜନ ନିଜ ଭାଷା ଜନନୀୀକୁ ନ୍ୟୁନ ବୋଲି ଭାବୁଥାଇଁ, ତା'କୁ ଯଦି ଆମେ ସୁପୁତ୍ର କହିବା ଜାରଜ ପାଇବା କାହିଁ ? ସାହିତ୍ୟ ପୂଜାରୀ ଲକ୍ଷ୍ମଣ ବେହେରା

"କେତେବେଳେ କାହା ପାଶରେ ଥାଏ ସେ' ଚପଳା ସମ ତା' ରୀତି, ଧରାଧାମେ ସିଏ ଧନ ବୋଲି ଗଣା ସର୍ବେ ତା' ପଛେ ଧାବନ୍ତି । " ସାହିତ୍ୟ ପୂଜାରୀ ଲକ୍ଷ୍ମଣ ବେହେରା

"ପଦବୀ ଯୋଗ୍ୟ ଗୁଣ ନଥିଲେ ପଦବୀ ମୂଲ୍ୟହୀନ ।" ସାହିତ୍ୟ ପୂଜାରୀ ଲକ୍ଷ୍ମଣ ବେହେରା

"ଭାବନାର ଅନ୍ତ ଯେଉଁଠି, ଭବିଷ୍ୟତର ଆରମ୍ଭ ସେଇଠି ।" ସାହିତ୍ୟ ପୂଜାରୀ ଲକ୍ଷ୍ମଣ ବେହେରା

“ଶ୍ରବଣ କୁମାର ହେବନାହିଁ ଯଦି ଜନକ ଜନନୀ ପାଇଁ, ଅଶ୍ରୁ ଦିଅନାହିଁ ନୟନେ ତାଙ୍କର ଅଧମ ସନ୍ତାନ ହୋଇ ।” ସାହିତ୍ୟ ପୂଜାରୀ ଲକ୍ଷ୍ମଣ ବେହେରା

“କୁବେର ସଂପତ୍ତି ଥିଲେ କି’ ହୋଇବ ? ସୁସ୍ଥନାହିଁ ଯଦି ଘଟ, ଅକାଳରେ ମୃତ୍ୟୁ ଡାକରା ଆସିବ ସରିଯିବ ସବୁ ନାଟ ।” ସାହିତ୍ୟ ପୂଜାରୀ ଲକ୍ଷ୍ମଣ ବେହେରା

“ଜୀବନ ବିଧି ହସ୍ତରେ କିନ୍ତୁ ଭାଗ୍ୟ ନିଜ ହସ୍ତରେ ।” ସାହିତ୍ୟ ପୂଜାରୀ ଲକ୍ଷ୍ମଣ ବେହେରା


Feed

Library

Write

Notification
Profile