I'm Akhila and I love to read StoryMirror contents.
ଅଭାଗା ହତଭାଗା ସତେ ଅବା ତଟିନୀ । ଗିରି ପରିତ୍ୟକ୍ତା ସାଗର ବିରହିଣି । ଅଭାଗା ହତଭାଗା ସତେ ଅବା ତଟିନୀ । ଗିରି ପରିତ୍ୟକ୍ତା ସାଗର ବିରହିଣି ।
ନିଶାର୍ଦ୍ଧେ ନିଦ୍ରା ଟୁଟେ
ନିର୍ଦୟୀ କେ କପଟେ
ପଲକେ ବାନ୍ଧି ଦିଏ
ଛବି ପଟେ ଦି ପଟେ ।। ନିଶାର୍ଦ୍ଧେ ନିଦ୍ରା ଟୁଟେ
ନିର୍ଦୟୀ କେ କପଟେ
ପଲକେ ବାନ୍ଧି ଦିଏ
ଛବି ପଟେ ଦି ପଟେ ।...
ତାତି ଖରା କାଳେ ଛାଇ ଭଳି ଶୀତଳ କରିଛ ମୋ ତନ ମନ, ଝାଞ୍ଜି କାଳେ ଜଳୁ ଥିବା ବେଳେ ବାହୁନି ଆଣ କି ଧୀର ପବନ । ତାତି ଖରା କାଳେ ଛାଇ ଭଳି ଶୀତଳ କରିଛ ମୋ ତନ ମନ, ଝାଞ୍ଜି କାଳେ ଜଳୁ ଥିବା ବେଳେ ବାହୁନି ଆଣ କି...
ଏଠି ବିଦ୍ରୋହ ର ସମ୍ଭାବନା ପ୍ରବଳ । ସାଗରର ସୀମା ଡେଇଁ ତରିବାକୁ ଚାହେଁ ମୀନ, ବେଦନାର ସୀମା ଡେଇଁ ଉଡିବାକୁ ଚାହେଁ ମନ ... ଏଠି ବିଦ୍ରୋହ ର ସମ୍ଭାବନା ପ୍ରବଳ । ସାଗରର ସୀମା ଡେଇଁ ତରିବାକୁ ଚାହେଁ ମୀନ, ବେଦନାର ସୀମା ଡେ...