Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Susmita Patel  

writting poem,story

"Literary Captain"


ସମର୍ପିତ

Romance

ତୁ ମୁକ୍ତ ମୋତେ ନେଇ ସମର୍ପି ପାରୁ ସର୍ବସ୍ଵ ଆଉ ତୋ ବିନା ମୁଁ ମୋତେ ଖୋଜୁଛି କେବଳ ।



1    132 5

କେଜାଣି କାହିଁକି

Fantasy Others

ମୋ ଠୁ ବି କେଜାଣି କାହିଁକି ଯେତେ ଉପରକୁ ଚାହିଁଲେ ବି ତୋ ମୁହଁ ମୋ ଜରାୟୁରେ ଦିଶେ !!



1    44 1

ଭଲ ହେଲା

Tragedy

ଭଲହେଲା ବୋଉକୁ ଆଉ ଦେଖାଯାଉନି ନଚେତ୍ ବାରି ଓ ଦାଣ୍ଡର ଘାସ ବଅଁଁଶ ଦେଖି ତା ସାଥେ ସାଥେ ମୋତେବି କାମରେ ଲଗାନ୍ତାଣି ଫି ଥର ।



1    4.7K 7

ମୋ ଗାଁ

Inspirational Others

ବାସିପଖାଳ କଂସା ଆଉ ଶୁୁୁଖାମାଛ ପୋଡା ସମସ୍ତଙ୍କ ଘରେ ସକାଳୁ ନିହାତି ଯେ ଲୋଡା ଗାଁଁ କଥା ଗୋଟିଗୋଟି ମନେ ପଡେ ଆଜିି ମୋ ଗାଁ ର ସେ ବାସ୍ନ୍ନା୍ ଆଉ..



1    13.4K 0

ଶାଗୁଆ ରଙ୍ଗର ପାଟ

Romance

ତୁ ଅକ୍ତିଆରିଥିବା ଋତୁରେ ବିି କାଁ ଭାଁ ଦେଖାସାକ୍ଷାତ୍ ତୋ ସହିତ ତୋତେ ଥରେ ଛୁଇଁ ବାକୁ ଖଜବଜ ପ୍ରରାଣ ଶୁଷ୍କ ଓଠ ତୃଷ୍ନାପୁଣି ନୀଳ ସାନିଧ୍ୟର ।



1    7.0K 7

ପୁଣି କେବେ

Others

ଠିକ୍ ଆଜିିପରି ଆଉ ଯୋଉଠିି ଆଇନା ବି ବେଳେ ବେଳେ ମିଛ କହିଦିଏ !!



1    7.0K 3

ବର୍ଷା......କାଲି ଓ ଆଜିର

Inspirational

ଏହି କବିତାଟି ଅତୀତର ଗାଁ ଦାଣ୍ଡର ବର୍ଷା ଓ ଆଜିର ବର୍ଷା ଭିତରେ ପାର୍ଥକ୍ୟ କହିଛି...... ଆଶାକରେ ସମସ୍ତଙ୍କ ମନକୁ ଛୁଇଁବ.... 



1    6.6K 7

ସୁଖ

Drama Comedy

ସୁଖ



1    7.0K 8