ସେବା ହିଁ ଜୀବନ ର ମୂଳ ମନ୍ତ୍ର 🙏🙏
ପଖାଳ ଖାଇବା ଆସ ପଖାଳ ଖାଇବା ଆସ
ତୋର ପୀଠ ପଛେ କେତେ ଯେ ଅନ୍ଧାର ତତେ କି ଦିଶୁନାହିଁ ସେହି ଅନ୍ଧାରରେ କେତେ ଯେ ଦାନବ ପ୍ରତିବାଦ କା'ର ନା... ତୋର ପୀଠ ପଛେ କେତେ ଯେ ଅନ୍ଧାର ତତେ କି ଦିଶୁନାହିଁ ସେହି ଅନ୍ଧାରରେ କେତେ ଯେ ଦାନବ ...
ବାଉଁଶ ଦୋହଲେ ମୋ ଘର ବାଡ଼ିରେ ହେବାକୁ ଫୁଲ ଚାଙ୍ଗୁଡି ତାଳ କେରାଟ ବି ସେବାରେ ଲାଗିବ ହୋଇଛି ତା' ସଙ୍ଗେ... ବାଉଁଶ ଦୋହଲେ ମୋ ଘର ବାଡ଼ିରେ ହେବାକୁ ଫୁଲ ଚାଙ୍ଗୁଡି ତାଳ କେରାଟ ବି ସେବାରେ ଲାଗିବ ...
ସ୍ଵରାଜ୍ୟ ସପନ ହେଲାଣି ପତନ ପ୍ରତି କ୍ଷେତ୍ରେ ଏଠି ଗାଢ଼ ସ୍ଵରାଜ୍ୟ ସପନ ହେଲାଣି ପତନ ପ୍ରତି କ୍ଷେତ୍ରେ ଏଠି ଗାଢ଼
କ୍ଷତାକ୍ତ ହେବ ମୋ ପାରିବା ପାଣିଆ କାଳେ ସ୍ଵପ୍ନ ସଜଗନ୍ଧାରେ କ୍ଷତାକ୍ତ ହେବ ମୋ ପାରିବା ପାଣିଆ କାଳେ ସ୍ଵପ୍ନ ସଜଗନ୍ଧାରେ
ଅଧା ଅଧା ଦୁଃଖ ଅଧା ପୁଣି ସୁଖ ଅଧା ଏ ଜୀବନ ଜାଣ ଅଧା ଅଧା ଦୁଃଖ ଅଧା ପୁଣି ସୁଖ ଅଧା ଏ ଜୀବନ ଜାଣ
ଚେତନାର ଅନ୍ତରାଳେ ମୁଗ୍ଧ ହୁଏ କେବେ ମନ ଉପବନ ଭ୍ରମାତୁର ଛବି ମେଳେ.. ଚେତନାର ଅନ୍ତରାଳେ ମୁଗ୍ଧ ହୁଏ କେବେ ମନ ଉପବନ ଭ୍ରମାତୁର ଛବି ମେଳେ..
ଆଙ୍କି ଦେଲା କେତେ ପୀରତି ସୌରଭ ନିଗାଡି ବିରହ ଲୁହ ହିଆ ବିସ୍ତାରିଲା ନବ ସୃଷ୍ଟି ପାଇଁ ତୁଟାଇ ସ୍ନେହର ମୋହ ଆଙ୍କି ଦେଲା କେତେ ପୀରତି ସୌରଭ ନିଗାଡି ବିରହ ଲୁହ ହିଆ ବିସ୍ତାରିଲା ନବ ସୃଷ୍ଟି ପାଇଁ ...
ହର ହରୁଛନ୍ତି ହରି ଙ୍କ ଧ୍ୟାନ ହୋଇ ହବିଶ୍ୟାଳି ହୋଇଣ ହର୍ଷ... ହର ହରୁଛନ୍ତି ହରି ଙ୍କ ଧ୍ୟାନ ହୋଇ ହବିଶ୍ୟାଳି ହୋଇଣ ହର୍ଷ...
କ୍ଳାନ୍ତ ଲାଗେ ମୋର ଅତିକ୍ରାନ୍ତ ବାଟ ତୁମେ ନଥିଲେ ମୋ ସାଥେ କ୍ଳାନ୍ତ ଲାଗେ ମୋର ଅତିକ୍ରାନ୍ତ ବାଟ ତୁମେ ନଥିଲେ ମୋ ସାଥେ