STORYMIRROR

Debasis Rout

Others

3  

Debasis Rout

Others

ଦୁର୍ଗ

ଦୁର୍ଗ

1 min
170

 ଚୂର୍ଣ୍ଣ ହେଲା ଆଜି ସୁଦୀର୍ଘ ଯୁଗର

 ମୂକ ସାକ୍ଷୀ ଭୀତି ଦୁର୍ଗ

ଭାଙ୍ଗି ଦେଇଗଲା ସେ ଚର୍ମ ଆଖିରେ

 ଆଜନ୍ମ ସ୍ମୃତିର ସ୍ୱର୍ଗ


ଆଙ୍କି ଦେଲା କେତେ ପୀରତି ସୌରଭ

 ନିଗାଡି ବିରହ ଲୁହ

ହିଆ ବିସ୍ତାରିଲା ନବ ସୃଷ୍ଟି ପାଇଁ

 ତୁଟାଇ ସ୍ନେହର ମୋହ


ଚର୍ମ ଚକ୍ଷୁ ପଟେ ଆଙ୍କଇ ବିରହ

 ଅଙ୍କେ ପୁଣି ନୂଆ ଦିଶା

ଆଙ୍କେ କେବେ କୋହ କେବେ ପୁଣି ମୋହ

  କେବେ ସଞ୍ଚାରେ ନୂତନ ଆଶା


ସ୍ୱନେତ୍ରେ ଦେଖିଛି କେତେ ଯେ ଯାତନା

 ଯାଳିଛି ଏନ୍ତୁଡ଼ି କେତେ

ଆହା ଭାଗ୍ୟ ତା'ର ଭଗ୍ନ ହେଉ ଅଛି

  ଆପଣା ଲୋକର ହାତେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍