Krushnapriya Mohapatra
Literary Brigadier
AUTHOR OF THE YEAR 2021 - NOMINEE
169
Posts
106
Followers
2
Following
ମୁଁ କୃଷ୍ଣପ୍ରିୟା ମହାପାତ୍ର l ଜନ୍ମ ୧୯୬୮ମସିହା ଜୁନ୍ ୫ତାରିଖ ଶ୍ରୀକ୍ଷେତ୍ର ପୁରୀରେ ହୋଇଥିଲା।l ବିବାହ ପରେ ମଧ୍ୟ ଶ୍ରୀକ୍ଷେତ୍ରରେ ରହିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି l ମୁଁ ମାତୃଭାଷା ଓଡ଼ିଆକୁ ହୃଦୟରୁ ଭଲ ପାଏ l
ତେଣୁ ପତ୍ର ପତ୍ରିକା ଓ ସମ୍ବାଦ ପତ୍ରରେ ବାହାରୁଥିବା ଲେଖା ନିୟମିତ ପଢିବା ମୋର ଅଭ୍ୟାସ l ପଢିବା ମୋର ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ... Read more
ମୁଁ କୃଷ୍ଣପ୍ରିୟା ମହାପାତ୍ର l ଜନ୍ମ ୧୯୬୮ମସିହା ଜୁନ୍ ୫ତାରିଖ ଶ୍ରୀକ୍ଷେତ୍ର ପୁରୀରେ ହୋଇଥିଲା।l ବିବାହ ପରେ ମଧ୍ୟ ଶ୍ରୀକ୍ଷେତ୍ରରେ ରହିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି l ମୁଁ ମାତୃଭାଷା ଓଡ଼ିଆକୁ ହୃଦୟରୁ ଭଲ ପାଏ l
ତେଣୁ ପତ୍ର ପତ୍ରିକା ଓ ସମ୍ବାଦ ପତ୍ରରେ ବାହାରୁଥିବା ଲେଖା ନିୟମିତ ପଢିବା ମୋର ଅଭ୍ୟାସ l ପଢିବା ମୋର ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ l ଏବେ ଏବେ ଲେଖିବା ଆରମ୍ଭ କରିଛି l ଏହାର ଶ୍ରେୟ ମୁଁ face book
ଏବଂ ସାହିତ୍ୟର ବଡ଼ ମଞ୍ଚ ଷ୍ଟୋରୀ ମୀରରକୁ ଦେବି l ଯେହେତୁମୁଁ ଜଣେ ଗୃହିଣୀ, ଘରେ ରହି ମଧ୍ୟ on line ମାଧ୍ୟମରେ ସାହିତ୍ୟ ସାଧନା କରିବା ମୋ ପାଇଁ ସହଜ ଲବ୍ଧ ହୋଇଛି l
ଷ୍ଟୋରୀ ମୀରର୍ ରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇ ମୋ ଆତ୍ମ ବିଶ୍ୱାସ ବୃଦ୍ଧି ପାଉଛି ତା ଛଡା ମୁଁ Author of the month, Author of the week ର ବିଜୟିନୀ ହେବାର ସୌଭାଗ୍ୟ ଲାଭ କରିଛି l
ଷ୍ଟୋରୀ ମିରର୍ ର ଅନେକ ପତ୍ରିକାରେ ମୋ ଗଳ୍ପ ପ୍ରକାଶିତ ହୋଇଛି l ବାଉନ ସପ୍ତାହ ପ୍ରତିଯୋଗିତାରେ ମୁଁ
ଚତୁର୍ଥ ସ୍ଥାନ ପାଇବା ପରେ ସେଇ କବିତାକୁ ନେଇ" ମୋ ଓଡିଶା" ଶୀର୍ଷକ ଇ ପତ୍ରିକା ପ୍ରକାଶିତ ହୋଇଛି l
ଆଗକୁ ମୋର କବିତା ଓ ଗଲ୍ପକୁ ନେଇ ଦୁଇଟି ପୁସ୍ତକ ଲୋକାର୍ପିତ ହେବାକୁ ଯାଉଛି l
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସାହିତ୍ୟ ସାଧନାରେ ବ୍ରତୀ ହେବା ପାଇଁ ପ୍ରତିଶୃତିବଦ୍ଧ l ଜୟ ମାତୃଭାଷା 👏👏👏👏 Read less
Share with friends